ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଉଡାଣ ପୂର୍ବ ଚିଠିର ପ୍ରତିକ୍ରିୟାରେ ମୋତେ ମିଳିଥିବା ମତସବୁକୁ ପଢୁଥିଲାବେଳେ ସୁଜୁର ଉତ୍ତର ଅଟକେଇ ରଖିଲା କିଛି କ୍ଷଣ । କାହିଁକି ଲାଗିଲା ତୁମ ପ୍ରତି ମୋର ସମ୍ପର୍କକୁ ସଠିକ ଶବ୍ଦରେ ଖଞ୍ଜିପାରିନି ବୋଧହୁଏ ସେହି ଚିଠିରେ । ପ୍ରେମ ଘୃଣାର ବିପରୀତ...

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଅବିନଶ୍ଵର  ମୁଁ ଜାଣିଛି ଏଣିକି ଆମ ଘରେ ଶୁଭିବ ନାହିଁ " ମାତ ରୁଦ୍ରାଣୀ , ତୋ ପୟରେ ଦୀନ ଯୋଡୁଛି ପାଣି / ସେଦିନ ସଞ୍ଜବେଳେ, ସେଇ ସେ ନଈ କୂଳେ / ଏଇ ଗାଁ ମୋର ଜନମ ମାଟି /...

ସୋସିଆଲ ମିଡିଆରେ ଭଲ କବିତା ବନାମ ଖରାପ କବିତା

ସୋସିଆଲ ମିଡିଆରେ ଭଲ କବିତା ବନାମ ଖରାପ କବିତା କେଦାର ମିଶ୍ର ଭଲ କବିତାକୁ ଖରାପ କବିତାର ଭିଡରୁ ରକ୍ଷା କରିବାକୁ ହେବ – ଆମ ସମୟର କେତେଜଣ ଅତ୍ୟନ୍ତ ସମ୍ବେଦନଶୀଳ କବି ଏ କଥା ଉଠେଇଛନ୍ତି। ସେମାନଙ୍କର ଭୟ ହେଉଛି, ଖରାପ କବିତାର ଭିଡ ଭିତରେ...

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଆବେଗର ଡେଣା  ଆଖି ବନ୍ଦ କଲେ ଉଜ୍ଜ୍ଵଳ ରଙ୍ଗର ଆଲୋକ ହିଁ ଭରି ରହିଥାଏ ସେହି ନିର୍ଜୀବ ଦୁନିଆଁରେ ଯେଉଁଠି ତୁମେ ଅଛ । ଆଖି ଖୋଲା ରଖିଲେ ସାମ୍ନାରେ ଥାଏ  ସଫେଦ ନୀଳରଙ୍ଗୀ ଆକାଶର ଆସ୍ତରଣ ଯେଉଁଠି ମୋ'  କଳ୍ପନାର  ବିଚରଣ...

ଦେଶକୁ ଏକ ନୂତନ ସଂସଦ ଏବଂ ପ୍ରଧାନମନ୍ତ୍ରୀଙ୍କ ନୂତନ ଗୃହର ଆବଶ୍ୟକତା କେତେ ?

ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପକୁ ଅନୁମତି ଦେଇ ସୁପ୍ରିମକୋର୍ଟ ମୋଦୀ ସରକାରଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି। ତିନି ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଷ୍ପତ୍ତି ୨-୧ରେ ଦେଇଛନ୍ତି । ଏହି ପ୍ରକଳ୍ପ ସଂପର୍କରେ ସୁପ୍ରିମକୋର୍ଟ ମଧ୍ୟ ପରିବେଶ ମଞ୍ଜୁରୀକୁ ସମର୍ଥନ କରିଛନ୍ତି ।...

