କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪% ବଢ଼ିଲା

ନୂଆଦିଲ୍ଲୀ: ସାରା ଦେଶରେ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଏହି ସମୟରେ କେନ୍ଦ୍ର ସରକାର କର୍ମଚାରୀ ଏବଂ ପେନସନ ଉପଭୋକ୍ତାଙ୍କୁ ଉପହାର ଦେଇଛନ୍ତି। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪% ବଢ଼ାଇଥିବା ସୂଚନା ରହିଛି। ସେପ୍ଟେମ୍ବର ୩୦ରୁ କେନ୍ଦ୍ରୀୟ କର୍ମଚାରୀଙ୍କ ବେତନରେ ମହଙ୍ଗା ଭତ୍ତା ଯୋଡାଯିବ। ଆଜି ଏ ନେଇ ଘୋଷଣା ହେବ ବୋଲି ସୂଚନା ରହିଛି। ସିଏନବିସି ଟିଭି -18ର ରିପୋର୍ଟ ଅନୁଯାୟୀ କେନ୍ଦ୍ର କ୍ୟାବିନେଟ ସେପ୍ଟେମ୍ବର 28ରେ ଡିଏ ବଢାଇଛନ୍ତି। ଏହାଦ୍ୱାରା  … Continue reading କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪% ବଢ଼ିଲା