Latest Odisha News

BREAKING NEWS

Browsing Category

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

୬୦୬ ସରକାରୀ ଅଧ୍ୟାପକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ, ଜାଣନ୍ତୁ କିଭଳି କରିବେ ଆବେଦନ

ଭୁବନେଶ୍ୱର: ରାଜ୍ୟର ସରକାରୀ ଡିଗ୍ରୀ କଲେଜ୍‌ରେ ୬୦୬ ଟି ଅଧ୍ୟାପକ ପଦବୀ ପୂରଣ ପାଇଁ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆବେଦନକାରୀ ଓପିଏସସିର ୱେବସାଇଟ୍ ଙ୍ଗଙ୍ଗଙ୍ଗ.କ୍ଟକ୍ଟ୍ରଗ୍ଦମକ୍ଟଦ୍ଭକ୍ଷସଦ୍ଭର.ଶକ୍ଟଙ୍ଖ.ସଦ୍ଭରେ ଆବେଦନ କରିପାରିବେ । ପଦବୀ ବାବଦରେ ସୂଚନା…

ଫେବ୍ରୁଆରୀ ୨୨ରେ ଆଇଆଇଏମ ବେଙ୍ଗାଳୁରୁର ଅନ୍ତର୍ଜାତୀୟ ସମ୍ମିଳନୀ

ବେଙ୍ଗାଳୁରୁ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ୍ ବେଙ୍ଗାଳୁରୁ ଫ୍ରାନ୍ସର ତୋଲଜ ବିଜନେସ ସ୍କୁଲ ସହ ମିଳିତ ସହଭାଗୀତାରେ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରୁଛି । ଫେବ୍ରୁଆରୀ ୨୨ ତାରିଖରେ ଆୟୋଜନ ହେଉଥିବା ଏହି ସମ୍ମିଳନୀରେ ବିମାନ ଚଳାଚଳର ଭବିଷ୍ୟତ ବାବଦରେ ଗୁରୁତ୍ୱପୂର୍ଣ୍ଣ…

+୨ ପରୀକ୍ଷା: ଫେବୃଆରୀ ୮ରୁ ୧୨ ମଧ୍ୟରେ ପ୍ରାକ୍ଟିକାଲ ମାର୍କ ଦାଖଲ ଲାଗି ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ସୋମବାର ଠାରୁ ଆରମ୍ଭ ହୋଇଛି ୨୦୨୦-୨୧ ଯୁକ୍ତଦୁଇ ପରୀକ୍ଷା । ରାଜ୍ୟର ୨୦୪୨ଟି କଲେଜରେ ପ୍ରାକଟିକାଲ ପରୀକ୍ଷା ହୋଇଥିବା ବେଳେ ଏହି ପ୍ରାକ୍ଟିକାଲ ପରୀକ୍ଷା ଫେବୃଆରୀ ୫ତାରିଖ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ରାଜ୍ୟର କିଛି କଲେଜରେ ପ୍ରାକ୍ଟିକାଲ…

ଜୁନିୟର୍ କଲେଜରେ ପ୍ରସ୍ତୁତ ହେବ ଅଧ୍ୟାପକଙ୍କ ତାଲିକା; ବରିଷ୍ଠତା ଯାଞ୍ଚ କରିବ ସ୍କୁଲ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ରାଜ୍ୟରେ ଥିବା ସବୁ ଜୁନିୟର କଲେଜରେ ଶିକ୍ଷାଦାନ କରୁଥିବା ଅଧ୍ୟାପକଙ୍କର ତାଲିକା ପ୍ରସ୍ତୁତ କରାଯିବ । ସେମାନଙ୍କ ମଧ୍ୟରୁ କେତେଜଣ ସରକାରୀ ଏବଂ କେତେ ଅନୁଦାନପ୍ରାପ୍ତ କଲେଜରେ ନିଯୁକ୍ତି ପାଇଛନ୍ତି ତାହା ମଧ୍ୟ ସ୍ପଷ୍ଟ କରାଯିବ । ତେବେ ଏହି ବ୍ୟବସ୍ଥାରେ କେବଳ ପଦାର୍ଥ…

ଏବେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପୂର୍ବରୁ ହେବ ପ୍ରି-ଏକଜାମ; ୪ଟି ବିଷୟ ଲାଗି ୩୦୦ ମାର୍କ !

