Home ଶିକ୍ଷା ଓ ନିଯୁକ୍ତି

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

କୋଭିଡ-୧୯ ମେଗାଲ୍ୟାବ ପ୍ରୋଜେକ୍ଟ: ‘ଆଇଆଇଟି ଆଲୁମ୍‌ନି କାଉନସିଲ’ର ସହଭାଗୀ ହେଲା ‘ମୁମ୍ବାଇ ବିଶ୍ୱବିଦ୍ୟାଳୟ’

ମୁମ୍ବାଇ: କୋଭିଡ-୧୯ ସଙ୍କଟ ତଥା ଅନ୍ୟ ରୋଗର ମୁକାବିଲା ପାଇଁ ତିଆରି ହେବାକୁ ଥିବା ବିଶ୍ୱର ସର୍ବ ବୃହତ ସଂକ୍ରାମକ ରୋଗ ଟେଷ୍ଟିଂ ଲ୍ୟାବ ବିସ୍ତାର ନିମନ୍ତେ ଆଇଆଇଟି ଆଲୁମ୍‌ନି କାଉନସିଲକୁ ସହଯୋଗର ହାତ ବଢାଇଛି ମୁମ୍ବାଇ ବିଶ୍ୱବିଦ୍ୟାଳୟ । ଅଧିକ ପଢନ୍ତୁ: ‘ଇନଟର୍ଣ୍ଣଶାଳା’ ସହଯୋଗରେ...

୩୦% କମିଲା ସିବିଏସ୍‌ଇ ସିଲାବସ୍

ନୂଆଦିଲ୍ଲୀ: କମିଲା ସିବିଏସ୍‌ଇ ସିଲାବସ୍ । ସିବିଏସ୍‌ଇ ପକ୍ଷରୁ ଚଳିତ ଶିକ୍ଷାବର୍ଷ ପାଇଁ ପାଠ୍ୟକ୍ରମ ହ୍ରାସ କରାଯାଇଛି । ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୩୦ ପ୍ରତିଶତ ପାଠ୍ୟକ୍ରମ କମାଇ ଦିଆଯିବ । ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ...
East Coast Railway To Cancel Two Special Train For Two Days

ଏନଡିଏ ଓ ନାଭାଲ ଏକାଡେମୀ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୬ ତାରିଖରେ ହେବାକୁ ଥିବା ଏନଡିଏ ଓ ନାଭାଲ ଏକାଡେମୀ (ଏନଏ) ପରୀକ୍ଷା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଛି । ଯେଉଁଥିପାଇଁ ଆସନ୍ତାକାଲି ତଥା ସେପ୍ଟେମ୍ବର ୫ ତାରିଖ ସନ୍ଧ୍ୟା ୫...

ବଢିଲା ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନର ଅବଧି

ଭୁବନେଶ୍ୱର: ୨୦୨୦-୨୧ ଶିକ୍ଷା ବର୍ଷରେ କମନ୍ ପିଜି ଏଣ୍ଟ୍ରାସ୍ ଟେଷ୍ଟ (ସିପିଇଟି)ର ଆବେଦନ ଅବଧି ବଢିଲା । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ଦିନ ଏକ ବିଜ୍ଞପ୍ତି ଜାରି କରାଯାଇଛି । ତଦନୁଯାୟୀ ପ୍ରାର୍ଥୀ ମାନେ ଅଗଷ୍ଟ ୩୧ ପରିବର୍ତ୍ତେ ଆସନ୍ତା ସେପ୍ଟେମ୍ବର ୧୦...

ମେ’ ପ୍ରଥମ ସପ୍ତାହରେ ଓଜେଇଇ ପରୀକ୍ଷା; ଆଜିଠୁ ଅନଲାଇନ୍ ଆବେଦନ ଆରମ୍ଭ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପରୀକ୍ଷା ମେ’ ପ୍ରଥମ ସପ୍ତାହରେ ଅନୁଷ୍ଠିତ ବୋକୁ ଯାଉଛି । ଏକ ବିଜ୍ଞପ୍ତିରେ ଓଜେଇଇ ଚେୟାରମ୍ୟାନ୍ ସୁଦୀପ କୁମାର ଚାନ୍ଦ କହିଛନ୍ତି ଯେ ମାର୍ଚ୍ଚ ୨୦ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ...

