ଶିକ୍ଷା ଓ ନିଯୁକ୍ତି

Sikhya O Nijukti

କେତେ ପ୍ରତିଶତ କମିବ ସିଲାବସ, ସପ୍ତାହ ଭିତରେ ଦୂର ହେବ ଦ୍ୱନ୍ଦ୍ୱ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: କରୋନା ମହାମାରୀ ଭିତରେ ପାଠପଢା ପ୍ରଭାବିତ ହୋଇଥିବା ବେଳେ ସମସ୍ତଙ୍କ ନଜର ରହିଛି ସରକାରଙ୍କ ସିଲାବସ୍ ହ୍ରାସ ନିଷ୍ପତ୍ତି ଉପରେ । ଏହାରି ଭିତରେ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ସିଲାବସ୍ ହ୍ରାସ ସମ୍ପର୍କରେ...

ମାର୍ଚ୍ଚ ୩ରୁ +୨ ପରୀକ୍ଷା; ସମୁଦାୟ ୩ ଲକ୍ଷ ୪୯ ହଜାର ୧୫୪ ପରୀକ୍ଷାର୍ଥୀ ଦେବେ ପରୀକ୍ଷା

ଭୁବନେଶ୍ୱର: ମାର୍ଚ୍ଚ ୩ରୁ +୨ ବିଜ୍ଞାନ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଚାଲିବ । ସେହିପରି ବାଣିଜ୍ୟ ପରୀକ୍ଷା ମାର୍ଚ୍ଚ ୪ ରୁ ୨୬ ଯାଏଁ ଚାଲିବ । +୨ କଳା ମାର୍ଚ୍ଚ ୪ରୁ ଆରମ୍ଭ ହୋଇ ୨୭ ତାରିଖ...

କୋଭିଡ-୧୯ ସଙ୍କଟ: ସ୍କୁଲ ବନ୍ଦ ଯୋଗୁଁ ୨୪ କୋଟି ଭାରତୀୟ ଛାତ୍ରଛାତ୍ରୀ ପ୍ରଭାବିତ

ନୂଆଦିଲ୍ଲୀ: ଦେଶବ୍ୟାପୀ କୋଭିଡ-୧୯ ସଙ୍କଟ ଜନିତ ସ୍କୁଲ ବନ୍ଦ ରହିବା କାରଣରୁ ପ୍ରାୟ ୨୪ କୋଟି ଭାରତୀୟ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଥିବା ଅଶୋକା ବିଶ୍ୱବିଦ୍ୟାଳୟର ସ୍କୁଲ ଏଜୁକେସନ ଏବଂ ଲିଟେରାସୀ ବିଭାଗର ସମ୍ପାଦିକା ଅନିତା କରୱାଲ, 'ଫ୍ୟୁଚର ଅଫ ସ୍କୁଲ ଅଭରକମିଂ କୋଭିଡ...

‘ଇନଟର୍ଣ୍ଣଶାଳା’ ସହଯୋଗରେ ୬୦୦୦ରୁ ଅଧିକ ‘ୱର୍କ ଫ୍ରମ ହୋମ’ ଇନଟର୍ଣ୍ଣଶିପ୍ ଯୋଗାଇଦେଲା ଦିଲ୍ଲୀ ବିଶ୍ୱବିଦ୍ୟାଳୟ !

ନୂଆଦିଲ୍ଲୀ: ଇନଟର୍ଣ୍ଣଶାଳା ସହଯୋଗରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସେଣ୍ଟ୍ରାଲ ପ୍ଲେସମେଣ୍ଟ ସେଲ ଛାତ୍ରଛାତ୍ରୀ ମାନଙ୍କୁ  ୱର୍କ ଫ୍ରମ ହୋମ ଇନଟର୍ଣ୍ଣଶିପ୍ ଯୋଗାଇଦେଇଛି । ଅଧିକ ପଢନ୍ତୁ: ଜୁନ୍ ୩୦ ଯାଏଁ ବଢ଼ିଲା ଲକଡାଉନ୍ ଅବଧି, ଜାଣନ୍ତୁ କ’ଣ ସବୁ ରହିବ ଖୋଲା ଆଗ୍ରହୀ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ସାଇଟରେ ୱର୍କ...

ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ, ସୌରଭ ଓଡିଶାରେ ଟପ୍ପର

ଭୁବନେଶ୍ୱର: ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌-୧ ପରୀକ୍ଷାଫଳ ଶନିବାର ଦିନ ପ୍ରକାଶ ପାଇଛି । ଚଳିତ ବର୍ଷ ଏହି ପରୀକ୍ଷାରେ ଓଡିଶାରେ ସୌରଭ ସୌମ୍ୟକାନ୍ତ ଟପ୍ପର ହୋଇଛନ୍ତି । ସୌରଭ ୯୯.୯୯% ମାର୍କ ରଖି ଓଡିଶାରେ ଟପ୍ପର ହୋଇଥିବା ବେଳେ...