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଲାଗି ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହେବ ଏକ ଅଭିନବ ପ୍ରୟାସ । ଆସନ୍ତା ଶିକ୍ଷାବର୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ୬ମାସ ପୂର୍ବରୁ ଏକ ପ୍ରି-ଏକ୍‌ଜାମ୍ କରାଯିବ । ଯେଉଁଥିରେ ୪ଟି ବିଷୟ ଯଥା, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ,…

ଗଣଶିକ୍ଷା ବିଭାଗର ଅଭିନବ ପ୍ରୟାସ: ଷଷ୍ଠରୁ ଦଶମ ଶ୍ରେଣୀ ପିଲାଙ୍କ ଲାଗି ହେବ କୋଶ୍ଚିନ ବ୍ୟାଙ୍କ୍‌

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଲାଗି ଆରମ୍ଭ କରାଯାଇଛି ଅଭିନବ ପ୍ରୟାସ । ରାଜ୍ୟର ଷଷ୍ଠରୁ ଦଶମ ଶ୍ରେୀ ପିଲାଙ୍କ ଲାଗି ଗଣଶିକ୍ଷା ବିଭାଗ କରିବ କୋଶ୍ଚିନ ବ୍ୟାଙ୍କ । ଏପରିକି ଓଡ଼ିଆ ଭାଷା ସମେତ ୭ଟି ଆଞ୍ଚଳିକ ଭାଷାରେ ପ୍ରସ୍ତୁତି ହେବ…

ଏଥର ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ହେଲେ ନିସ୍ତାର ନାହିଁ: ସମୀର ଦାଶ

ଭୁବନେଶ୍ୱର: ଏଥର ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ହେଲ ଆଉ ନିସ୍ତାର ନାହିଁ । ଯେଉଁଠି ଭାଇରାଲ ହେବ, ସେଠି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମ୍ପୃକ୍ତ ସେଂଟର ଦାୟିତ୍ୱରେ ଥିବା ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାସ କହିଛନ୍ତି ।…

ମେ’ ପ୍ରଥମ ସପ୍ତାହରେ ଓଜେଇଇ ପରୀକ୍ଷା; ଆଜିଠୁ ଅନଲାଇନ୍ ଆବେଦନ ଆରମ୍ଭ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପରୀକ୍ଷା ମେ’ ପ୍ରଥମ ସପ୍ତାହରେ ଅନୁଷ୍ଠିତ ବୋକୁ ଯାଉଛି । ଏକ ବିଜ୍ଞପ୍ତିରେ ଓଜେଇଇ ଚେୟାରମ୍ୟାନ୍ ସୁଦୀପ କୁମାର ଚାନ୍ଦ କହିଛନ୍ତି ଯେ ମାର୍ଚ୍ଚ ୨୦ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ…

ଓଡ଼ିଶା ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ପୋର୍ଟାଲ ଲଞ୍ଚ କଲା ‘ଓପିଏସସି’

କଟକ: ଓଡିଶା ଲୋକସେବା ଆୟୋଗ (ଓପିଏସସି) ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଓ ରେଜଲ୍ଟ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ନିମନ୍ତେ ବୁଧବାର ଦିନ ଏକ ୱେବ ପୋର୍ଟାଲ ଲଞ୍ଚ କରିଛନ୍ତି । ଓପିଏସସି ଅଧ୍ୟକ୍ଷ ଲକ୍ଷ୍ମୀ ଚରଣ ପଟ୍ଟନାୟକ କହିଛନ୍ତି ଯେ, www.opsc.gov.in ଜରିଆରେ ଆଶାୟୀ…

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଆୟୋଜିତ

କୋରାପୁଟ: ଫେବୃଆରୀ ୪ରୁ ୮ ତାରିଖ ପର୍ଯ୍ୟନ୍ତ କୋରାପୁଟ ସୁନାବେଡ଼ାସ୍ଥିତ କ୍ୟାମ୍ପସରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ତରଫରୁ ଏକ ଭାରତ ଶ୍ରେଷ୍ଠ ଭାରତ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଦେଶର ବିଭିନ୍ନ ରାଜ୍ୟର ବିବିଧ ସଂସ୍କୃତିର ଲୋକମାନଙ୍କୁ ଏକତ୍ରିତ କରିବା ଏବଂ ପାରସ୍ପରିକ…