ଶିକ୍ଷା ଓ ନିଯୁକ୍ତି

Sikhya O Nijukti

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ

ଭୁବନେଶ୍ବର: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ । ମେ ୩ରୁ ମେ ୧୫ ଯାଏଁ ଚାଲିବ ପରୀକ୍ଷା । ମେ’ ୩ ତରିଖରେ ମାତୃଭାଷା ଓଡିଆ, ୫ ରେ ଇଂରଜ, ୭ରେ ତୃତୀୟ ଭାଷା ହିନ୍ଦୀ ଏବଂ ୮ ରେ ସସ୍କୃତ...
Dr. Atanu Pati And Dr. Susmit Prasad Pani Appoints As Executive Member Of OSHEC

କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ୨ ଜଣଙ୍କୁ ନିଯୁକ୍ତି ଦେଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦରେ ଉଚ୍ଚଶିକ୍ଷା ବିଭାଗ ୨ ଜଣଙ୍କୁ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ନିଯୁକ୍ତି ପ୍ରଦାନ କରିଛି । ଏମାନେ ନିଯୁକ୍ତି ତାରିଖ ଠାରୁ ୬ ବର୍ଷ ଯାଏ ଅଥବା ୭୦ ବର୍ଷ ବୟସ ହେବା ଯାଏ କାର୍ଯ୍ୟ କରିବେ...

ରାଜ୍ୟ ସରକାର ୧୩ଟି କଲେଜକୁ ଦେଲେ କାରଣ ଦର୍ଶାଅ ନୋଟିସ୍ !

ଭୁବନେଶ୍ୱର: ରାଜ୍ୟରେ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ପରୀକ୍ଷା ରେଜଲ୍ଟ ଏବଂ କଲେଜଗୁଡିକରେ ପିଲାଙ୍କ ଉପସ୍ଥାନକୁ ଗୁରୁତ୍ୱ ଦେଉଛି ଉଚ୍ଚଶିକ୍ଷା ବିଭାଗ । ତେବେ ରାଜ୍ୟରେ କେଉଁ ସବୁ କଲେଜରେ କେତେ ପିଲା ନାମ ଲେଖାଇଛନ୍ତି ତାହାର ଅନୁଧ୍ୟାନ ରିପୋର୍ଟ ଯାଞ୍ଚ...

ପ୍ରକାଶ ପାଇଲା ୟୁପିଏସସି ରେଜଲ୍ଟ; ଟପ୍ ୧୦ରେ ସ୍ଥାନ ପାଇଲେ ଓଡିଶାର ଦୁଇ ଜଣ

ଭୁବନେଶ୍ୱର: ୟୁପିଏସସି ସିଭିଲ୍ ସର୍ଭିସ ପରୀକ୍ଷା ୨୦୧୯ର ଫଳାଫଳ ମଙ୍ଗଳବାର ଦିନ ପ୍ରକାଶ ପାଇଛି । ଏହାର ଟପ୍ ୧୦ ତାଲିକାରେ ଓଡିଶାରୁ ଦୁଇ ଜଣ ସ୍ଥାନ ପାଇଛନ୍ତି । ସୂଚନାନୁଯାୟୀ, ଅଭିଷେକ ସରାଫ ଓ ସଞ୍ଜିତା ମହାପାତ୍ର ଯଥାକ୍ରମେ ୮ ଓ ୧୦...

NEET ପରୀକ୍ଷା ପାଇଁ ବିଏମ୍‌ସିର ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ହେବ ନିଟ୍ ପରୀକ୍ଷା । ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସବୁ ପରୀକ୍ଷା କେନ୍ଦ୍ରରେ ନିୟୋଜିତ ହେବେ ଡାକ୍ତରୀ ଟିମ୍ । ପରୀକ୍ଷା କେନ୍ଦ୍ର ବାହାରେ ଭିଡ଼ ନିୟନ୍ତ୍ରଣ ପାଇଁ...

ପୋକ୍ସୋ କୋର୍ଟରେ ନିଯୁକ୍ତି ଲାଗି ଆରମ୍ଭ ହେଲା ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟରେ ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ୨୪ ଟି ପୋକ୍ସୋ କୋର୍ଟ ଲାଗି ସରକାରଙ୍କ ପକ୍ଷରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ପୋକ୍ସୋ କୋର୍ଟରେ ଜଣେ ବିଚାର ବିଭାଗୀୟ ଅଧିକାରୀଙ୍କ ସମେତ ମୋଟ୍ ୮ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ।...

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ପରିଦର୍ଶନ କଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଟିମ୍

ଭୁବନେଶ୍ୱର: ରାଜଧାନୀସ୍ଥିତ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ପରିଦର୍ଶନ କରିଛନ୍ତି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଏକ ପ୍ରତିନିଧୀ ଦଳ । ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଲାଗି କେବଳ ପାଠ୍ୟକ୍ରମରେ ଅନ୍ତଭୃକ୍ତ କରିଦେଲେ ହେବନାହିଁ ବରଂ ଜଣେ ଶିଶୁର ସମସ୍ତ କ୍ଷେତ୍ରରେ ବିକାଶ ହିଁ...

ପିଲା କହି ପାରିଲେନି ନିଜ ଜିଲ୍ଲାର ନାଁ, ଶିକ୍ଷକଙ୍କ ଦରମା ବନ୍ଦ ନିର୍ଦ୍ଦେଶ

କଳାହାଣ୍ଡି: ଅଚାନକ କଳାହାଣ୍ଡିର ବିଭିନ୍ନ ସ୍କୁଲ ଗସ୍ତ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶ । ସେ ସ୍କୁଲରେ ପହଂଚି ପିଲାଙ୍କ ସହ ପାଠ ପଢ଼ା ବିଷୟରେ ଆଲୋଚନା କରିଛନ୍ତି । ଏହି ସମୟରେ ସେ କ୍ଲାସରେ ପିଲାଙ୍କୁ...

ମେ’ ପ୍ରଥମ ସପ୍ତାହରେ ଓଜେଇଇ ପରୀକ୍ଷା; ଆଜିଠୁ ଅନଲାଇନ୍ ଆବେଦନ ଆରମ୍ଭ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପରୀକ୍ଷା ମେ’ ପ୍ରଥମ ସପ୍ତାହରେ ଅନୁଷ୍ଠିତ ବୋକୁ ଯାଉଛି । ଏକ ବିଜ୍ଞପ୍ତିରେ ଓଜେଇଇ ଚେୟାରମ୍ୟାନ୍ ସୁଦୀପ କୁମାର ଚାନ୍ଦ କହିଛନ୍ତି ଯେ ମାର୍ଚ୍ଚ ୨୦ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ...

ପିଜି ବଳକା ସିଟରେ ଆଡମିଶନ ପାଇଁ ଆସିଲା ଗାଇଡଲାଇନ୍

ଭୁବନେଶ୍ୱର: ପୋଷ୍ଟ ଗ୍ରାଜୁଏଟ୍ (ପିଜି)ଲାଗି ସ୍ପଟ୍-୨ ଆଡମିଶନ ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଗୁରୁବାର ଦିନ ସମୟସୀମା ଏବଂ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁଯାୟୀ, ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଆଡମିଶନ ପାଇଁ ମେରିଟ୍ ଲିଷ୍ଟ୍ ଆସନ୍ତା ଫେବୃଆରୀ ୬ ତାରିଖରେ ପ୍ରକାଶ...

ସାହିତ୍ୟ