ଫକୀର ମୋହନ ସେନାପତି ; ଗତକାଲି, ଆଜି ଓ ଆସନ୍ତାକାଲି

  “ଛ ମାଣ ଆଠ ଗୁଣ୍ଠ” ଧୋଇ ମରୁଡି କାହିଁରେ ନଷ୍ଟ ହେବନାହିଁ”- ୟେ ଥିଲା ୧୯୧୮ ମସିହାରେ ଫକୀର ମୋହନ ସେନାପତିଙ୍କ ମୃତ୍ୟୁ ପରେ “ସତ୍ୟବାଦୀ” ପତ୍ରିକା-ଏପ୍ରିଲ-ଜୁନ ସଂଖ୍ୟାରେ ପ୍ରକାଶିତ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶୋକ ଆଲେଖ୍ୟର ଶେଷ ଧାଡି। ୭୬ ବର୍ଷ...

“ସିଦ୍ଧାନ୍ତ ଦର୍ପଣ”ର ସିଦ୍ଧ ଋଷି ଓ ଓଡିଶାର ସର୍ବଶ୍ରେଷ୍ଠ “ଦେଶୀ” ବୈଜ୍ଞାନିକ ପଠାଣି ସାମନ୍ତ

୧୮୯୭ ମସିହା ନଭେମ୍ବର ମାସରେ ଯେତେବେଳେ ରେଭେନ୍ସା କଲେଜର ତତ୍କାଳୀନ ବିଜ୍ଞାନ ଅଧ୍ୟାପକ ଯୋଗେଶ ଚନ୍ଦ୍ର ରାୟ ବିଦ୍ୟାନିଧି ପଠାଣି ସାମନ୍ତଙ୍କ “ସିଦ୍ଧାନ୍ତ ଦର୍ପଣ” ପାଇଁ ମୁଖବନ୍ଧର ଶେଷ ପାରାଗ୍ରାଫ ଲେଖୁଛନ୍ତି, ସେତେବେଳେ ତାଙ୍କ ମନରେ ଏକ ପ୍ରଚଣ୍ଡ ବିଷାଦଭାବ ଆସୁଛି। ପଠାଣି...

ସାହିତ୍ୟ ପିଲାମାନଙ୍କୁ ରୁଦ୍ଧିମନ୍ତ କରେ ବୋଲି ଗଣେଶ୍ୱର ମିଶ୍ରଙ୍କ ବିଶ୍ୱାସ ରହିଥିଲା : ଦାଶ ବେନହୂର

ଭୁବନେଶ୍ୱର: ‘ସାହିତ୍ୟ ପିଲାମାନଙ୍କୁ ଗଢେ, ସଂସ୍କାର ଦିଏ, ଦିଗ୍‌ଦର୍ଶନ ଦିଏ ଓ ଏଥି ସହିତ ମୌଳିକ ପରିଚୟ ଦେଇଥାଏ । ତେଣୁ ପିଲାମାନଙ୍କ ସାହିତ୍ୟ ଅବହେଳିତ ହେବା କଥା ନୁହେଁ । ଓଡିଶାରେ ପିଲାଙ୍କ ସାହିତ୍ୟର କିପରି ଉନ୍ନତି ହୋଇପାରିବ ସେ ଉପରେ...

ସରଳ କବିତା

(ଭାବାନୁବାଦ - ପ୍ରଶାନ୍ତ କୁମାର ଦାଶ) ଦିନେ ମୁଁ ଲେଖିଲି, ଏକ ସରଳ କବିତା। ବିଜ୍ଞାନୀ ଭାବିଲେ, ଏହା କେତେ ଜଟିଳ ! ଅଗୁଁଆର ପାଠକ କହିଲେ, ଭାରି ସହଜିଆ। ଏମିତି ........... କେହିବି ପଢିଲେନି ତାହାକୁ। କବିତାଟି ଏତେ ସହଜ ଥିଲାଯେ , ଶବ୍ଦରାଜି ମୋ ମୁହଁରେ ଝଲସି ଉଠୁଥିଲା, ଦର୍ପଣବତ୍। ଲୋହିତ ବିରାଗ ଆବେଗ, ଠିକ୍ ମୋ ରୁଧିର...

ଗାନ୍ଧୀଙ୍କୁ ‘ମହାତ୍ମା’ ଉପାଧି ଦେଇଥିବା ରବୀନ୍ଦ୍ରନାଥ ଟାଗୋରଙ୍କ ଆଜି ପୁଣ୍ୟତିଥି

ଭୁବନେଶ୍ୱର: ବିଶ୍ୱ କବି ରବୀନ୍ଦ୍ରନାଥ ଟାଗୋରଙ୍କର ଆଜି ହେଉଛି ୭୯ତମ ପୁଣ୍ୟତିଥି । ୧୯୪୧ ମସିହା ଅଗଷ୍ଟ ୭ରେ ତାଙ୍କର ଦେହାନ୍ତ ଘଟିଥିଲା । କବିତା, ସାହିତ୍ୟ, ଦାର୍ଶନ, ନାଟକ, ସଙ୍ଗୀତ ଓ ଚିତ୍ରକର ଭଳି ବହୁଗୁଣ ପ୍ରତିଭାର ଅଧିକାରୀ ଥିଲେ ସେ ।...

