ୟୁପିଏ ବନାମ ଏନଡିଏ: କେଉଁ ସରକାର ଅମଳରେ କେତେ ସିବିଆଇ ରେଡ୍ ହୋଇଛି?

ଓଡ଼ିଶା ସମ୍ବାଦ ବ୍ୟୁରୋ: କୋଇଲା, ଟୁ-ଜି ସ୍ପେକଟ୍ରମ ଆଦି ବିଭିନ୍ନ ପ୍ରସଙ୍ଗରେ ୟୁପିଏ ସରକାର ଛନ୍ଦି ହୋଇଯିବା ପରେ ନା ଖାଇବି, ନା ଖାଇବାକୁ ଦେବି (na khaunga na khane dunga) ନାରା ଦେଇ ବିଜେପି ଦେଶରେ କ୍ଷମତା ହାତେଇଥିଲା। ଆଇ ୨୦୧୪ରୁ ଅଧ୍ୟାବିଧି ବିଜେପି ଦେଶରେ କ୍ଷମତାରେ ରହିଛି। ଏହି ସରକାରର ନେତୃତ୍ୱ ନେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାରି ଭିତରେ ବିଭିନ୍ନ ସମୟରେ ସିବିଆଇ ରେଡ୍ କରୁଛି । ଦୁର୍ନୀତି ବିରୋଧରେ … Continue reading ୟୁପିଏ ବନାମ ଏନଡିଏ: କେଉଁ ସରକାର ଅମଳରେ କେତେ ସିବିଆଇ ରେଡ୍ ହୋଇଛି?