ଓଟିଇଟି ପରୀକ୍ଷା ପାଇଁ ଆଜିଠୁ ମିଳୁଛି ଆଡମିଟ୍ କାର୍ଡ

କଟକ: ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସ୍ଇ) ପକ୍ଷରୁ ଏପ୍ରିଲ୍ ୯ ତାରିଖରେ ହେବାକୁ ଥିବା ଓଟିଇଟି ପରୀକ୍ଷା ପାଇଁ ଗୁରୁବାର ଦିନ ଅଫିସିଆଲ୍ ପୋର୍ଟାଲରେ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ଅପଲୋଡ୍ କରାଯାଇଛି। ପ୍ରାର୍ଥୀମାନେ ସେମାନଙ୍କ ପଞ୍ଜୀକରଣ ନମ୍ବର ଏବଂ ଇ-ମେଲ୍ ଆଇଡିରେ ଲଗ୍ ଇନ୍...

କରୋନା ସତର୍କତା: କଟକଣା ସମୟରେ ଇ-ଲର୍ନିଙ୍ଗ ଯୋଗାଇ ଦେବାକୁ ରାଜ୍ୟ ଗୁଡିକୁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ଭାରତରେ ବଢୁଥିବା କରୋନାଭାଇରସ୍ (କୋଭିଡ-୧୯) ମାମଲାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ (ବିଦ୍ୟାଳୟ, କଲେଜ ଏବଂ ବିଶ୍ୱବିଦ୍ୟାଳୟ) ବନ୍ଦ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି। ଏହଯୋଗୁଁ ଛାତ୍ରଛାତ୍ରୀମାନଙ୍କୁ ପାଠପଢାରେ ଉପୁଜିବାକୁ ଥିବା ବାଧା ପାଇଁ କ୍ ଅନଲାଇନ୍...

ବୃଦ୍ଧି ପାଇଲା IGNOUର ଜୁନ ଶେଷ ପରୀକ୍ଷା ଆବେଦନର ଅବଧି

ନୂଆଦିଲ୍ଲୀ: ଦେଶବ୍ୟାପୀ କରୋନା ଜନିତ ଲକ୍‌ଡାଉନ ବୃଦ୍ଧିକୁ ଦୃଷ୍ଟିରେ ରଖି ଜୁନ ୨୦୨୦ ଶେଷ ପରୀକ୍ଷା ଆବେଦନର ଶେଷ ତାରିଖ  ଜୁନ ୧୫ ପର୍ଯ୍ୟନ୍ତ ବୃଦ୍ଧି କରି ଦିଆଯାଇଛି । ଆବେଦନରର ସମସ୍ତ ଅନୁଦେଶ ତଥା ଗାଇଡଲାଇନ ସମ୍ବନ୍ଧୀୟ ସୂଚନା ଛାତ୍ରମାନେ ଏହି  exam.ignou.ac.in ...

ଏବେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପୂର୍ବରୁ ହେବ ପ୍ରି-ଏକଜାମ; ୪ଟି ବିଷୟ ଲାଗି ୩୦୦ ମାର୍କ !

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଲାଗି ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହେବ ଏକ ଅଭିନବ ପ୍ରୟାସ । ଆସନ୍ତା ଶିକ୍ଷାବର୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ୬ମାସ ପୂର୍ବରୁ ଏକ ପ୍ରି-ଏକ୍‌ଜାମ୍ କରାଯିବ । ଯେଉଁଥିରେ ୪ଟି ବିଷୟ ଯଥା,...

ଭାଙ୍ଗିଲା ୧୯୨୬ ପ୍ରାଥମିକ ସମବାୟ ସମିତିର କମିଟି

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ଥିବା ସମୁଦାୟ ୨୯୮୬ ଟି ପ୍ରଥମିକ ସମବାୟ ସମିତିର କାର୍ଯ୍ୟକାଳ ଶେଷ ହେବ । ତନ୍ମଧ୍ୟରୁ ଆଜି ୧୯୨୬ ଟି ପ୍ରଥମିକ ସମବାୟ ସମିତିର କାର୍ଯ୍ୟକାଳ ସମାପ୍ତ ହୋଇଛି । ଯାହାଫଳରେ ସମ୍ପୃକ୍ତ ସମବାୟ ସମିତିର କମିଟି...

ସାହିତ୍ୟ