ଶିକ୍ଷା ଓ ନିଯୁକ୍ତି

Sikhya O Nijukti

କୋଭିଡ-୧୯ ଲକଡାଉନ; ଜୁନ୍ ୧୭ ଯାଏଁ ବନ୍ଦ ରହିବ ଏହି ୨ ବିଶ୍ବବିଦ୍ୟାଳୟ

ଭୁବନେଶ୍ୱର: ସୀମିତ କର୍ମଚାରୀଙ୍କୁ ନେଇ ବିଶ୍ୱବିଦ୍ୟାଳୟ ଖୋଲିବା ଲାଗି ଓଡ଼ିଶା ସରକାର ଅନୁମତି ଦେବାର ଗୋଟିଏ ଦିନ ପରେ କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟ ଏବଂ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଅଧିକାରୀମାନେ ଜୁନ୍ ୧୭ ପର୍ଯ୍ୟନ୍ତ ଅନୁଷ୍ଠାନଗୁଡ଼ିକ ବନ୍ଦ ରହିବ ବୋଲି ମଙ୍ଗଳବାର...

ଅଗଷ୍ଟରେ ସ୍ଥିତି ଦେଖି ପାଠ୍ୟକ୍ରମ କମ୍ ନିଷ୍ପତ୍ତି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ସିବିଏସଇ ୩୦ ପ୍ରତିଶତ ପାଠ୍ୟକ୍ରମ କମ୍ କରିଛି । ଆମ ରାଜ୍ୟରେ ମଧ୍ୟ ପାଠ୍ୟକ୍ରମ କେତେ ପ୍ରତିଶତ କମିବ ସେନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ । ସେ ସ୍ପଷ୍ଟ କରିଛନ୍ତି ଯେ, ଅଗଷ୍ଟ ୩୧ ଯାଏ...

ରାଜ୍ୟରେ ୧୦୧ ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ୩୦ଟି ଜିଲ୍ଲାର ୧୦୧ଟି ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରିବା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ମିଳିଥିବା ସୂଚନାନୁଯାୟୀ, ଏହି ବିଦ୍ୟାଳୟ ମାନଙ୍କରେ ପ୍ରଥମ ଶ୍ରେଣୀରୁ ଇଂଲିଶ୍ ମିଡ଼ିୟମ ସେକ୍ସନ ଖୋଲାଯିବ । ଏହି...

ଦଶମ ଶ୍ରେଣୀ ସିଲାବସ୍‌ରେ ସାମିଲ ହେଲା ଟ୍ରାଫିକ ପାଠ

ଭୁବନେଶ୍ୱର: ଏଣିକି ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢ଼ିବେ ଟ୍ରାଫିକ ପାଠ । ଏଥିପାଇଁ ଦଶମ ଶ୍ରେଣୀ ସିଲାବସରେ ସଡକ ସୁରକ୍ଷା ବିଷୟକୁ ସାମିଲ କରାଯାଇଛି । ଟ୍ରାଫିକ ନିୟମ ଉଲ୍ଲଂଘନ କଲେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ ପୁଙ୍ଖାନୁପୁଙ୍ଖ ଅବଗତ...

ଭିକାରୀଙ୍କ ପାଇଁ ଖୋଲିବ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର

ଭୁବନେଶ୍ୱର: ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ପାଇଁ ସରକାର ଚିନ୍ତା କରିଛନ୍ତି । ସେମାନଙ୍କୁ ଥଇଥାନ କରିବା ପାଇଁ ରାଜ୍ୟ ସରକାର ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ନେବାକୁ ଯାଉଛନ୍ତି । ଏଣିକି ଭିକ୍ଷା ମାଗୁଥିବା ଲୋକଙ୍କ ପାଇଁ ଖୋଲାଯିବ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ।...

‘ଇନଟର୍ଣ୍ଣଶାଳା’ ସହଯୋଗରେ ୬୦୦୦ରୁ ଅଧିକ ‘ୱର୍କ ଫ୍ରମ ହୋମ’ ଇନଟର୍ଣ୍ଣଶିପ୍ ଯୋଗାଇଦେଲା ଦିଲ୍ଲୀ ବିଶ୍ୱବିଦ୍ୟାଳୟ !

