କହିବ ଯଦି

କହିବ ଯଦି ସୁଦାମବନ୍ଧୁ ଭଟ୍ଟମିଶ୍ର କହିବ ଯଦି ଭାଂଗିଦେବି ନିଜକୁ ତମ ପାଇଁ ଥରେ ଭାଂଗିଗଲା ପରେ ଜାଣେନା ଆଉଥରେ ମତେ ମୁଁ ଗଢ଼ିପାରିବି କି ନାଇଁ! .............. ଏନ୍‍-୩ / ୨୮୮ ଆଇ.ଆର.ସି. ଭିଲେଜ୍‍, ଭୁବନେଶ୍ୱର ଓଡ଼ିଶା ସମ୍ବାଦର ସାହିତ୍ୟ ବିଭାଗକୁ ଲେଖାପଠାଇବାକୁ ଚାହୁଁଥିଲେ ତଳ ଆଇଡିରେ ମେଲ୍‍ କରନ୍ତୁ: sahitya.odishasambad@gmail.com (ଲେଖା ସହିତ ନିଜର ଏକ ଫଟୋ, ଜନ୍ମ ତାରିଖ,...

ରଂଗ ମହୋତ୍ସବ

ରଂଗ ମହୋତ୍ସବ ପ୍ରହଲ୍ଲାଦ ଶତପଥୀ ଯେଉଁ ସକାଳ ଆସନ୍ତାକାଲି ତୋତେ ରଂଗ ମଖେଇବ ସେଇ ସକାଳ ମୋତେ ବି ରକ୍ତିମ କରିଦେବ ସୂର୍ଯ୍ୟମୟତାରେ ମୁଁ କହିରଖେଁ ମୋ ଭିତରୁ ଉଏଁ ସୂର୍ଯ୍ୟ ଅସ୍ତ ବି ହୁଏ ମୋଭିତରେ ଆଲୁଅ ଓ ଅଂଧାରକୁ ନେଇ ଜାରିଥାଏ ରଂଗ ମହୋତ୍ସବ । ମୁଁ ଘୋଷଣା କରେ ଆଜିଠୁ ଅଂଧାରର ଦଶଦିଗ ବଂଦ ଆଲୁଅର ସବୁ ଦର୍ଜା...

ହୁଅନ୍ତା କି ଏମିତି

ହୁଅନ୍ତା କି ଏମିତି ଜୟଶ୍ରୀ ଦାଶ ବେଳେବେଳେ ଉଡ଼ିଛି ମୁଁ ଆଖିର ଆକାଶକୁ, ଭେଟିଛି ଜହ୍ନରେ ମାଟିକୁ, ଦଲକାଏ ସ୍ମୃତିର ଥାକରେ ମୋ ପିଲାବେଳ,ମାଟି ସରେଇ,କୁନି କଣ୍ଢେଇ, ଏବେ ବଢ଼ିଲେଣି... ଇସ୍ ,କେଡେ ଜୀବନ୍ତ ! ମାଟିରେ ଜୀବନ ଅଛି ବୋଲି ତ ମୁଁ ବଢିଛି,ମୋ କଣ୍ଢେଇ,ସରେଇ ସାଥିରେ । ସ୍ୱପ୍ନ ପାଇଁ ଆୟତନ ଲୋଡ଼ା କୋଉ ଖୁସିରେ ଦେଖିହେଉଛି...

ଲକ୍ଷେଭାର ପଦ୍ମ ଆଣିଚି ତୋପାଇଁ…

ଲକ୍ଷେଭାର ପଦ୍ମ ଆଣିଚି ତୋପାଇଁ... ପ୍ରଜ୍ଞାଶ୍ରୀ ରଥ ବହୁବର୍ଣ୍ଣା ଆଲୁଅର ଏକମାତ୍ର ସୂର୍ଯ୍ୟ ତୋ ସୀମନ୍ତରେ ମା! ବରଫର ସୀମାନ୍ତରେ ରକ୍ତର ସିନ୍ଦୂର... କୋଟିଏ ପ୍ରାଣସ୍ପନ୍ଦନ ଜଣାଇବା ପାଇଁ ଗୋଟିଗୋଟି କରି କେତେ କିଏ ଛାଡ଼ିଗଲେ ଆପଣା ସଂସାର... ରଣକୁହୁଡ଼ିରେ ମିଳେଇଯାଇଚି ଲକ୍ଷେଭାର ପଦ୍ମ କମାଣର ଶବ୍ଦରେ ଲୁଚିଯାଇଚି କୁଆଁରାବ ସୋରିଷକ୍ଷେତରେ ଉଜୁଡ଼ିଯାଇଚି ଫୁଲକଙ୍କଣ... ଫାଳେ ଜହ୍ନର କରତ...

ନଈ

ନଈ ମାନିନୀ ମିଶ୍ର -୧- ନଈମାନେ କେଉଁ ଗୋଟେ ପାହାଡର ଛାତି ଚିରି ଗଡି ଆସୁଥିବା ଗ୍ଲାସେ ପାଣି, ଚିମୁଟେ ଚିନି କିଛି ଲୁହ, କିଛି ସିଙ୍ଘାଣି ଆଉ ସ୍ତ୍ରୀ ଲୋକଟେ ନିଜକୁ ଚିରି ଚିରି ତା ଛୁଆ ପାଇଁ ପରସି ଦେଇଥିବା ଚାରିଧାର ରୁଟି। ହେଲେ, ନଈକି ଚାଲ କହିଲି ଯେ ତୁ ମତେ ଦେଖେଇଲୁ ଜହ୍ନ ମୁଁ ତତେ ଯାଚିଲି ମନ ତୁ ନାହୁଡରେ...

