ଜାଣନ୍ତୁ, କେଉଁ ସଙ୍କେତ ଦେଇଥାଏ ଏହି ରୋମାଣ୍ଟିକ୍ ସ୍ୱପ୍ନ !

ଭୁବନେଶ୍ୱର: ସାଧାରଣତଃ ଅଧିକାଂଶ ସମୟରେ ଆମେ ଶୋଇବା ପରେ ସ୍ବପ୍ନ ଦେଖିଥାଉ। ହେଲେ ଖୁବକମ୍ ଲୋକ ଏ ବିଷୟରେ ଅବଗତ ଯେ ପ୍ରତ୍ୟେକ ସ୍ବପ୍ନର କିଛି ଅର୍ଥ ଥାଏ। ଅର୍ଥାତ୍ ଆମେ ଦେଖୁଥିବା ସ୍ବପ୍ନ ଆମକୁ କିଛି ନା କିଛି ସଙ୍କେତ ଦେଇଥାଏ। ତେବେ...

୭ ବର୍ଷ ଝିଅର ଶରୀର ଗଛର ଛାଲ ପରି ହେଉଯାଉଛି !

ଦାନ୍ତେୱାଡା: ଦାନ୍ତେୱାଡାର ଏକ ୭ ବର୍ଷର ଝିଅ ରାଜେଶ୍ୱରୀ ଅସାଧ୍ୟ ରୋଗରେ ପୀଡିତ । ଜିନ ମ୍ୟୁଟେଶନର ଖରାପ ଯୋଗୁ ଏହି ଝିଅର ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଗଛର ଛାଲ ପରି ହୋଇଯାଉଛି । ଧିରେ ଧିରେ ଏହାର ଶରୀରକୁ ଅକାମୀ କରିବାରେ...

ପକ୍ଷୀ ପରି ଆକାଶରେ ଉଡିବାକୁ ଚାହୁଁଥିଲେ ଯାଆନ୍ତୁ ଏହି ସ୍ଥାନକୁ…

ଭୁବନେଶ୍ୱର: ପକ୍ଷୀ ଭଳି ମୁକ୍ତ ଆକାଶରେ ଉଡ଼ିବାକୁ କିଏ ବା ନଚାହେଁ । ତେବେ ଆପଣଙ୍କ ଆକାଶରେ ଉଡ଼ିବାର ଇଚ୍ଛାକୁ ପୁରଣ କରିବାକୁ ଚାହୁଁଥଲେ କରନ୍ତୁ ପାରାଗ୍ଲାଇଡ଼ିଙ୍ଗ । ଭାରତରେ ଏଭଳି କିଛି ସ୍ଥାନ ରହିଛି ଯେଉଁଠାରେ ଆପଣ ଅଳ୍ପ ଟଙ୍କା ଖର୍ଚ୍ଚ କରି...

ଫେବୃୟାରୀରେ ଜନ୍ମ ହେଉଥିବା ଶିଶୁ ବୁଦ୍ଧିଆ ହୋଇଥାନ୍ତି

ୱେଲିଂଟନ: ଫେବୃୟାରୀରେ ଜନ୍ମ ହେଉଥିବା ଶିଶୁ ବୁଦ୍ଧିମାନ ଓ ସର୍ବଗୁଣସମ୍ପନ୍ନ ହୋଇଥାନ୍ତି ବୋଲି ନ୍ୟୁଜିଲାଣ୍ଡର ଏକ ପ୍ରତିଷ୍ଠିତ ଗ୍ରୁପ ରିପୋର୍ଟ ପ୍ରକାଶ କରିଛି । ୪ରୁ ୫ ବର୍ଷ ବୟସର ୨୧,୦୦୦ ଶିଶୁଙ୍କୁ ନେଇ ସେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ଏଥିପାଇଁ...

ବିଜ୍ଞାନ ଯୁଗରେ ଆଜିବି ରହସ୍ୟ ହୋଇ ରହିଛି ଏହିସବୁ କଥା…

ଭୁବନେଶ୍ୱର: ସମୟ ସହ ପାଦଦେଇ ବିଜ୍ଞାନ ଅଗ୍ରଗତି କରି ଚାଲିଛି । ବିଜ୍ଞାନ ଆଜି ସେହିସ୍ଥାନରେ ପହଞ୍ଚି ସାରିଛି ସେ କୌଣସି କଥା ଆଉ ଅସମ୍ଭବ ଲାଗୁନାହିଁ । ସେ ଜହ୍ନ ରାଇଜର ପାଦ ଥାପିବା ହେଉ କି ଆକାଶରେ ଉଡିବା ହେଉ...