ନୂଆଦିଲ୍ଲୀ: ଇନଟର୍ଣ୍ଣଶାଳା ସହଯୋଗରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସେଣ୍ଟ୍ରାଲ ପ୍ଲେସମେଣ୍ଟ ସେଲ ଛାତ୍ରଛାତ୍ରୀ ମାନଙ୍କୁ  ୱର୍କ ଫ୍ରମ ହୋମ ଇନଟର୍ଣ୍ଣଶିପ୍ ଯୋଗାଇଦେଇଛି । ଅଧିକ ପଢନ୍ତୁ: ଜୁନ୍ ୩୦ ଯାଏଁ ବଢ଼ିଲା ଲକଡାଉନ୍ ଅବଧି, ଜାଣନ୍ତୁ କ’ଣ ସବୁ ରହିବ ଖୋଲା ଆଗ୍ରହୀ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ସାଇଟରେ ୱର୍କ...

+୩ର ଦ୍ୱିତୀୟ ଓ ଚତୁର୍ଥ ଏବଂ ପିଜିର ଦ୍ୱିତୀୟ ସେମିଷ୍ଟାର ବାତିଲ

ଭୁବନେଶ୍ୱର: ଯୁକ୍ତ ତିନିର ହେବନି ଦ୍ୱିତୀୟ ଓ ଚତୃର୍ଥ ସେମିଷ୍ଟାର । ପିଜିର ବି ଦ୍ୱିତୀୟ ସେମିଷ୍ଟାର ହେବନି । ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଆଜି ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ବିଶ୍ୱବିଦ୍ୟାଳୟରେ ବିକଳ୍ପ ବ୍ୟବସ୍ଥା ଦ୍ୱାରା ପରବର୍ତୀ ସେମିଷ୍ଟାରକୁ ଉତ୍ତୀର୍ଣ୍ଣ...

ନଭେମ୍ବର ୧୬ରେ ପ୍ରକାଶ ପାଇବ ଏକକ ପିଜି ନାମଲେଖା ମେରିଟ ଲିଷ୍ଟ

ଭୁବନେଶ୍ୱର: ଏକକ ପିଜି ନାମଲେଖା ତାରିଖରେ କେତେକ ପରିବର୍ତ୍ତନ ହୋଇଛି । ଏେଇ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନଭେମ୍ବର ୧୦ରେ ପ୍ରକାଶ ପାଇବାକୁ ଥିବା ଏକକ ପିଜି ନାମଲେଖା ମେରିଟ ଲିଷ୍ଟ ଆସନ୍ତା ୧୬ରେ ପ୍ରକାଶ...

ସିଭିଲ ସର୍ଭିସ ପରୀକ୍ଷାରୁ ହଟିବ ନାଇଁ ଦକ୍ଷତା ପରୀକ୍ଷା (CSAT): ଜିତେନ୍ଦ୍ର ସିଂ

ନୂଆଦିଲ୍ଲୀ: ସିଭିଲ ସର୍ଭିସ ପରୀକ୍ଷାରୁ ସିଭିଲ ସର୍ଭିସ ଆପଟିଟୁଡ଼ ଟେଷ୍ଟ (CSAT) କୁ ବାଦ ଦେବାର କୌଣସି ଯୋଜନା ନାହିଁ ବୋଲି କେନ୍ଦ୍ର ସରକାର ଗୁରୁବାର କହିଛନ୍ତି। CSAT ସିଭିଲ୍ ସର୍ଭିସ୍ ପ୍ରାଥମିକ ପରୀକ୍ଷାର ଏକ ଅଂଶ | CSAT ଛାଡିବାକୁ ଯୋଜନା ସମ୍ପର୍କରେ...

ଜୁଲାଇ ଶେଷ ସେମିଷ୍ଟାର ପରୀକ୍ଷା ପାଇଁ ପଞ୍ଜାବ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଏସ୍‌ଓପି’ ଘୋଷଣା

ଚଣ୍ଡିଗଡ: ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ଜୁଲାଇ ମାସରେ ହେବାକୁ ଥିବା ସେମିଷ୍ଟାର ପରୀକ୍ଷା ପାଇଁ ଏକ ଷ୍ଟାଣ୍ଡାର୍ଡ ଅପେରେଟିଭ ପ୍ରସିଡ୍ୟୁର (ଏସ୍‌ଓପି) ପ୍ରସ୍ତୁତ କରାଯାଇଥିବା ପ୍ରକାଶ କରିଛନ୍ତି ପଞ୍ଜାବ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରଣ ଅଧିକାରୀ ଡଃ ପରବିନ୍ଦର୍ ସିଂହ । ଏହି ଷ୍ଟାଣ୍ଡାର୍ଡ ଅପେରେଟିଭ...

ସାହିତ୍ୟ