ଶିକ୍ଷା ଓ ନିଯୁକ୍ତି

Sikhya O Nijukti

ଭାରତୀୟ ତଟରକ୍ଷୀ ବହିନୀର ୨୬୦ ନାବିକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ୨୬୦ ନାବିକ(ଜେନେରାଲ ଡ୍ୟୁଟି) ପଦବୀ ପାଇଁ ପ୍ରକାଶ ପାଇଛି ବିଜ୍ଞାପ୍ତି । ଇଚ୍ଛୁକ ଓ ଯୋଗ୍ୟତା ଥିବା ଆବଦେନକରୀ ଭାରତୀୟ ତଟରକ୍ଷୀ ବାହିନୀର ଅଫିସିଆଲ ୱେବ୍‌ସାଇଟକୁ ଯାଇ ଅବେଦନ କରିପାରିବେ । ଶିକ୍ଷାଗତ ଯୋଗ୍ୟତା: -ଗଣିତ ଏବଂ ଫିଜିକ୍ସରେ...

ଘରେ ରହି ଅନ୍‌ଲାଇନ୍‌ରେ ପାଠ ପଢ଼ାଇବେ ଦିବ୍ୟାଙ୍ଗ ଅଧ୍ୟାପକ

ଭୁବନେଶ୍ୱର: ମହାମାରୀ କରୋନା ପାଇଁ ପିଲାଙ୍କ ପାଠପଢ଼ା ପ୍ରଭାବିତ ହୋଇଛି । ଏଥିପାଇଁ ସରକାର ଆଉ ଏକ ନୂଆ ପଦକ୍ଷେପ ନେଇଛନ୍ତି । ଏଣିକି ଅନଲାଇନରେ ଘରେ ରହି ପାଠ ପଢାଇବେ ଦିବ୍ୟାଙ୍ଗ ଅଧ୍ୟାପକ । କଟକଣା ସମୟରେ କଲେଜ ଆସିବା ବାଧ୍ୟତାମୂଳକ...

ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କୁ ମିଳିବ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା, ବିଧାନସଭାରେ ବଡ଼ ସଂକଳ୍ପ ଆଣିଲେ ମୁଖ୍ୟମନ୍ତ୍ରୀ,...

ଭୁବନେଶ୍ବର: ମେଡିକାଲ ଓ ଇଞ୍ଜିନିୟରିଂ ନାମଲେଖାରେ ମିଳିବ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା । ଏନେଇ ବିଧାନସଭାରେ ସଂକଳ୍ପ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନାମଲେଖା ସମୟରେ ସରକାରୀ ସ୍କୁଲର ଛାତ୍ରଛାତ୍ରୀ ଏହି ସଂରକ୍ଷଣ ବ୍ୟବସ୍ଥା ପାଇପାରିବେ । ବିଧାନସଭାରେ ଆଜି ମାନ୍ୟବର...

ଅନ୍‌ଲାଇନ୍‌ରେ ପାଠ ପଢ଼ିବେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଲକଡାଉନ୍‌ରେ ଖୋଲିଲା ବିଶ୍ୱବିଦ୍ୟାଳୟ । କରୋନାକୁ ଦୃଷ୍ଟିରେ ରଖି ସମସ୍ତ ବିଶ୍ୱବିଦ୍ୟାଳୟ ଗୁଡିକୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ । କରୋନା ପାଇଁ ପ୍ରତ୍ୟେକ୍ଷ ଭାବେ ଶିକ୍ଷାଦାନ ନକରିବାକୁ ପରାମର୍ଶ ଦେବା ସହ ଆବଶ୍ୟକ ପଡିଲେ ଅନଲାଇନରେ କ୍ଲାସ ପାଇଁ ନିର୍ଦ୍ଦେଶ...

କଲେଜ ଓ ବିଶ୍ୱବିଦ୍ୟାଳୟ ପରୀକ୍ଷା ପାଇଁ SOP ଜାରି

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ବିଶ୍ୱବିଦ୍ୟାଳୟ ଓ କଲେଜରେ ହେବ ପରୀକ୍ଷା । ଏଥିପାଇଁ ଏସ୍‌ଓପି ଜାରି କରିଛି କେନ୍ଦ୍ର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏସ୍‌ଓପି ଜାରି ହୋଇଛି । କରୋନା ଲକ୍ଷଣ ଥିବା ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେ ନାହିଁ...