ହଠାତ ପାଉଁଶ ପାଲଟି ଯାଇଥିବା ମନୋଜ କୁମାର ପଣ୍ଡାଙ୍କ ଗପକୁ ନେଇ କେତୋଟି ଛୋଟ ଛୋଟ କଥା

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଗପର କାରିଗରୀ ବଲାଙ୍ଗୀର ଭଳି ଗୋଟେ ଉତ୍ତପ୍ତ ସହରରେ ସେ ନିଜ ଘରର ନାମ ରଖିଥିଲେ “ଇଗଲୁ”। ଇଟା ପଥରର ଏ ଘର ଭିତରେ ସେ ଥିଲେ ଏକ ବିଚିତ୍ରକର୍ମା ଏସ୍କିମୋ। ଏଇ ଇଗଲୁ ଭିତରେ ତାଙ୍କର ଶବ୍ଦର...

ବିଶିଷ୍ଟ ଓଡିଆ ଲେଖକ ମନୋଜ କୁମାର ପଣ୍ଡାଙ୍କ ଦେହାନ୍ତ

ଭୁବନେଶ୍ୱର: ବିଶିଷ୍ଟ ଓଡିଆ ଲେଖକ ମନୋଜ କୁମାର ପଣ୍ଡାଙ୍କର ଗୁରୁବାର ଦିନ ବଲାଙ୍ଗିର ସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲେ। ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସ୍ୱର୍ଗତଃ ପଣ୍ଡା ଗତକାଲି ସନ୍ଧ୍ୟାରେ ଛାତିରେ ଯନ୍ତ୍ରଣା...

ଲକଡାଉନ୍ ଡାଏରୀ : ଗାଳ୍ପିକ ଅମରେଶ ବିଶ୍ୱାଳଙ୍କ ପାଇଁ ଲକ୍ ଡାଉନ ଏକ ନିଛାଟିଆ ଓ ନୀରବ ପ୍ରେମର...

ଭୁବନେଶ୍ୱର : ଲକ୍ ଡାଉନ । ପ୍ରାୟ ସବୁ କିଛି ବନ୍ଦ ହୋଇଥିବାବେଳେ ଲକ୍‌ଡାଉନ୍‌ର ଅନୁଭୁତି ସମସ୍ତଙ୍କ ପାଇଁ ନିଆରା । ଏସମ୍ପର୍କରେ ଆମର ସ୍ୱତନ୍ତ୍ର ସେଗ୍‌ମେଣ୍ଟ୍ ଲକ୍‌ଡାଉନ୍ ଡାଏରୀରେ ଆଜି ଜାଣିବା ଗାଳ୍ପିକ, କବି ଓ ସାହିତ୍ୟିକ ଅମରେଶ ବିଶ୍ୱାଳଙ୍କ ଲକ୍‌ଡାଉନ୍...

ଲକ୍‌ଡାଉନ ଡାଏରୀ : ଶିଶୁ ସାହିତ୍ୟିକ ଦାଶ ବେନହୂରଙ୍କ ପାଇଁ ଏହା ଡବଲ ଲକ୍‌ଡାଉନ

ଲକ୍ ଡାଉନ କାହା ପାଇଁ କେମିତି । କାହାକୁ ପରିବାର ସାଥୀରେ ରଖିଛି ତ କାହାକୁ ପରିବାର ଲୋକଙ୍କଠାରୁ ଦୂରେଇ ରଖିଛି । କିନ୍ତୁ ଏହା ସତ କଥା ଯେ ଏହା ସମସ୍ତଙ୍କୁ କିଛି ନା କିଛି ଶିକ୍ଷା ଦେଇଛି । ତେବେ...

ଗୋପୀନାଥ ମହାନ୍ତିଙ୍କ ସାହିତ୍ୟକୃତିର ଡିଜିଟାଲ ସଂକଳନ ଉନ୍ମୋଚିତ

ଭୁବନେଶ୍ୱର: ରାଜ୍ୟର ପ୍ରଥମ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ହେଉ କି ପ୍ରଥମ ଜ୍ଞାନପୀଠ ପୁରସ୍କାର ହେଉ ଏନେଇ ପ୍ରସଙ୍ଗ ଉଠିଲେ ସାମ୍ନାକୁ ଆସିଥାଏ ବିଶିଷ୍ଟ ସାରସ୍ୱତ ସାଧକ ଗୋପୀନାଥ ମହାନ୍ତିଙ୍କ ଚିତ୍ର। ଅମୃତ ସନ୍ତାନ, ମାଟିମଟାଳ, ହରିଜନ ଆଦି ପୁସ୍ତକକୁ ନେଇ...

ସାହିତ୍ୟ