ଦେଖନ୍ତୁ ଭିଡ଼ିଓ; ବିଶ୍ୱର ସବୁଠାରୁ ଲମ୍ବା କାର୍‌, ଯାହା ଉପରେ ଅବତରଣ କରୁଛି ହେଲିକ୍ୟାପ୍ଟର !

ଭୁବନେଶ୍ୱର: ଯୁଗ ଯେତିକି ଆଗକୁ ଯାଉଛି ଟେକ୍ନୋଲୋଜି ମଧ୍ୟ ସେତିକି ସୁଦୃଢ଼ ହୋଇ ହୋଇ ଯାଉଛି। କାର ଚଲାଇବା କାହାର ବା ପସନ୍ଦ ନୁହେଁ । ଯାହା ପାଖରେ ଯେତେ ଟଙ୍କା ଅଛି ସେମାନେ ସେତେ ଅଧିକ ସୁଖସୁବିଧା ଯୁକ୍ତ ଗାଡି ଚଳାଇବାକୁ ପସନ୍ଦ...

ହ୍ରଦ ନୁହେଁ, ମୃତ୍ୟୁର ଠିକଣା…

ଦୁନିଆରେ ଏପରି ଅନେକ ସ୍ଥାନ ରହିଛି, ଯାହା ଯେତିକି ମନଲୋଭା ସେତିକି ବିପଦସଙ୍କୁଳ ମଧ୍ୟ । ଏହିସବୁ ସ୍ଥାନରେ ଟିକିଏ ଭୁଲ୍‌ ଆପଣ କିମ୍ବା ଆପଣଙ୍କ ପ୍ରିୟଜନଙ୍କ ମୃତ୍ୟୁର କାରଣ ହୋଇପାରେ। ଏଠାକୁ ଯିବା ମୃତ୍ୟୁକୁ ଆଲିଙ୍ଗନ କରିବା ସଙ୍ଗେ ସମାନ ବୋଲି...

କେବେ ଭାବିଛନ୍ତି କି ନାନା ବାୟା ଗୀତ ଶୁଣି କାହିଁକି ଶୋଇ ପଡନ୍ତି ଶିଶୁ, ଜାଣନ୍ତୁ…

ଭୁବନେଶ୍ୱର: ଛୋଟ ପିଲାଙ୍କୁ ମାଆ ଶୁଆଇ ଦେବା ପାଇଁ ନାନାବାୟା ଗୀତ ଗାଉଥିବା ଆପଣ ନିଶ୍ଚିତ ଶୁଣିଥିବେ । ସେ " ଆ ଜହ୍ନ ମାମୁଁ ସରଗ ଶଶୀ, ମୋ କାହ୍ନୁ ହାତରେ ପଡ଼ରେ ଖସି" ହେଉ କି "ଧୋ ରେ ବଇଆ ଧୋ"...

ଇଟାଲୀର ଭୟାନକ ଅଶୁଭ ଦ୍ୱୀପ; ଯେଉଁଠିକୁ ଯିବା ବିପଦପୂର୍ଣ୍ଣ !

ଭୁବନେଶ୍ୱର: ଇଟାଲୀର ମନଲୋଭା ପର୍ଯ୍ୟଟନ ସ୍ଥଳୀ ସର୍ବଦା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ତେବେ ଇଟାଲୀର ଏହିପରି ଏକ ଦ୍ୱୀପ ଅଛି ଯାହାକୁ ଅଶୁଭ ଭାବେ ବିବେଚନା କରାଯାଏ । ଗୋୟଲା ନାମକ ଏହି ଦ୍ୱୀପରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି କିଛି ନା...

ପୃଥିବୀର ଏହିସବୁ ସବୁ ଦେଶ, ଯେଉଁଠି ଭାରତୀୟ ମୁଦ୍ରାର ମୂଲ୍ୟ ୧୦୦ ଗୁଣ ଅଧିକ !

ଭୁବନେଶ୍ୱର: ଡଲାର ତୁଳନାରେ ଟଙ୍କାର ମୂଲ୍ୟ କ୍ରମାଗତ ହ୍ରାସ ପାଉଥିବା ବେଳେ ଆପଣଙ୍କୁ ଯଦି କୁହାଯିବ ଏପରି ଏକ ସ୍ଥାନ ଯେଉଁଠି ଟଙ୍କାର ମୂଲ୍ୟ ୧୦୦ ଗୁଣ ଅଧିକ ବୋଲି। କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚିତ । ବିଶ୍ୱାସ ହେଉନଥିଲେ ମଧ୍ୟ...

ସାହିତ୍ୟ