ସର୍ଭେ, ୬୦% ପିଲା ଚାଲିଚାଲି ଯାଉଛନ୍ତି ସ୍କୁଲ

ନୂଆଦିଲ୍ଲୀ: ଦେଶ ଆଜି ବିକାଶ ପଥରେ କିନ୍ତୁ ଶିକ୍ଷାନୁଷ୍ଠନ ଯିବା ପାଇଁ ଛାତ୍ରଛାତ୍ରରଙ୍କ ପ୍ରଥମ ପସନ୍ଦ ପାଲଟିଛି ପାଦ ଚଲାବାଟ । ସେହିପରି ଦ୍ୱିତୀୟ ପସନ୍ଦ ରହିଛି ସାଧାରଣ ପରିବହନ ସେବା । ଏହାକୁ ନେଇ ଏକ ସର୍ଭେ କରିଛି ଜାତୀୟ ପରିସଂଖ୍ୟାନ...

ଆଜି ପ୍ରକାଶ ପାଇବ ସିବିଏସ୍‌ଇ ଦଶମ ରେଜଲ୍ଟ : ସରକାରୀ ଆପ୍ସ ସାହାଯ୍ୟରେ ଜାଣିପାରିବେ ମାର୍କ

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଅର୍ଥାତ୍ ସିବିଏସଇର ଦଶମ ଶ୍ରେଣୀ ରେଜଲ୍ଟ ଆଜି ଦିନ ୧୧ଟାରେ ପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ www.cbse.nic.in ୨୦୨୦ ବ୍ୟତୀତ ସରକାରଙ୍କର ଏକ ସ୍ୱତନ୍ତ୍ର ଆପ୍ସ ଅଛି, ଯାହା ସାହାଯ୍ୟରେ ଆପଣ ଆପଣଙ୍କର ଦ୍ୱାଦଶ ଶ୍ରେଣୀର ଫଳାଫଳକୁ...

ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ: ୧୯ରୁ ଉଚ୍ଚଶିକ୍ଷାନୁଷ୍ଠାନ ବନ୍ଦ, ହଷ୍ଟେଲ ଛାଡିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡିଚାଲିଛି । ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଗୋଟିଏ ପରେ ଗୋଟିଏ କଟକଣା ଜାରି କରାଯାଉଛି ।  ସୋମବାରଠାରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଫଲାଇନ୍ କ୍ଲାସ ଓ ପରୀକ୍ଷା ସ୍ଥଗିତ ରଖିବାକୁ ଆଜି ଉଚ୍ଚଶିକ୍ଷା...

ଏପ୍ରିଲରୁ ଜୁନ ଯାଏଁ ଦେୟ ହ୍ରାସ କିମ୍ବା ବିଳମ୍ବ କରିବାକୁ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: କରୋନା ସଂକ୍ରମଣରୁ ପିଲାଙ୍କୁ ଦୁରେଇ ରଖିବା ନେଇ ଆସନ୍ତା ଜୁନ ୧୭ ଯାଏଁ ଓଡିଶାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ନେଇ ଗୁରୁବାର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ସମସ୍ତ ଘରୋଇ ସ୍କୁଲ ଶୁଳ୍କ ହ୍ରାସ...

ଲକଡାଉନ ଖୋଲିବା ପରେ ହେବ ‘ଯୁକ୍ତ ୨’ ର ଅବଶିଷ୍ଟ ପରୀକ୍ଷା: ମନ୍ତ୍ରୀ

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ମେ ୩ ରେ ଶେଷ ହେବାକୁ ଯାଉଛି । ଲକଡାଉନ ଶେଷ ହେବା ପରେ ସ୍ଥଗିତ ରହିଥିବା ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯିବ ବୋଲି ବୁଧବାର ରାଜ୍ୟ ସରକାର ସୂଚନା ଦେଇଛନ୍ତି। କେନ୍ଦ୍ର ମାନବ ସମ୍ବଳ ବିକାଶ...

ସାହିତ୍ୟ