Latest Odisha News

BREAKING NEWS

Browsing Category

କଳା ସଂସ୍କୃତି

୧୫ ବର୍ଷ ବୟସରେ ଝିଅଙ୍କ ଦାନ୍ତ ଭାଙ୍ଗି ଦିଅନ୍ତି ଏହି ଜନଜାତି, ଓଠରେ ଲଗାନ୍ତି…

ନୂଆଦିଲ୍ଲୀ: ଆଫ୍ରିକାର ଇଥିଓପିଆର ଓମୋ ଉପତ୍ୟକାରେ ବାସ କରୁଥିବା ସୁରି ଜନଜାତି, ଯାହାକୁ ସୁରମା ନାମରେ ମଧ୍ୟ ଜଣାଯାଏ, ତାଙ୍କର ଅଜଣା ଓ ଅନନ୍ୟ ପରମ୍ପରା ପାଇଁ ବିଶ୍ୱବ୍ୟାପୀ ଚର୍ଚ୍ଚାରେ ରହିଛନ୍ତି। ପ୍ରାୟ ୨୦,୦୦୦ ଜନସଂଖ୍ୟା ବିଶିଷ୍ଟ ଏହି ଜନଜାତି ପଶୁପାଳନ, ବିଶେଷକରି ଗୋପାଳନ, ଉପରେ…

ପହଣ୍ଡି କରି ରଥାରୂଢ ଚତୁର୍ଦ୍ଧାମୂରତି: ୪ଟାରେ ଆରମ୍ଭ ହେବ ରଣଟଣା….

ପୁରୀ: ଟାହିଆ ହଲେଇ ହଲେଇ ଝୁଲି ଝୁଲି, ବଡଦାଣ୍ଡରେ ଭକ୍ତଙ୍କୁ ବାଇଆ କରି ଶେଷରେ ଚତୁର୍ଦ୍ଧମୂରତି ରଥେ ବିଜେ କରିଛନ୍ତି । ତାଳଧ୍ବଜରେ ବିଜେ ବଡ ଠାକୁର ବଳଭଦ୍ର, ନନ୍ଦିଘୋଷରେ ବିଜେ ମହାପ୍ରଭୁ କାଳିଆ ସାଆନ୍ତ, ଆଉ ମଝିରେ ଦେବଦଳନରେ ରଥରେ ବିଜେ କରିଛନ୍ତି ହଳଦୀ ମୁହିଁ ଦେବୀ ସୁଭଦ୍ରାଙ୍କ ସହ…

କାହିଁକି ଏହି ସମାଧି ଆଗରେ ଅଟକି ଥାଏ ନନ୍ଦିଘୋଷ ରଥ?

ପୁରୀ: ସିଏ ଭାବର ଠାକୁର ଭାବୋବିନୋଦିଆ । ଭାବରେ ଡାକିଲେ ଭକ୍ତଙ୍କୁ ସିଧା ତାର ଭବ୍ୟ ରୂପର ଦର୍ଶନ ମିଳେ । ଭାବରେ ହାତ ବଢେଇଦେଲେ ସେ ସଙ୍ଗେ ସଙ୍ଗେ ସାହାରା ଦେଇଦିଏ । ପ୍ରତିବର୍ଷ ଆଷାଢ଼ ଶୁକ୍ଳ ପକ୍ଷ ଦ୍ୱିତୀୟା ଦିନ ଅର୍ଥାତ୍ ଆଜିର ଦିନରେ ସେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ବଡଦାଣ୍ଡକୁ…

ଆରମ୍ଭ ହେଲା ମହାପ୍ରଭୁଙ୍କ ପହଣ୍ଡି: ଝୁଲି ଝୁଲି ଆସୁଛନ୍ତି ଶ୍ରୀଜିଉ…

ପୁରୀ: ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା । ସକାଳୁ ସକାଳୁ ରଥଯାତ୍ରା ପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ, ଏବେ ଆରମ୍ଭ ହୋଇଯାଇଛି ମହାପ୍ରଭୁଙ୍କ ପହଣ୍ଡି ବିଜେ ନୀତି । ପ୍ରଥମେ ଧାଡ଼ି ପହଣ୍ଡିରେ ଶ୍ରୀସୁଦର୍ଶନ ରଥେ ବିଜେ କରିସାରିଲେଣି । ସୁଦର୍ଶନ ଠାକୁର ଦେବଦଳନ ରଥରେ…

ରାବଣର ଅନ୍ତିମ ସଂସ୍କାର କରିବାକୁ କାହିଁକି ମନା କରିଥିଲେ ବିଭୀଷଣ? କାହିଁକି ମୃତ୍ୟୁ ବେଳେ ତିନି ଥର ରାମଙ୍କ ନାଁ…

