ଶ୍ରୀ ଭାଗବତ ସାର ୮୪: ସୃଷ୍ଟି ପୂର୍ବରୁ କେବଳ ମୁଁ ଥିଲି, ପ୍ରଳୟ ପରେ ଯାହା ବି ରହିବେ ତାହା ବି ମୁଁ
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ଉଦୟ ବା ଜନ୍ମ ବୃତ୍ତାନ୍ତ ଆଲୋଚନା କରିବା ଅବଶ୍ୟ ଏବିଷୟ କିଛି କିଛି ଆଗରୁ ଆଲୋଚିତ ହୋଇଛି, ତଥାପି ନାରଦଙ୍କ ପ୍ରେରଣାରେ ବ୍ୟାସଦେବ ଯେଉଁ ତତ୍ୱଜ୍ଞାନ ପୂର୍ଣ୍ଣ ଏକ ମହାପୁରାଣ ରଚନା ଆରମ୍ଭ କଲେ ତାର ସମ୍ପୂର୍ଣ୍ଣ…