Latest Odisha News

BREAKING NEWS

Browsing Category

ସାହିତ୍ୟ

ଆତ୍ମ ସମର୍ପଣ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ପ୍ରତ୍ୟେକ ମନୁଷ୍ୟର ଆତ୍ମା... ପରମାତ୍ମାଙ୍କ ଠାରୁ ବିଚ୍ଛିନ୍ନ ହୋଇ ଭୌତିକ ଜଗତକୁ ପ୍ରବେଶ କରେ । ଆତ୍ମା ପୂର୍ବରୁ ପ୍ରତିଜ୍ଞା କରିଥାଏ ପରମାତ୍ମାଙ୍କ ସଙ୍ଗେ ମିଳିତ ହେବ ବୋଲି, କିନ୍ତୁ ସେ ଏ ମାଟିର ସ୍ପର୍ଶ ପାଇଲା ମାତ୍ରେ ସବୁ…

ଭାଷା ଭାଗବତ : ପ୍ରତ୍ୟହ ନୂତନ ପ୍ରୟୋଗ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ନ ହେଲେ ଅଭ୍ୟାସର ଦାସ ଘଟିବ ଭାଷାର ବିକାଶ ପ୍ରତ୍ୟହ ନୂତନ ପ୍ରୟୋଗ ଭାଷାକୁ ଯୋଗାଏ ସୁଯୋଗ ଶବ୍ଦର ଗମନାଗମନ ଭାଷାରେ ଘଟେ ପ୍ରତି କ୍ଷଣ ନୂଆ ଆସେ, ପୁରୁଣା ଯାଏ ଭାଷାରେ ସ୍ଥିରତା ନ ଥାଏ ଉଭୟ ବିଲୁପ୍ତି ଉତ୍ପତ୍ତି ଯୋଗୁଁ ହିଁ…

କବିତା : ଶ୍ରୀରାମ

ଜ୍ଞାନ ରଞ୍ଜନ ଦାଶ  ବିଶ୍ରବା ଆତ୍ମଜ ଦନୁଜଙ୍କ ରାଜ ଲଙ୍କପତି ଦଶାନନ ନିଧନର ଲକ୍ଷ୍ୟେ ଚୈତ୍ର ଶୁକ୍ଲ ପକ୍ଷେ ଜନ୍ମିତ ରଘୁ ନନ୍ଦନ । ପୁତ୍ରେଷ୍ଠି ଯାଗର କରି ଆୟୋଜନ ଋଷ୍ୟଶୃଙ୍ଗ ପୌରୋହିତ୍ୟେ ଦଶରଥ ଲାଭ କଲେ ଚତୁସ୍ପୁତ୍ର ଜଗତ ଜନଙ୍କ ହିତେ । କୌଶଲ୍ୟା ଉଦରୁ ଉଦେ ନିଶାକର…

ଭାଷା ଭାଗବତ : ‘ସ୍ବାଧୀନ’ ବୋଲାଇ..

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ମାଗିଲେ ମିଳେନାହିଁ ଯାହା ପ୍ରକୃତ ସ୍ବାଧୀନତା ତାହା ନିଜ ' ସ୍ବ ' ନ ପାରିଲେ ଚିହ୍ନି ତାହା କାହାକୁ ବି ମିଳେନି ' ସ୍ବ ' ଓ ' ତ୍ବ ' ଗଲେ ଯହିଁ ମିଶି ' ସ୍ବତ୍ବ ' ତ ଆପେ ଆପେ ଆସି ବ୍ୟକ୍ତିକୁ କରଇ ସ୍ବାଧୀନ ତା' ହୁଏ…

