Latest Odisha News
Browsing Category

Uncategorized

ବାପା ହେବାକୁ ଯାଉଛନ୍ତି ସାଉଥ୍‌ ସୁପରଷ୍ଟାର ରାମ ଚରଣ, ବେବୀ ବମ୍ପ ଫଟୋ ଶେୟାର କଲେ ଉପାସନା

ହାଇଦ୍ରାବାଦ: ବିବାହର ଦଶ ବର୍ଷ ପରେ ବାପା ହେବାକୁ ଯାଉଛନ୍ତି ସାଉଥ୍‌ ସୁପରଷ୍ଟାର ରାମ ଚରଣ। ସ୍ତ୍ରୀ ଉପାସନା କାମିନେନୀ ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ବେଶ ଉତ୍ସାହିତ ଅଛନ୍ତି। ପରିବାରରେ ଖେଳିଯାଇଛି ଆନନ୍ଦର ଲହରୀ । ମକର ସଂକ୍ରାନ୍ତି ଅବସରରେ ଉପାସନା ପ୍ରଥମ ଥର ଲାଗି ନିଜର ବେବି…

ଅଯୋଧ୍ୟାରେ ଶୋଭା ପାଇପାରେ ସ୍ଥପତି ସୁଦର୍ଶନ ସାହୁଙ୍କ ହାତ ତିଆରି ମୂର୍ତ୍ତି

ଭୁବନେଶ୍ୱର: ବହୁଚର୍ଚ୍ଚିତ ଓ ପ୍ରତୀକ୍ଷିତ ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରରେ ଶୋଭା ପାଇପାରେ ଓଡ଼ିଆ ସ୍ଥପତି ସୁଦର୍ଶନ ସାହୁଙ୍କ ହାତ ତିଆରି ମୂର୍ତ୍ତି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କଠାରୁ ନିମନ୍ତ୍ରଣ ପାଇ ଶିଳ୍ପୀ ସୁଦର୍ଶନ ରାମ ମନ୍ଦିର ନିର୍ମାଣସ୍ଥଳ ପରିଦର୍ଶନ କରିଥିଲେ।

ଫୁଲ ବ୍ୟବସାୟୀଙ୍କ ଘରୁ ୧୦୦ କୋଟି ଟଙ୍କାର ପୁରାତନ ସାମଗ୍ରୀ ଜବତ

ନୂଆଦିଲ୍ଲୀ: ବ୍ୟବସାୟୀଙ୍କ ଘରୁ ଜବତ ହେଲା ୧୦୦ କୋଟିରୁ ଅଧିକ ମୂଲ୍ୟର ପ୍ରାଚୀନ ସାମଗ୍ରୀ। ପଶ୍ଚିମବଙ୍ଗର ୨୪ ପରଗଣା ଜିଲ୍ଲାର ଦେଗାଙ୍ଗରେ ଏଏସଆଇ ଟିମ୍ ଚଢଉ କରି ଜଣେ ବ୍ୟବସାୟୀଙ୍କ ଘର କୋଟି କୋଟି ଟଙ୍କା ମୂଲ୍ୟର ପୁରାତନ ମୂଲ୍ୟବାନ ସାମଗ୍ରୀ ଜବତ କରିଛି। ବ୍ୟବସାୟୀଙ୍କ ନାଁ ଅସଦୁଜ୍ଜମା…

ଆରମ୍ଭ ହେଲା ଡଟ୍ ଫେଷ୍ଟ-୨୦୨୩; ଗପରେ ଗପରେ ଜମିଗଲା ସନ୍ଧ୍ୟା

ଭୁବନେଶ୍ୱର: ଶେଷ ହୋଇଛି ଅପେକ୍ଷା । ଐତିହ୍ୟ,ପରମ୍ପରା ସହ ସାହିତ୍ୟକୁ ଭଲ ପାଉଥିବା ଲୋକଙ୍କର ଭରପୂର ଉତ୍ସାହ ଓ ଆଗ୍ରହ ଭିତରେ ଶନିବାରଠାରୁ ଆରମ୍ଭ ହୋଇଛି ଡ଼ଟ୍ ଫେଷ୍ଟ ୨୦୨୩ । ଗୋଟିଏ ପଟେ ସାରା ରାଜ୍ୟରେ ପୁରୁଷ ହକି ବିଶ୍ୱକପ୍‌ର ଫିଭର ଛାଇ ହୋଇଯାଇଥିବା ବେଳେ ସେ ଭିତରେ ବି ଡ଼ଟ୍ ଫେଷ୍ଟର

