Latest Odisha News

BREAKING NEWS

ଓଡିଶା

ଦୁର୍ଗାପୂଜା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି; ୧,୨୪୩ଟି ପୂଜା ମଣ୍ଡପରେ…

କଟକ: କେନ୍ଦ୍ରାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ (ଆଇଜି) ଡଃ ସତ୍ୟଜିତ ନାଏକ ଆଜି କେନ୍ଦ୍ରାଞ୍ଚଳ ଅଧୀନ ସମସ୍ତ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଦୁର୍ଗାପୂଜା ସୁରକ୍ଷା ସମ୍ପର୍କିତ ପଦକ୍ଷେପଗୁଡ଼ିକର ସମୀକ୍ଷା କରିଥିଲେ। କେନ୍ଦ୍ରାଞ୍ଚଳ ଅଧୀନ…

ବାଲିଯାତ୍ରା ପଡ଼ିଆ ନିକଟରୁ ନାବାଳକ ମୃତଦେହ ଉଦ୍ଧାର, ହତ୍ୟା ଷଡ଼ଯନ୍ତ୍ର…

କଟକ: କଟକ ବାଲିଯାତ୍ରା ପଡ଼ିଆ ନିକଟ ମହାନଦୀ କୂଳରୁ ରବିବାର ଜଣେ ୧୫ ବର୍ଷୀୟ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି। ନାବାଳକର ଶରୀରରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବାର ଅନେକ ଚିହ୍ନ ରହିଛି। ଦୁର୍ଗା ପୂଜା ଉତ୍ସବ ଚାଲିଥିବା ସମୟରେ ଏଭଳି ଘଟଣା ସମଗ୍ର ସହରରେ ଆତଙ୍କ ଖେଳାଇ ଦେଇଛି।…

Maa Manikeswari’s Chhatra Yatra:ପ୍ରସିଦ୍ଧ ଛତରଯାତ୍ରା ପାଇଁ ପ୍ରସ୍ତୁତ ଭବାନୀପାଟଣା;ନଜର ରଖିବ ୨୫ଟି…

ଭବାନୀପାଟଣା:ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତରଯାତ୍ରା ପାଇଁ ପ୍ରସ୍ତୁତ ଭବାନୀପାଟଣା ସହର । କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ୱରୀଙ୍କ ବିଜୟ ଛତର  ଆସନ୍ତାକାାଲି ଭୋର ୫ଟାରୁ ଜେନାଖାଲରୁ ବାହାରିବ । ମା’ ମାଣିକେଶ୍ୱରୀଙ୍କ ବିଜୟ ଛତର ଦର୍ଶନ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ…

ଖୋର୍ଦ୍ଧାରୁ ୫୫୦୦ ବୋତଲ କୋରେକ୍ସ ସହ ୧୦ ଗିରଫ

ଭୁବନେଶ୍ୱର: 'ନିଶା ମୁକ୍ତ ଭାରତ ଅଭିଯାନ' ଅଧୀନରେ ଖୋର୍ଦ୍ଧା ପୋଲିସ ଶନିବାର ଭୋର ସମୟରେ କୋଡିନ୍ ଯୁକ୍ତ କାଶ ସିରପ୍ କାରବାର କରୁଥିବା ଏକ ଆନ୍ତଃ-ରାଜ୍ୟ ଗ୍ୟାଙ୍ଗକୁ ଠାବ କରିଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ମୋଟ ୧୦ ଜଣଙ୍କୁ ଗିରଫ କରାଯାଇଛି। ଅକ୍ଟୋବର ୧୮ ତାରିଖ ଭୋର ୪ଟା ୫୦…

Kolkata Stampede Odisha Alert: କୋଲକାତା ଦଳାଚକଟା ଦେଖି ଓଡ଼ିଶା ପୋଲିସ ମନରେ ଛନକା! ଆଗୁଆ ଭିଡ଼ିଲେ ଅଣ୍ଟା, ପୂଜା…

ଭୁବନେଶ୍ବର: କୋଲକାତାର ଦୁର୍ଗାପୂଜା ମଣ୍ଡପରେ ଦଳାଚକଟା ଘଟଣା ପରେ ଏବେ ଓଡ଼ିଶା ପୋଲିସର ଚିନ୍ତା ବଢ଼ିଛି। ପୂଜା ମଣ୍ଡପରେ ଭକ୍ତଙ୍କ ପ୍ରବଳ ଭିଡ଼କୁ କିପରି ନିୟନ୍ତ୍ରଣ କରାଯିବ, ଯେପରି କୌଣସି ଅଘଟଣ ନଘଟେ, ସେଥିପାଇଁ ଆଗୁଆ ପ୍ରସ୍ତୁତି ଜୋରଦାର କରିଛି ପୋଲିସ ପ୍ରଶାସନ। କେନ୍ଦ୍ରାଞ୍ଚଳ…

ସାହିତ୍ୟ

ଅତିଭୌତିକ ଗଳ୍ପ‘ଇନ୍ଦ୍ରଜାଲ’ ପୁସ୍ତକ ଉନ୍ମୋଚନ

ଭୁବନେଶ୍ୱର: ଅବିକା ବୁକ୍ ହାଇଭ୍‌ ପ୍ରକାଶନୀ ତରଫରୁ ‘ବହିଟିଏ ସହୀଟିଏ’ ଅଭିଯାନ କ୍ରମରେ ଲେଖକ ଦେବଜ୍ୟୋତି ଅବିନାଶ ଇନ୍ଦ୍ରଜିତଙ୍କ…

ଡକ୍ଟର ପ୍ରତିଭା ରାୟଙ୍କୁ ଭାରତର ସର୍ବୋଚ୍ଚ ସାହିତ୍ୟ ସମ୍ମାନ ସାହିତ୍ୟ ଅକାଦେମୀ ଫେଲୋସିପ୍‌…

ଭୁବନେଶ୍ୱର: ଭୁବନେଶ୍ବରର ସଂସ୍କୃତି ଭବନରେ ଆୟୋଜିତ ଏକ ସାରସ୍ବତ ସମାରୋହରେ ପ୍ରଖ୍ୟାତ ଲେଖିକା ପ୍ରତିଭା ରାୟଙ୍କୁ ଅକାଦେମୀର…

ଟାଇମପାସ୍ ‘ବହିବର୍ଷା’; ଲୋକାର୍ପିତ ହେଲା ୧୩ ପୁସ୍ତକ

ଭୁବନେଶ୍ୱର: ଟାଇମପାସ ପ୍ରକାଶନ ପକ୍ଷରୁ ଆୟୋଜିତ ପଞ୍ଚମ ‘ବହିବର୍ଷା’ରେ ଲୋକାର୍ପିତ ହୋଇଯାଇଛି ତେରଟି ପୁସ୍ତକ। ବର୍ଷଣମୁଖର ସଂଧ୍ୟାରେ…

ସାହିତ୍ୟ ହିଁ ଅଭିନୟର ମୂଳଦୁଆ: ଅଭିନେତା ଅଭିଷେକ ଗିରି

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଉଟକାଷ୍ଟ ଷ୍ଟୁଡିଓରେ ଅଳ୍ପ କଥା ଅଳ୍ପ କବିତା ପରିବାର ତରଫରୁ ଆୟୋଜିତ ଆଳାପ କାର୍ଯ୍ୟକ୍ରମରେ ଉମାକାନ୍ତ…