ବିଶ୍ବ ମଞ୍ଚରେ ଚୀନକୁ ଭାରତର ଟାର୍ଗେଟ, ଯୁଦ୍ଧ ଶେଷ କରିବାକୁ କଲା ଆହ୍ୱାନ

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ୟୁକ୍ରେନ ସଙ୍କଟକୁ ନେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଚର ଏସ ଜୟଶଙ୍କର ଉଦବେଗ ପ୍ରକାଶ କରିଛନ୍ତି। ଋଷ-ୟୁକ୍ରେନ ଯୁଦ୍ଧକୁ ତୁରନ୍ତ ଶେଷ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଜୟଶଙ୍କର କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧ ସମଗ୍ର ଅନ୍ତର୍ଜାତୀୟ ସମୁଦାୟ ପାଇଁ ଚିନ୍ତାର ବିଷୟ। ସେ କହିଛନ୍ତି ଯେ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ଏହି ଯୁଦ୍ଧକୁ ବନ୍ଦ କରିବାକୁ ଭାରତ ସର୍ବଦା ନିବେଦନ କରିଛି। ଋଷ ଏବଂ … Continue reading ବିଶ୍ବ ମଞ୍ଚରେ ଚୀନକୁ ଭାରତର ଟାର୍ଗେଟ, ଯୁଦ୍ଧ ଶେଷ କରିବାକୁ କଲା ଆହ୍ୱାନ