Latest Odisha News
Browsing Category

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

ଶିକ୍ଷା କାର୍ଯ୍ୟାଳୟରେ ଥିବା ସମସ୍ତ କିରାଣୀଙ୍କ ହେବ ବଦଳି; ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ତଥା ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧିନରେ ଥିବା ସମସ୍ତ କିରାଣୀମାନଙ୍କ ଅନ୍ୟସ୍ଥ୍‌ାନକୁ ବଦଳି କରାଯିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏସମ୍ପର୍କରେ ସୂଚନାଦେଇ ମଙ୍ଗଳବାର ଦିନ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର…

ସିଏ ଫାଉଣ୍ଡେସନ୍ ପରୀକ୍ଷାରେ ଓଡିଆ ଝିଅ ଟପ୍ପର

ଭୁବନେଶ୍ୱର: ସର୍ବଭାରତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଫାଉଣ୍ଡେସନ୍ ପରୀକ୍ଷାରେ ୯୧.୨୫ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଛନ୍ତି କଳାହାଣ୍ଡିର ଝିଅ ସାଇନା ଅଗ୍ରୱାଲ୍ । ଇନଷ୍ଟିଚ୍ୟୁଟ୍ ଅଫ୍ ଚାଟାର୍ଡ ଆକାଉଣ୍ଟସ୍ ଅଫ୍ ଇଣ୍ଡିଆ (ଆଇସିଏଆଇ) ଦ୍ୱାରା ସୋମବାର ଦିନ ପରୀକ୍ଷା ଫଳାଫଳ ଘୋଷିତ…

ସୋଆ ସାହିତ୍ୟ ଉତ୍ସବ: କବିତାକୁ ବ୍ୟାପକ କରିବାକୁ ଡଃ ରମାକାନ୍ତ ରଥଙ୍କ ମତ

ଭୁବନେଶ୍ୱର: କବିତାକୁ ସାଧାରଣ ପାଠକଙ୍କ ମଧ୍ୟରେ ବ୍ୟାପକ କରିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ କରିଛନ୍ତି ବିଶିଷ୍ଟ କବି ଡଃ ରମାକାନ୍ତ ରଥ । ଦୁଇ ଦିନିଆ ପ୍ରଥମ ସୋଆ ସାହିତ୍ୟ ଉତ୍ସବରେ ପ୍ରାୟ ୧୦୦ ଜଣ ଲେଖକ, କବି, ଭାଷାକାର ଓ ସମାଲୋଚକ ଯୋଗ ଦେଇଥିବା ବେଳେ ରବିବାର ଏହାର ଉଦ୍‌ଯାପନୀ…

ଆସନ୍ତା ୧୯ରୁ ମାଟ୍ରିକ ପରୀକ୍ଷା: ସିସିଟିଭି ନଜରରେ ରହିବ ସମ୍ବେଦନଶୀଳ କେନ୍ଦ୍ର

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୧୯ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଚଳିତ ବର୍ଷ ୫ଲକ୍ଷ ୬୦ ହଜାର ୮୯୧ ପାରୀକ୍ଷାର୍ଥୀ ପାରୀକ୍ଷା ଦେବେ । ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଫେବୃଆରୀ ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ଏଥିପାଇଁ ୩୦୭…

ମ୍ୟାଟ୍ରିକ ପରୀକ୍ଷା ପାଇଁ କିପରି କରିବେ ‘ଆଡ଼ମିଟ କାର୍ଡ’ ଡାଉନଲୋଡ, ଜାଣନ୍ତୁ…

କଟକ: ଆସନ୍ତା ଫେବୃଆରୀ ୬ ତାରିଖରୁ ମାଟ୍ରିକ ପରୀକ୍ଷା ପାଇଁ ଆଡ଼ମିଟ କାର୍ଡ ମିଳିବ । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆସନ୍ତା ଫେବୃଆରୀ ୧୯ ତାରିଖରୁ ରାଜ୍ୟର ୨୮୮୮ କେନ୍ଦ୍ରରେ ଏହି ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ସୋମବାର ଡିନ ବୋର୍ଡ଼ ଅଧିକାରୀ ପ୍ରଦାନ କରିଥିବା…

NIT ଅଗରତାଲାରେ ୫୮ଟି ଆସିଷ୍ଟାଂଟ ପ୍ରଫେସର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

ନୂଆଦିଲ୍ଳୀ: ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲଜି (ଏନ୍‌ଆଇଟି) ଅଗରତାଲାରେ ଖାଲି ପଡିଥିବା ୫୮ଟି ଆସିଷ୍ଟାଂଟ ପ୍ରଫେସର (ଗ୍ରୋଡ୍‌-୧ ଏବଂ ଗ୍ରୋଡ-୨) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ଆବେଦନକାରୀ ଅଫିସିଆଲ ୱେବ୍‌ସାଇଟ୍ www.nita.ac.in ରେ ଆବେଦନ କରିପାରିବେ ।…

ଚାକିରୀରୁ ହଟିପାରନ୍ତି ସ୍କୁଲ ଶିକ୍ଷକ; ମାସକୁ ୨ଥର ହେବ ପ୍ରତିସ୍କୁଲର ଅନଲାଇନ୍ ମନିଟରିଂ !

