ଭିଜିଲାନ୍ସ ସ୍କାନରରେ ଦୁଇ ସରକାରୀ କର୍ମଚାରୀ, ଚାଲିଛି ରେଡ୍
ଭୁବନେଶ୍ୱର: ରାଜ୍ୟର ଦୁଇ ସରକାରୀ କର୍ମଚାରୀ ଏବେ ଭିଜିଲାନ୍ସ ସ୍କାନରରେ। ଦୁର୍ନୀତି ତଥା ଆୟରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ତଦନ୍ତ ଆରମ୍ଭ କରିଛି। କଟକ ସଦର ବ୍ଲକରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ବିକାଶ ଚନ୍ଦ୍ର ଭୂୟାଁ ଏବଂ ଭବାନୀପାଟଣା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ବ୍ୟାଙ୍କ ଆସିଷ୍ଟାଣ୍ଟ ପ୍ରଦୀପ କୁମାର ଚନ୍ଦ୍ରକର ଏବେ ଭିଜିଲାନ୍ସ ସ୍କାନରରେ ଅଛନ୍ତି। ସୋମବାର ଭିଜିଲାନ୍ସ ଅଧିକାରୀ ବିକାଶ ଭୂୟାଁଙ୍କ ସହ ଜଡିତ ଅନେକ ସମ୍ପତ୍ତିରେ ଏକକାଳୀନ ସର୍ଚ୍ଚ ଅପରେସନ … Continue reading ଭିଜିଲାନ୍ସ ସ୍କାନରରେ ଦୁଇ ସରକାରୀ କର୍ମଚାରୀ, ଚାଲିଛି ରେଡ୍
Copy and paste this URL into your WordPress site to embed
Copy and paste this code into your site to embed