ଭୁବନେଶ୍ୱର: ରାମ ଓ ରାବଣ ମଧ୍ୟରେ ଏକ ଭୀଷଣ ଯୁଦ୍ଧ ହୋଇଥିଲା। ଅନ୍ତିମରେ, ଯୁଦ୍ଧର ଦଶମ ଦିନରେ ରାମ ରାବଣର ନାଭିରେ ବ୍ରହ୍ମାସ୍ତ୍ର ପ୍ରୟୋଗ କରିଥିଲେ, ଫଳରେ ରାବଣ ମାଟିରେ ପଡ଼ିଯାଇଥିଲା। ତା’ର ପ୍ରାଣ ତ୍ୟାଗ କରିବାରେ କିଛି ସମୟ ଲାଗିଥିଲା। ମୃତ୍ୟୁ ସମୟରେ ସେ ତିନିଥର ରାମଙ୍କ ନାମ ଉଚ୍ଚାରଣ…

ଭୁବନେଶ୍ୱର ଗଠନ ପଛର ରଚୋକ ଇତିହାସ, ନାଁ ପଛର ରହସ୍ୟ

ଭୁବନେଶ୍ୱର, ଓଡ଼ିଶାର ରାଜଧାନୀ ତଥା ‘ମନ୍ଦିର ମାଳିନୀ ନଗରୀ’ ଭାବେ ପରିଚିତ। ଏକ ଐତିହାସିକ ଓ ସାଂସ୍କୃତିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସହର। ଏହାର ନାମ ‘ତ୍ରିଭୁବନେଶ୍ୱର’ ଶବ୍ଦରୁ ଉଦ୍ଭବ, ଯାହାର ଅର୍ଥ ହେଉଛି ‘ତିନି ଜଗତର ଈଶ୍ୱର’ (ଭଗବାନ ଶିବ)। ଏହି ସହରର ଇତିହାସ…

ରାମ ନବମୀ ଏବଂ ମା’ ସିଦ୍ଧିଦାତ୍ରୀଙ୍କ ରହସ୍ୟ, ଗୋଟିଏ ଦିନରେ ଦୁଇ ଦୁଇଟି ପର୍ବ…

ଭୁବନେଶ୍ଵର: ଆଜି ପବିତ୍ର ରାମନବମୀ। ଏଥିପାଇଁ ଉତ୍ସବ ମୁଖର ଗାଁଠୁ ସହର। ଶ୍ରୀରାମ ମନ୍ଦିର ସମେତ ବିଭିନ୍ନ ଦେବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ରାମନବମୀ ଅବସରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି। ଆଜିଠାରୁ ପୁରୀରେ ଆରମ୍ଭ ହୋଇଯିବ ପାରମ୍ପରିକ…

ପୌରାଣିକ ପୃଷ୍ଠାରେ ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା, ଜାଣନ୍ତୁ କଣ କୁହେ କିମ୍ବଦନ୍ତୀ

ବ୍ରହ୍ମପୁର: ଆଜିଠୁ ଆରମ୍ଭ ହେବ ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା । ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସାଆନ୍ତାଣୀ ବୁଢ଼ୀ ଠାକୁରାଣୀଙ୍କ ଘଟ ବିଳମ୍ବିତ ରାତିରେ ଆସିବ। ଶାଶୂଘରୁ ବାପଘରକୁ ଆସିବେ ମା’ । ପ୍ରାୟ ମାସେ ଧରି ବାପଘରେ ରହିବା ପରେ ବାପଘରୁ ବିଦାୟ ନେବେ ।…

ଏକାମ୍ର ରେ ଦୋଳ ପରମ୍ପରା…

ଭୁବନେଶ୍ଵର: ଦୋଳ ଉତ୍ସବ ଓଡ଼ିଆ ଜାତିର ନିଜସ୍ୱ ଉତ୍ସବ। ସାରା ଭାରତ ରେ କେବଳ ହୋଲିକା ଦହନ ଓ ହୋଲି ପାଳନ କରାଯାଉଥିବା ବେଳେ ଓଡ଼ିଶାରେ ହୋଲିକା ଦହନ, ଦୋଳ ପୁର୍ଣ୍ଣିମା ଓ ହୋଲି ବିପୁଳ ଉତ୍ସାହରେ ପାଳନ କରାଯାଇଥାଏ । ଦୋଳ ଓ ହୋଲି ଗାଁ ଗାଁ ରେ ଏକ ଉତ୍ସବ ର ବାତାବରଣ ସୃଷ୍ଟି କରିଥାଏ ।…

ମୃତଦେହ କାଟି ଖାଉଛନ୍ତି ଏଠାକାର ଲୋକ, ଉଦ୍ଭୁତ ପରମ୍ପରା

ମୃତ୍ୟୁ ପରେ, ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରନ୍ତି। କେତେକ ସ୍ଥାନରେ, ଶେଷ ରୀତିନୀତି କରିବାର ପ୍ରକ୍ରିୟା ଏପରି ଯେ ଏହା ଅଜବ ଲାଗେ। ଏପରି ପରିସ୍ଥିତିରେ, ଆପଣ ଜାଣନ୍ତି କି ଏପରି ଏକ ସ୍ଥାନ ଅଛି ଯେଉଁଠାରେ ମୃତ୍ୟୁ ପରେ ଲୋକମାନେ ମୃତଦେହକୁ କାଟି…