ଅବସୋସ

ଅବସୋସ ଲାବଣ୍ୟ ନାୟକ ଧାନଉଁଷା ହାଣ୍ତି, ବାଉଁଶ ପତ୍ର, ଆମ୍ବ ବଗିଚା, ଖଜୁରୀ ବଣ, ବର ଓହଳ...! ଏଇସବୁ ଭିତରେ ଭାଗ୍ୟକୁ ଅଣ୍ତାଳୁଥିଲି ଦିନେ । କିନ୍ତୁ ମିଳିଲା ଯାହା ଫାଳେ କାନ୍ଥ ନଥିବା ଚାଳଘର, ବାଡ଼ି ଆଡେ ଖଣ୍ତିଆ କୁଅ, କଦଳୀବଣ, ଅପରାଜିତା ଫୁଲ, ଆଉ ତା ସାଥେ ନଇଁ ପଡିଥିବା ମୋ ଭବିଷ୍ୟ । ଭାଗ୍ୟ...! ଠିକ୍ କେନାକେନା ଫଟା କଦଳୀପତ୍ର ପରି; ଅସୁମାରୀ ସ୍ୱପ୍ନମାନେ ନଇଁପଡ଼ନ୍ତି କ୍ଷତାକ୍ତ ହୋଇ, ଓଦା ପଟି...

ପସନ୍ଦ

ପସନ୍ଦ ସତ୍ୟନାରାୟଣ ଗନ୍ତାୟତ ମୁଁ ଭୋଟ୍ ଦିଏ ମୋ ପସନ୍ଦରେ! ଠିକ୍ ଯେମିତି ନେତାଏ ବର୍ଷ ବର୍ଷ ଧରି ମୋ ପସନ୍ଦକୁ ଲାତ ମାରି ଚାଲନ୍ତି ସେମାନଙ୍କ ପସନ୍ଦରେ! ............................ ସୁହାସିତମ୍, କସ୍ତୁରୀ ନଗର ରାୟଗଡା : ୭୬୫୦୦୧ ମୋବାଇଲ : ୯୪୩୭୯୦୯୬୭୫ sngantayat1964@gmail.com ଓଡ଼ିଶା ସମ୍ବାଦର ସାହିତ୍ୟ ବିଭାଗକୁ ଲେଖାପଠାଇବାକୁ ଚାହୁଁଥିଲେ ତଳ ଆଇଡିରେ ମେଲ୍‍ କରନ୍ତୁ: sahitya.odishasambad@gmail.com (ଲେଖା ସହିତ ନିଜର ଏକ...

ନୀଳ ଜହ୍ନ ଓ ଲାଲ୍ କଇଁ

ନୀଳ ଜହ୍ନ ଓ ଲାଲ୍ କଇଁ ଗାୟତ୍ରୀ ଦାସ ଡୁବି ଗାଡ଼ିଆରେ ଲାଲ୍ କଇଁ ନୁଖୁରା ମନରେ ସତର ଭାଙ୍ଗ ଦେଇ ସଜାଡି ରଖିଥାଏ ପ୍ରେମ ରାତିର ନିର୍ମେଘ ଆକାଶକୁ ଚାହିଁ ଖୋଜୁଥାଏ ଗ୍ରହ, ତାରା ଅବା ନୀଳ ଜହ୍ନର ଠିକଣା ଜହ୍ନ, ଗୋଟେ ଛଦ୍ମବେଶୀ ମନ କୂଳରେ ଦେହଟାକୁ ଥୋଇ ଖପ୍ କରି ଡେଇଁ...

ଗଜଲ୍‍: ସବୁ କଥା

ଗଜଲ୍‍: ସବୁ କଥା ନିଖିଳେଶ ମିଶ୍ର ତମେ କି ଭାବୁଚ ନିଦ ହେଇଗଲେ ସରିଯିବ ସବୁ କଥା? ନ କହିଲେ ଆଉ, ନ ଶୁଣିଲେ ଆଉ, ଲିଭିଯିବ ସବୁ କଥା? ଜାଳିଦେଇପାର ଚିଠି ଯେତେ ମୋର ଭୁଲିଯାଇପାର ମତେ, ତଥାପି କିଏ ତ କାନ ପାଖେ ତମ କହୁଥିବ ସବୁ...

ଜୀବନକୁ ହୀନିମାନ କରନା

ଜୀବନକୁ ହୀନିମାନ କରନା ମନୋଜ ମେହେର ନିଜକୁ ଏତେ ଛି’ ଛାକର କରନା ଭାଇ ଜୀବନକୁ ବି ଧିକ୍କାର କରି ତା’ର ଅପମାନ କରନା। କାହିଁକି ନିଜ ପ୍ରତି, ଜୀବନ ପ୍ରତି ଏତେ ବିଦ୍ରୂପ ? ନିମ୍ନ ମଧ୍ୟବିତ୍ତ, ମଧ୍ୟବିତ୍ତ ହୋଇଗଲ ବୋଲି କ’ଣ ତମେ ହୋଇଗଲ ହାରାମ୍‌ଜାଦା !! ଯେମିତି ଚାହିଁବ ଲଙ୍ଗଳା...

ସାହିତ୍ୟ