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ହତ୍ୟାକାରୀ  ପ୍ରଥମେ ଦେଖିଥିଲି ତତେ ଦାଣ୍ଡପଟକୁ ଲାଗିଥିବା ଗ୍ରୀଲ ଉହାଡ଼ରେ । ଆତଙ୍କରେ କି ସୁରକ୍ଷାର ଲୋଭରେ ତୁ ତୋର କୁନି ମୁହଁକୁ ଥରି ଯାଉଥିବା ଦେହର ବେଢଣି ମଧ୍ୟରେ ଲୁଚେଇ ରଖିବାକୁ ଚେଷ୍ଟା କରୁଥିଲୁ । ଠାଏ ଠାଏ ରୁମ ଉଲୁରି...

ଫର୍ଣ୍ଣାଣ୍ଡୋ ପେସୋଆ, ଜଣେ ବହୁରୂପୀ, ବହୁନାମୀ ଓ ବହୁ ବିରୋଧାଭାସର କବି

ଫର୍ଣ୍ଣାଣ୍ଡୋ ପେସୋଆ, ଜଣେ ବହୁରୂପୀ, ବହୁନାମୀ ଓ ବହୁ ବିରୋଧାଭାସର କବି କେଦାର ମିଶ୍ର କବି ଜଣେ ବ୍ୟକ୍ତି ନା ବହୁ ବ୍ୟକ୍ତିଙ୍କର ସମଷ୍ଟି? କବି ଭିତରେ କେବଳ ଜଣେ କବି ଥାଏ, ନା ବହୁ ନାମ ଓ ବହୁ ରୂପ ନେଇ ଅନେକ କବିର...

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଅନୁରାଗ ଅନ୍ତରାଳେ ଅସରନ୍ତି ଚେଷ୍ଟାରେ ଅଛି ତୁମ ସତ୍ତାକୁ ବାସ୍ତବ ରୂପ ଦେଇ ପରିପୂର୍ଣ୍ଣତାର ବିଭୋରତାକୁ ଆତ୍ମସ୍ଥ କରିବାକୁ ।ଈଶ୍ୱରଙ୍କୁ ଖୋଜିବାର ବ୍ୟାକୁଳତା ନେଇ ବାଳକ ଧ୍ରୁବ ଯେଉଁଭଳି ଛୁଇଁ ଛୁଇଁ ଯାଉଥିଲା ହିଂସ୍ର ବନ୍ୟପ୍ରାଣୀଠାରୁ କାଳଖଣ୍ଡକୁ ଜାବୁଡି ଧରିଥିବା ମହାଦ୍ରୁମ ଯାଏଁ ।...

ଜ୍ଞାନ ଓ ଶ୍ରଦ୍ଧା

ଗଣେଶ ଚନ୍ଦ୍ର କୁଣ୍ଡ  ଭାରତ ଏକ ଧର୍ମ ପରମ୍ପରାର ଦେଶ ।ଏଠାରେ ପ୍ରତ୍ୟକ ବ୍ୟକ୍ତି ପ୍ରତ୍ୟକ୍ଷ ଭାବରେ କେଉଁ ନା କେଉଁ ଧର୍ମକୁ ଆପଣେଇଥାନ୍ତି । କାରଣ ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ସେ ସର୍ବଦା ଅନ୍ୟ ଉପରେ ନିର୍ଭରଶୀଳତାକୁ ଗୁରୁତ୍ୱ...

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଗାୟବ ହରିଣୀ  ମୁଁ ତୁମକୁ ଖୋଜୁଛି ପୁଷ୍ପା ନାନୀ । କେଉଁ ଠିକଣାରେ ତୁମେ ? ସାମ୍ନାରେ ଥିଲେ ଓଦା ଓଦା କ୍ଳାନ୍ତ ଗଳାରେ ହୁଏତ ଆଜିକା ଦିନରେ କହିଥାନ୍ତ ଆକ୍ରମକ ପଞ୍ଝାରୁ ନିଜକୁ ମୁକୁଳେଇବାର ରାସ୍ତା ଖୋଜୁ ଖୋଜୁ ତୁମ ଠିକଣା...

ସାହିତ୍ୟ