ଭୁବନେଶ୍ୱର: ଏବେ ଆକ୍ସନମୁଡରେ ରହିଛି ସ୍କୁଲ ଓ ଗଣାିକ୍ଷା ବିଭାଗ । କୌଣସି ଅବ୍ୟବସ୍ଥାକୁ ଆଉ ପରଦାସ୍ତ କରାଯିବ ନାହିଁ ବୋଲି ବିଭାଗୀୟ ମନ୍ତ୍ରୀ ଚରମବାଣୀ ଶୁଣାଇଛନ୍ତି । ଫଳସ୍ୱରୂପ ସରକାରଙ୍କୁ ଠକିବାକୁ ଚେଷ୍ଟା କଲେ ସମ୍ପୃକ୍ତ ଶିକ୍ଷକଙ୍କୁ ସିଧାସଳଖ ଚାକିରିରୁ ହଟାଇ ଦିଆଯିବ ବୋଲି…

ପରୀକ୍ଷାରେ ସ୍ୱଚ୍ଛତା: ମ୍ୟାଟ୍ରିିକ, ଯୁକ୍ତଦୁଇ ଆଡ଼ମିଟ କାର୍ଡ଼ରେ ଆଧାରକାର୍ଡ଼ ହେବ ସଂଯୋଗ !

ଭୁବନେଶ୍ୱର: କପି ରୋକିବା ସହ ପରୀକ୍ଷାରେ ଜାଲ ପରୀକ୍ଷାର୍ଥୀଙ୍କୁ ଧରିବା ଲାଗି ଏଣିକି ଉଭୟ ମାଟ୍ରିକ ଏବଂ ଯୁକ୍ତଦୁଇ ପରୀକ୍ଷା ଆଡମିଟ୍‌କାର୍ଡରେ ଆଧାରକାର୍ଡ ସଂଯୋଗ କରାଯିବ । ଆଡମିଟ୍‌କାଡରେ ରୋଲ ନମ୍ବର ଓ ପରୀକ୍ଷାର୍ଥୀଙ୍କ ଫଟୋ ସହ ପରୀକ୍ଷାର୍ଥୀଙ୍କ ଆଧାର ନମ୍ବର ବାଧ୍ୟତାମୂଳକ କରାଯିବ ।…

ସୋଆ ସାହିତ୍ୟ ଉତ୍ସବ ଉଦ୍‌ଘାଟିତ: ସାହିତ୍ୟର ପରିସରକୁ ଉନ୍ମୁକ୍ତ କରିବା ନିମନ୍ତେ ଡଃ ୟଶଶ୍‌ଚନ୍ଦ୍ରଙ୍କ ଗୁରୁତ୍ୱ

ଭୁବନେଶ୍ୱର: ଭାରତୀୟ ଭାଷା ଓ ସାହିତ୍ୟରେ ଟିକିନିକି ପ୍ରଶ୍ନ କରିବା ଏବଂ ଆଲୋଚନାର ପରିସରକୁ ଅଧିକ ଉନ୍ମୁକ୍ତ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଥମ ସୋଆ ସାହିତ୍ୟ ଉତ୍ସବରେ ମତ ଦେଇଛନ୍ତି ବିଶିଷ୍ଟ ଗୁଜୁରାଟି କବି ଡଃ ସିତାଂଶୁ ୟଶଶ୍‌ଚନ୍ଦ୍ର । ଆମ ଚତୁର୍ଦ୍ଦିଗର ଘଟଣା ପ୍ରବାହକୁ ଲକ୍ଷ୍ୟ…

ଭାଙ୍ଗିଲା ୧୯୨୬ ପ୍ରାଥମିକ ସମବାୟ ସମିତିର କମିଟି

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ଥିବା ସମୁଦାୟ ୨୯୮୬ ଟି ପ୍ରଥମିକ ସମବାୟ ସମିତିର କାର୍ଯ୍ୟକାଳ ଶେଷ ହେବ । ତନ୍ମଧ୍ୟରୁ ଆଜି ୧୯୨୬ ଟି ପ୍ରଥମିକ ସମବାୟ ସମିତିର କାର୍ଯ୍ୟକାଳ ସମାପ୍ତ ହୋଇଛି । ଯାହାଫଳରେ ସମ୍ପୃକ୍ତ ସମବାୟ ସମିତିର କମିଟି ଗୁଡିକୁ ରାଜ୍ୟ ସରକାର ଭାଙ୍ଗି…