Home ସାହିତ୍ୟ ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୩୯)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୯ ଗପୁଡା  ପ୍ରତୀକ ପହଞ୍ଚିବା କ୍ଷଣି  ପଚାରିଲା, 'କ'ଣ ହେଲା ହୋ ' ତା' ନିଜ ଜାଗାରେ, ନିଜ କଥିତ ଭାଷାରେ ପରମ ଉତ୍ସାହର ସହିତ । 'ମୋତେ ଏ ରାଜପ୍ରାସାଦ ବୁଲେଇ...

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୩୮)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୮ ଗୁରୁବାକ୍ୟ ଚିରସ୍ମରଣୀୟ।  ଅଦମ୍ୟ ଉତ୍ସାହ ତଥା ଆକର୍ଷଣ  ଫଳରେ ଗୁରୁଙ୍କ କଥାମାନି, ଦିନେ ମୁଁ ଧାଇଁଲି ସେ ଅଗଣାକୁ, ଟିକିଏ  ଦେଖି ଆସିବାକୁ। ବିରାଟ ବଙ୍କିଂହାମ  ରାଜପ୍ରାସାଦ ଶୈଳୀରେ ସୁନ୍ଦର  ପ୍ରାସାଦ।...

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୩୭)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୭ ଅମୃତା ଅଫିସ୍ ପାଇଁ ସଜାଡିନେଲା ନିଜକୁ। ହଜାରେ କାମହବ ପହଞ୍ଚିଲାପରେ। ସେତକ ସାରିଲେ ଛଉ ପାଇଁ  ସଜବାଜ। ଟିକିଏ ବିଶ୍ରାମ ପରେ ଆରମ୍ଭ ହୁଏ ଆଣ୍ଟିଙ୍କ ପାଇଁ କାମ। ସବୁଦିନ ଏକାକଥା। ...

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୩୬ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୬ ମାଆଙ୍କ ସହିତ ବୁଲିବାକୁ ଯିବାର ମଜା ସତରେ ବହୁତ ଅଲଗା। ବହୁତ ଆକଟ ନୁହେଁ, ସାମାନ୍ୟ କରନ୍ତି ସେ। ମନପସନ୍ଦର ଲୁଗାପଟା ସହ ମନପସନ୍ଦର ଖାଇବା ମିଳିଗଲେ ହେଲା। ଅଞ୍ଜୁକୁ ଦେଖିବା...

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୩୫)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୫ ସବୁ ଚାଲିଛି ନିର୍ଦ୍ଦିଷ୍ଟ ଭାବରେ। ଯେମିତି ପୃଥିବୀ ଘୂରୁଛି, ଜହ୍ନ ହସୁଚି, ମେଘ ଝୁଲୁଚି, ସମୁଦ୍ର କଡଲେଉଟଉଚି ତାଳ ଆଉ ଛନ୍ଦରେ । ସୂର୍ଯ୍ୟ  ସ୍ଥିର , ସେମିତି ମନଟା ହୁଅନ୍ତାନି...

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୩୪)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୪ ରଞ୍ଜୁ  ଏବେ ଏବେ  ଭାବି ନେଇଛି, ଆସୁଯେତେ ବାଧାବିଘ୍ନ  ଲକ୍ଷ୍ୟପଥରେ ଆଗେଇବ ନିଷ୍ଠାର ସହ ଆଗକୁ ଆଗକୁ,  ଢେର ଆଗକୁ।  ବାପା ନୀରବରେ ଚାଲିଗଲେ ହଠାତ୍ କାହାକୁ କିଛି  ନକହି, ଅକସ୍ମାତ୍ ...

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୩୩)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୩ ଦାଦା ଭାଇଙ୍କର  କୋଣିକିଆ ହୋଇ ସୁନ୍ଦର  ବଙ୍ଗଳା ଭଳି ଘର। ବଡବଡ ଝରକା, ଖୋଲା ମେଲା। ପବନ, ଆଲୋକ ଆତଯାତ ହୁଅନ୍ତି ଠିକ୍ ଅନୁପାତରେ।  ପତଳା ଧଳାକନାରେ ହାଲୁକା ହଳଦିଆ ରଙ୍ଗର...

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୩୨ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୨  ଅତୀତ ସହ ବର୍ତ୍ତମାନ ,  ଆଶା ସହ ଆଶଙ୍କା ଏକବାରେ  ଫେଣ୍ଟାଫେଣ୍ଟି ହୋଇ ନୂଆ ରଙ୍ଗରେ  ଉଭା। ଉଃ , କାହିଁକି  ଏମିତି  ହୁଏ  ଯେ ! ଧଇଁସଇଁ  ହୋଇ ଫେରୁଥିଲେ...

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୩୧ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୧ ଆଜି ସକାଳୁ ସକାଳୁ ଏତେ ଶବ୍ଦ, ଏତେ ଧାଁ ଧପଡ, ଏତେ ଗଣ୍ଡଗୋଳ କାହିଁକି ଯେ । ପୋଲିସ  ଆସିଥାଇ ପାରେ। ବେକ ଭାଙ୍ଗି ଝରକା ପଟୁ ଉହୁଁକି ଦେଖିଲା ପର୍ଦ୍ଦା...

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୩୦ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୦ ଦିନ ଯାଇ ରାତି ଆସୁଥିଲା। ପାଠପଢା ବେଶ୍ ଚାଲୁଥିଲା। ମୁଁ  ଗଧ କିଛି ସେମିତି ଶିଖି ପାରୁନଥିଲି। ସକାଳେ  ପଖାଳତୋରାଣି  ସହ ବାସି ଆଳୁଚୋପ, ପିଆଜ,କଞ୍ଚାଲଙ୍କା  ଯୋଉଦିନ ମିଳୁଥିଲା, ସେଦିନ ଭୁରିଭୋଜନ...

ସାହିତ୍ୟ