ଭାଷା ଭାଗବତ : ସାହିତ୍ୟକୃତିର ଟେକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ନିଜର ସର୍ବସ୍ବ ଅଜାଡ଼ି ବ୍ୟକ୍ତି ହିଁ କୃତି ଥାଏ ଗଢ଼ି ବ୍ୟକ୍ତି ତ ହୁଏ ଅଂତର୍ହିତ କୃତି ହିଁ ସର୍ବଦା ଜୀବଂତ ଲେଖିଲେ ଜଗନ୍ନାଥ ଦାସ ' ଭାଗବତ ' ହେଲା ଉପାସ୍ୟ ବ୍ୟାସ ଭଣିଲେ ସୁଦ୍ଧା ' ଗୀତା ' ସର୍ବତ୍ର ହୁଏ ଉପାସିତା ନଶ୍ବର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶଙ୍ଖ ନାଭି ମଣ୍ଡଳ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥ କ୍ଷେତ୍ର ମହାତ୍ମ୍ୟ ବର୍ଣ୍ଣନା କରିବା ସମୟରେ, ଇତିହାସର ଜଣେ ଅନନ୍ୟ ଭକ୍ତ ସାରିଆ ଭିକଙ୍କ କାଳଜୟୀ ରଚନା “ଥକା ମନ ଚାଲ ଯିବା, ଚକା ନୟନ ଦେଖିବା “କୁ ଉପସ୍ଥାପିତ…

ଓଡ଼ିଆ ନବବର୍ଷରେ ‘ସୃଜନର ସିଂହନାଦ’ ପୁସ୍ତକ ଲୋକାର୍ପିତ

ଭୁବନେଶ୍ବର : ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ଭୁବନେଶ୍ୱର ଉପକଣ୍ଠସ୍ଥ ଅନ୍ଧାରୁଆଠାରେ ଏକ ମନୋଜ୍ଞ ପ୍ରାକୃତିକ ପରିବେଶରେ ପାକ୍ଷିକ ସମ୍ବାଦପତ୍ର ଭିନ୍ନଦୃଷ୍ଟି ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ "ବିଷୁବାୟନ" (ମୁକ୍ତାକାଶ ବିଷୁବ ମିଳନ) କାର୍ଯ୍ୟକ୍ରମ ଅନୁଷ୍ଠିତ…

ପିଇବା ନାହିଁ ନେତାଙ୍କ ବିଷପଣା..

ଚିତ୍ତ ମହାପାତ୍ରଙ୍କ ବିରକ୍ତ ବଚନ କୌଣସି ରାଜନୈତିକ ଦଳର ନୀତି, ଗୁଣ, ଆଦର୍ଶ,କାର୍ଯ୍ୟକ୍ରମ ଯଦି ଅନ୍ୟକୁ ଭଲ ନଲାଗେ ଓ ତାକୁ ସେ ଗ୍ରହଣ କରିପାରନ୍ତି ନାହିଁ ଓ ବର୍ଷ ବର୍ଷ ଧରି ବିରୋଧ କରନ୍ତି । ତେବେ ବୁଝିବାକୁ ହେବ ଯେ ଉଭୟ ଉଭୟଙ୍କର ବିରୋଧୀ । ଦୁଇ ବିପରୀତମୁଖି ବିରୋଧୀ ଯେତେବେଳେ…

ଭାଷା ଭାଗବତ : ଉତ୍କଳ ଭୁବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଯାହା ଯେତିକି ଅଛି, ବାଂଟ ଧାଡ଼ି ବାଂଧି ଆସିବେ ଖଂଟ ଦଂଡକେ ସବୁ ନେବେ ବୋହି ଆଉ କିଛି ବଳିବନାହିଁ ଭାଂଗି ଗଲାଣି ମେରୁଦଂଡ ସମାଜ ହେଲା ଖଂଡ ଖଂଡ ନଇଁଲେ ଲୋକଂକର ମୁଂଡ ଫିଟେନି କାହାର ବି ତୁଂଡ ଲୋକଂକୁ କରିଲେ ଭିକାରି ଯଶ କି…

କବିତା : ଭାବଟି ଅମୂଲ ମୂଲ

ବିନୋଦ ବିହାରୀ ପ୍ରଧାନ ସୁମନେ ସୁମନ ପ୍ରଭୁଙ୍କୁ ଅର୍ପିବ ଲୋଡା ନାହିଁ ଆନ ଫୁଲ ଧନ ଦେଇ କେବେ ତୋଷି କି ପାରିବ ଭାବଟି ଅମୂଲ ମୂଲ । ୧ । ଘୃତ ଦୀପ ଧରି ବନ୍ଦାପନା କଲେ ପ୍ରଭୁ କି ଘେନନ୍ତି ବାରେ ପ୍ରାଣର ପ୍ରଦୀପ ଜାଳି ପ୍ରେମାଲୋକ ବନ୍ଦାଅ ଭକତି ଭରେ । ୨। ଚାହିଁ ନ ଥାନ୍ତି…