ଓଡ଼ିଆ ହକି ଖେଳାଳିଙ୍କ ପାଇଁ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ହକି ମହାକୁମ୍ଭ । ମ୍ୟାଚ ଆରମ୍ଭ ହେବା ଅବ୍ୟବହିତ ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ବଡ ଘୋଷଣା । ଭାରତୀୟ ପୁରୁଷ ହକି ଟିମରେ ସାମିଲ ହୋଇଥିବା ଦୁଇ ଓଡ଼ିଆ ହକି ଖେଳଳିଙ ଅମିତ ରୋହିଦାସ ଏବଂ ନୀଲମ ସଂଜୀପ୍ ଖେସଙ୍କୁ ୧୦ ଲକ୍ଷ…

ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମିଳିଲା ନିଖୋଜ ରାଜଶ୍ରୀଙ୍କ ମୃତଦେହ

କଟକ: ନିଖୋଜ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତଦହେ ଉଦ୍ଧାର । ଗୁରୁଡି ଝାଟିଆ ଜଙ୍ଗଲ ଭିତରୁ ରାଜଶ୍ରୀଙ୍କ ମୃତ ଦେହକୁ ଝୁଲନ୍ତ ଅବସ୍ଥା ଉଦ୍ଧାର କରିଛି ପୋଲିସ । ମୃତଦେହ ରାଜଶ୍ରୀଙ୍କର ବୋଲି ଚିହ୍ନଟ କରିଛି ମଙ୍ଗଳାବାଗ ପୋଲିସ ।ପୂର୍ବରୁ ଏହି ଜଙ୍ଗଲ ରାସ୍ତାରୁ ରାଜଶ୍ରୀଙ୍କ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୩)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଏମ.ଡ଼ି.ଙ୍କ ସହିତ ସାଧାରଣ ଔପଚାରିକତାର ଆଳାପ ଭିତରେ ସମସ୍ତେ ଖାଇବାରେ ବ୍ୟସ୍ତଥିଲେ । ମୀନାକ୍ଷି ବି ସମସ୍ତଙ୍କ ମଧ୍ୟରେ ନିଜକୁ ହଜାଇ ଦେଇଥିଲା । ହାଇସ୍କୁଲରେ ଦୁଇବର୍ଷ ଏକାଠି ପଢ଼ିଥିବା ମୁକ୍ତିକାମୀ ସଙ୍ଗିନୀ…

କବିତା : ଏ ବୟସ

ସୁକାନ୍ତ ସମର୍ଥା ଏ ବୟସ ରହିଯାରେ ଟିକେ ପିଲାଦିନ ବଗିଚାରେ ପାଇବୁନି ଗୋଟେ ଘୃଣାର କଣ୍ଟା ତୁ ନିରୀହ ଗୋଲାପଠାରେ । ଏ ବୟସ ଥକିଯାରେ ଟିକେ ମାଆ ପଣତ ଛାଇରେ ପାଇବୁନି ଟୋପେ ଲୁହର ଉଷ୍ମତା ମମତାର ଶୀତଳତାରେ । ଏ ବୟସ ଭିଜିଯାରେ ଟିକେ ଅବୁଝା ପିଲା କାନ୍ଦରେ ପାଇବୁନି…

ରେଡଫୋର୍ଟ ନୂଆ ଲାଇଟ ଆଣ୍ଡ ସାଉଣ୍ଡ ସୋ’ରୁ ବାଦ ପଡିଲେ ନେହରୁ ଓ ଗାନ୍ଧୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଡଫୋର୍ଟରେ ଉଦଘାଟିତ ନୂଆ ସାଉଣ୍ଡ ସୋରୁ ବାଦ ପଡିଛନ୍ତି ନେହେରୁ ଓ ଗାନ୍ଧୀ  । ରେଡଫୋର୍ଟରେ ଉଦଘାଟିତ ହୋଇଯାଇଛି  ଜୟ ହିନ୍ଦ ନାମକ ନୂତନ ଆଲୋକ ଏବଂ ସାଉଣ୍ଡ ସୋ’ । ହେଲେ ଏହି ସୋରୁ ବାଦ ପଡିଛି, ଜବାହରଲାଲ ନେହେରୁ ଏବଂ ମହାତ୍ମା ଗାନ୍ଧୀ ।  ଅନ୍ୟପକ୍ଷେ…