ଜିଏସଟିରେ ସଂସ୍କରଣ : ସ୍ଲାବ ତିନିରୁ ଦୁଇକୁ ହ୍ରାସ, ଜାଣନ୍ତୁ କେଉଁ ଜିିନିଷ ଉପରେ କେତେ ଲାଗିବ ଜିଏସଟି

ନୂଆଦିଲ୍ଲୀ: ଜିଏସଟି ପରିଷଦର ୫୬ତମ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଜିଏସଟି ସ୍ଲାବକୁ ତିନିରୁ ହ୍ରାସ କରି ଦୁଇଟି କରାଯାଇଛି। ଏବେ କେବଳ ୫% ଏବଂ ୧୮% ସ୍ଲାବ ରହିବ। ୨୮% ସ୍ଲାବକୁ ପୂରାପୂରି ହଟାଇ ଦିଆଯାଇଛି। ଏହା ସହିତ ବିଲାସପୂର୍ଣ୍ଣ ଓ କ୍ଷତିକାରକ ଜିନିଷ ପାଇଁ ଏକ ସ୍ୱତନ୍ତ୍ର ୪୦% ସ୍ଲାବ ରଖାଯାଇଛି। ଏହି ନୂଆ ହାର ୨୨ ସେପ୍ଟେମ୍ବର ୨୦୨୫ରୁ ଲାଗୁ … Continue reading ଜିଏସଟିରେ ସଂସ୍କରଣ : ସ୍ଲାବ ତିନିରୁ ଦୁଇକୁ ହ୍ରାସ, ଜାଣନ୍ତୁ କେଉଁ ଜିିନିଷ ଉପରେ କେତେ ଲାଗିବ ଜିଏସଟି