ଭୋଟରଙ୍କ ଘରର ଠିକଣା ଜିରୋର ମାନେ କହି ନିର୍ବାଚନ କମିଶନଙ୍କ କଡ଼ା ଜବାବ: ରାହୁଲଙ୍କୁ ପ୍ରମାଣ ଦେବାକୁ ଅପିଲ୍

ନୂଆଦିଲ୍ଲୀ: ନିର୍ବାଚନ କମିଶନ ଅଫ ଇଣ୍ଡିଆ (ଇସିଆଇ) ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭୋଟ ଚୋରି’ ଅଭିଯୋଗକୁ ଖାରଜ କରିଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି, ଭାରତର ନିର୍ବାଚନ ପ୍ରକ୍ରିୟା ସ୍ୱଚ୍ଛ ଓ ନିରପେକ୍ଷ। ରାହୁଲଙ୍କୁ ୭ ଦିନ ଭିତରେ ପ୍ରମାଣ ଦେବାକୁ ନଚେତ୍ ଦେଶବାସୀଙ୍କୁ କ୍ଷମା ମାଗିବାକୁ ଅପିଲ୍ କରିଛନ୍ତି। ଅଗଷ୍ଟ ୭ରେ ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କମିଶନ ଓ ବିଜେପି ମିଳିତ ଭାବେ ଭୋଟର ତାଲିକାରେ … Continue reading ଭୋଟରଙ୍କ ଘରର ଠିକଣା ଜିରୋର ମାନେ କହି ନିର୍ବାଚନ କମିଶନଙ୍କ କଡ଼ା ଜବାବ: ରାହୁଲଙ୍କୁ ପ୍ରମାଣ ଦେବାକୁ ଅପିଲ୍