Latest Odisha News

BREAKING NEWS

Browsing Category

ଲଘୁକଥା

ନିଜ ଢୋଲ

ଶ୍ରୀମାନ ସର୍ବଗିଳାଙ୍କ 'ଲଘୁକଥା' ନାରଙ୍ଗୀ ଭାଉଜ ଓ ପଡ଼ୋଶୀ ପିତେଇ ନାନୀଙ୍କ ଭିତରେ ଥିଲା ଶାଗ-ତିଅଣ ଦିଆ-ନିଆର ସୁସମ୍ପର୍କ । ଏକାଠି ଆଗରୁ ନଈ-ପୋଖରୀକି କାମ ସାରିବାକୁ ଯାଉଥିଲେ । କିନ୍ତୁ ହଠାତ ଦିନେ ନାରଙ୍ଗୀ ଭାଉଜଙ୍କ ନାଟଦେଖି ନବା ଭାଇ ତାଟକା !ସାରାଦିନ ଖାଇବା ପିଇବା ନାହିଁ !…

ସତ କି ମିଛ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ଆଜିକାଲି ଆଉ କିଏ କ'ଣ ମିଛ କହୁଛନ୍ତି? ନା, ଏବେ ସମସ୍ତେ ସତ କହିବା ଶିଖିଯାଇଛନ୍ତି । ଆଜ୍ଞା ! ଆପଣମାନେ ଅନୁସନ୍ଧାନ କରୁନାହାନ୍ତି ! ବଳେ ଜାଣିଯିବେନି! ଏମିତିକା ଏତେ ସତ କହୁଛନ୍ତି ଯେ, କେହି ମିଛବୋଲି କହି ପାରିବେନି । ବାପା କହିଲେ ପୁଅରେ! ମୁଁ ଘରେ…

ନିଜ ବିଚାର

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ଶୁଆ ଆଉ ଛୁଆ ଭିତରେ ଏମିତି କେତେ ଫରକ କି? ଯେମିତି ଶୁଆ ଶାବକଟିଏ ଆଣି ଘରେ ପଞ୍ଜୁରୀ ଭିତରେ ରଖି ପୋଷା ମନେଇ ରାମ ନାମ ଘୋଷେଇଲେ, ଆହାର , ଆଦର ପାଇ ଆଉ ଘରଛାଡି ନଯାଇ ଶିଖେଇଥିବା କଥା କହେ, ଛୁଆଙ୍କୁ ପାଳିପୋଷି ବଡ଼କରି ଯାହା ବତେଇବେ.. ସେମାନେ ସେମିତି…

ସର୍ବଗିଳାଙ୍କ ଲୀଳା

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ଗିରିଆ ଗରଗର ହେଇ ଗୁଡ଼ାଏ ଗାଳିଦେଉଛି । ଗାଁ ଗାଁ ସହର ସହର ବୁଲି ଗର୍ଜନକରି କାନ ଫଟାଉଛି ।ଅଣ୍ଟାରେ ଗାମୁଛା ଭିଡୁଛି । ଝୁଲିପଡ଼ିଥିବା- ନିଶକୁ ମୋଡ଼ି ଖଡା କରାଉଛି । ସମ-ଧର୍ମୀ ଭାଇ ବିରାଦରିଙ୍କୁ ଏକାଠି କରି କହୁଛି.... ଆହେ! ଦେଖ ହୋ.. ଇଏ ଭଲଲୋକ ନୁହଁ…

ଆବଶ୍ୟକତାରୁ ଅଧିକ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ମୋର ଜଣେ ବନ୍ଧୁ କାଶ୍ମିରରୁ ଆସିଲାବେଳେ ମୋତେ ଉପହାର ସ୍ୱରୂପ ଭଲ ସେଓ ଚାରାଟିଏ ଦେଇ କହିଲେ, ଏଇଟା ଆମ ଓଡ଼ିଶା ଜଳବାୟୁରେ ବଞ୍ଚି ବଢିବ ଓ ଖୁବ୍ ଫଳ ଦେବ । ଆଗରୁ ମୋ ପରିବାରରେ କେହି ସେଓଗଛ କେମିତିକା ଦେଖି ନଥିବାରୁ ପୁଅ, ବୋହୂ, କନ୍ୟା, ମୋ ପତ୍ନୀ ମିଶି…

