ରାଷ୍ଟ୍ରପତି ନିର୍ବାଚନ: କିଏ ହେଉଛନ୍ତି ପ୍ରାର୍ଥୀ ଗୁରୁତ୍ୱ, ବିଜୟର ଚାବି ବିଜେଡି ହାତରେ !

ଭୁବନେଶ୍ୱର: ଜୁଲାଇରେ ହେବ ରାଷ୍ଟ୍ରପତି ନିର୍ବାଚନ । ଏହି ସମୟରେ ବିଜେଡି କାହାକୁ ସମର୍ଥନ କରିବ ସେନେଇ ତାଙ୍କ ଦଳ ଠିକ୍ ସମୟରେ ନିଷ୍ପତ୍ତି ନେବ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକ ଏନଡିଟିଭିକୁ ସାକ୍ଷାତକାର ଦେଇ କହିଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳମାନଙ୍କ ଦ୍ୱାରା ‘ତୃତୀୟ ସାମ୍ମୁଖ୍ୟ’ ଗଠନର କଳ୍ପନାଜଳ୍ପନା ପ୍ରସଙ୍ଗରେ ମଧ୍ୟ ନବୀନ ପଟ୍ଟନାୟକ କହିଛନ୍ତି। ସମୟ ଆସିଲେ କହିବେ । ତାଙ୍କର ଉଦ୍ଦେଶ୍ୟ କୌଣସି ରାଜନୀତିକ ଦଳଙ୍କ ମେଣ୍ଟରୁ … Continue reading ରାଷ୍ଟ୍ରପତି ନିର୍ବାଚନ: କିଏ ହେଉଛନ୍ତି ପ୍ରାର୍ଥୀ ଗୁରୁତ୍ୱ, ବିଜୟର ଚାବି ବିଜେଡି ହାତରେ !