NEET ପରୀକ୍ଷା ପାଇଁ ବିଏମ୍‌ସିର ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ହେବ ନିଟ୍ ପରୀକ୍ଷା । ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସବୁ ପରୀକ୍ଷା କେନ୍ଦ୍ରରେ ନିୟୋଜିତ ହେବେ ଡାକ୍ତରୀ ଟିମ୍ । ପରୀକ୍ଷା କେନ୍ଦ୍ର ବାହାରେ ଭିଡ଼ ନିୟନ୍ତ୍ରଣ ପାଇଁ...

କରୋନା ସଂକ୍ରମଣ ପାଇଁ ଏଫଏମ ବିଶ୍ୱବିଦ୍ୟାଳୟର ନିଯୁକ୍ତି ସାକ୍ଷାତକାର ଘୁଞ୍ଚିଲା

ଭୁବନେଶ୍ୱର: କରୋନା ଭୁତାଣୁ ସଂକ୍ରମଣର ସମ୍ଭାବ୍ୟ ବିପଦ ଦୃଷ୍ଟିରୁ ବାଲେଶ୍ୱର ସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ପ୍ରଫେସର, ସହାୟକ ପ୍ରଫେସର ଏବଂ ସହକାରୀ  ପ୍ରଫେସର ପଦବୀ ପାଇଁ ହେବାକୁ ଥିବା ସାକ୍ଷାତକାର ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଛି । ଏ ସମ୍ପର୍କରେ...

ସରିଲା ୩ୟ ରାଉଣ୍ଡ ଓଜେଇଇ ପରୀକ୍ଷା, ଜାଣନ୍ତୁ, କେଉଁଠି କେତେ ସିଟ୍ ଖାଲି

ଭୁବନେଶ୍ୱର: ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ମେଡିକାଲ କାଉନସେଲିଂର ତୃତୀୟ ରାଉଣ୍ଡ ସରିଥିବା ବେଳେ ଏମବିବିଏସ୍ ଏବଂ ବିଡିଏସ୍ ପାଠ୍ୟକ୍ରମରେ ୨୨ ଟି ସିଟ୍ ଖାଲି ରହିଛି। ଏବିପି ଏଜୁକେସନ୍ ରିପୋର୍ଟ ଅନୁଯାୟୀ ରାଜ୍ୟ ସରକାରୀ କଲେଜଗୁଡ଼ିକରେ ଏମବିବିଏସ୍ ଏବଂ ବିଡିଏସ୍ ପାଇଁ...

କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଉଦ୍‌ବୋଧନ ଦେବେ ସୁପର୍ ୩୦ ର ଶିକ୍ଷକ ଆନନ୍ଦ କୁମାର

ପାଟନା: କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ବର୍କେଲେ ଠାରେ ଆୟୋଜିତ ହେବାକୁ ଥିବା ଏକ ବୈଠକରେ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେବେ ପ୍ରଖ୍ୟାତ ଗଣିତଜ୍ଞ ତଥା ସୁପର୍ ୩୦ର ପ୍ରତିଷ୍ଠାତା ଆନନ୍ଦ କୁମାର । କରୋନା ମହାମାରୀ ସମୟରେ ଆମେରିକାରେ ରହୁଥିବା ପ୍ରାୟ ୮୦୦୦୦ ଛାତ୍ରଛାତ୍ରୀ ମାନଙ୍କ ନୈତିକ...

୩୨ଜଣ ‘ଓଇଏସ୍’ ଅଧିକାରୀଙ୍କୁ ମିଳିଲା ପଦୋନ୍ନତି

ଭୁବନେଶ୍ୱର: ରାଜ୍ୟରେ ୩୨ଜଣ ଓଇଏସ୍‌ (ସ୍କୁଲ ବ୍ରାଞ୍ଚ) ର ଅଧିକାରୀଙ୍କୁ ମିଳିଛି ପଦୋନ୍ନତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଡିଇଓ ବୃନ୍ଦାବନ ଶତପଥୀଙ୍କୁ ଯୁଗ୍ମ ନିର୍ଦ୍ଦେଶକ ଡିଏସ୍‌ଇ ଭାବେ ନିଯୁକ୍ତ କରାଯାଇଥିବା ବେଳେ ରାମ୍ସାର ଉପ ନିର୍ଦ୍ଦେଶକ ଡ.ରାଧା ମୋହନ ପଣ୍ଡାଙ୍କୁ ଓସେପାର...

ସାହିତ୍ୟ