ଅପାଠୁଆର ପାଠ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ମୁଣ୍ଡରେ ମଇଳା ଗାମୁଛାର ଠେକାଟେ ଭିଡ଼ି, ଆପଣା ଟ୍ରଲିକି ଆଉଜି ଦେହରୁ ଝାଳ ପୋଛି ରାସ୍ତାକଡେ ଏଡ଼େ ପାଟିରେ ଯାହା ଗପୁଛି, ତା କଥାକୁ ଶୁଣୁଥିବା ଲୋକଙ୍କ ଭିଡ ଠେଲି, ମୁଁ ବି ଶୁଣିଗଲି । କହୁଥିଲା... ଆଜ୍ଞାମାନେ ! ମତେ ଟିକେ ବୁଝେଇଦେଲେ, ଏଇ ଯୋଉ ପାଠ ସବୁ…

ଭିକମଗା କଥା

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ଗଲା ସୋମବାରଦିନ ସାବୀ ଭିକାରୁଣୀ ତା 'ପାଖରେ ବସିଥିବା ସଦାକୁ ଯୋଉ ଜ୍ଞାନଗର୍ଭକ କଥା କହୁଥିଲା, ତାହା ଏମିତି ସେମିତିଆ କଥାନୁହଁ । ସେଇକଥାରେ ଗଭୀରତା ଥିଲା l କହିଲା.. ଜାଣିଲୁରେ ସଦା ! ଆଜିକାଲି ଆମକୁସିନା ଲୋକେ ଭିକମଗା ବୋଲି ଛିଃ ଛାକରକରି କେତେକଥା…

ମିଛ ନୁହେଁ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ଆଜିକାଲି ଆଉ କିଏ କଣ ମିଛ କହୁଛନ୍ତି? ନା, ଏବେ ସମସ୍ତେ ସତ କହିବା ଶିଖିଯାଇଛନ୍ତି । ଆଜ୍ଞା ! ଆପଣମାନେ ଅନୁସନ୍ଧାନ କରୁନାହାନ୍ତି ! ବଳେ ଜାଣିଯିବେନି! ଏମିତିକା ଏତେ ସତ କହୁଛନ୍ତି ଯେ, କେହି ମିଛବୋଲି କହି ପାରିବେନି । ବାପା କହିଲେ ପୁଅରେ! ମୁଁ ଘରେ…

ରାଜଯୋଟକ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ପର ଘରେ ବଳେ ପଶି ବୁଦ୍ଧି ବତାଉଥିବା ବତାସ ମଉସା ଆଉ ମନ୍ଥରୀ ମାଉସୀ, ଏବେ ରହୁଛନ୍ତି ଜରାଶ୍ରମରେ । କେହି କୁହନ୍ତି ଆଜିର ସମାଜ ପିଲାଙ୍କ ଦୋଷ ତ କେହି କେହି କହନ୍ତି.. କୃତ କର୍ମର ଫଳ ଭୋଗ । ଆଗରୁ ଅପରିଚିତ ଦୁହେଁ ଏକା ଜାତିର ଜାଣିଲା ପରେ, ସେମାନଙ୍କ…

ଜାଗ୍ରତେ ଦୁର୍ଯୋଗ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ବଡବାପା କାଶିଆର ପିଲାପିଲି ନହେବାରୁ ସାନଭାଇ ବିଶିଆ ମଲାପରେ ତା'ର ଏକମାତ୍ର ପୁଅକୁ ପିଲାରୁ ସେ ନିଜପୁଅ ବୋଲି କାଗଜପତ୍ର କରିନେଇଥିଲେ ।  ପୁଅ ବୁଦ୍ଧିଆ ବନାମ ବୁଦ୍ଧଦେବ, ସମସ୍ତଙ୍କ ସ୍ନେହ ଆଦର ପାଇ ଖୁବ ଯତ୍ନରେ ପଢ଼ାପଢି କରି ଗଲା ମାଟ୍ରିକ ପରୀକ୍ଷାରେ…