ଜଗନ୍ନାଥଙ୍କ ମହାପ୍ରସାଦ ‘କାନିକା’ର ପ୍ରସ୍ତୁତି ବିଧି, ଜାଣନ୍ତୁ
ଭୁବନେଶ୍ୱର: ଶ୍ରୀମନ୍ଦିରରେ ତିନିଠାକୁରଙ୍କ ପାଖରେ ପ୍ରତିଦିନ ଲାଗି ହୁଏ ୫୬ ପ୍ରକାର ପ୍ରସାଦ । ଏହି ୫୬ ଭୋଗ ମଧ୍ୟରୁ କାନିକା ଅନ୍ୟତମ । ଏହାକୁ ମିଠା ଅବଢ଼ା ମଧ୍ୟ କୁହାଯାଏ । ଏହା ପହିଲି ଭୋଗବେଳେ ଏବଂ ଅନ୍ୟ ଦିନେ ମଧ୍ୟ...
ଗଇଁଠା ପିଠା
ଭୁବନେଶ୍ୱର: ଓଡ଼ିଶାର ଘରେ ଘରେ ବାରମାସରେ ତେର ଓଷା ପାଳନ ହୁଏ । ଓଷାବ୍ରତର ଅନ୍ୟ ନାମ ପିଠାପଣା ହୋଇଥାଏ। ଓଷାବ୍ରତ ହେଲା ମାନେ ରୋଷେଇ ଘରୁ ଛୁଟି ଆସେ ନାନାଦି ପିଠାର ମହକ । ତାହା ମଧ୍ୟରୁ ଗଇଁଠା ପିଠା ଅନ୍ୟତମ...
ଓଡ଼ିଆ ଘରର ସୁଆଦିଆ ‘ଆରିସା ପିଠା’ର ଇତିହାସ ଓ ପ୍ରସ୍ତୁତି ପ୍ରଣାଳୀ
ଭୁବନେଶ୍ୱର: ଓଡ଼ିଆ ଘରର ପିଠା ମାନଙ୍କ ମଧ୍ୟରେ ଆରିସା ପିଠାର ରହିଛି ସ୍ୱତନ୍ତ୍ର ପରିଚୟ । ଏହାର ରଙ୍ଗ ଓ ବାସ୍ନାରେ ହିଁ ଖାଇବାବାଲାର ପାଟିରୁ ଲାଳ ବୋହି ଆସେ । ଏହା ପ୍ରାୟତଃ ପ୍ରତ୍ୟେକ ଓଡ଼ିଆ ଘରେ ନାନାଦି ପର୍ବପର୍ବାଣୀରେ ତିଆରି...
ଓଡ଼ିଶାର ପ୍ରସିଦ୍ଧ ମିଠା ‘ଛେନାମୁଡୁକି’ର ପ୍ରସ୍ତୁତି ପ୍ରଣାଳୀ
ଓଡ଼ିଶାର ପ୍ରସିଦ୍ଧ ମିଠା ମାନଙ୍କ ମଧ୍ୟରୁ ଛେନାମୁଡୁକି ଅନ୍ୟତମ । ନିଆରା ଓ ସ୍ଵାଦିଷ୍ଟ ଛେନା ମୁଡୁକି ପାଇଁ ଓଡ଼ିଶାର ଭଦ୍ରକ ଜିଲ୍ଲାର ରହିଛି ବିଶେଷ ନାଁ । ଜାଣନ୍ତୁ ଘରେ ଏହାକୁ କିପରି ପ୍ରସ୍ତୁତ କରିବେ....
ଆବଶ୍ୟକୀୟ ସାମଗ୍ରୀ:
ପନିର ୨୦୦ଗ୍ରାମ
ଚିନି- ୩୫୦ ଗ୍ରାମ
ପାଣି-...
ଜାଣନ୍ତୁ, ପୋଡପିଠାର ପରମ୍ପରା ଓ ଏହାର ପ୍ରସ୍ତୁତି ପ୍ରଣାଳୀ
ଭୁବନେଶ୍ୱର: ଓଡିଶାର ଘରେ ଘରେ ପୋଡ଼ପିଠା ପ୍ରସିଦ୍ଧି ଲାଭ କରିଥିଲେ ମଧ୍ୟ ଏହା ସହ ଜଡିତ ପରମ୍ପରା ସହ ଅନେକ ଅବଗତ ନଥିବେ । ଆଜି ଆମେ ଆପଣଙ୍କୁ ଜଣାଇବୁ ଏହାସହ ଜଡିତ ପରମ୍ପରା ସମ୍ପର୍କରେ..
ଏହା ପ୍ରତ୍ୟେକ ଓଡ଼ିଆ ଘରେ ରଜ ଓ...
ନିମାପଡା ଛେନାଝିଲ୍ଲୀ; ଜାଣନ୍ତୁ କିପରି କରିବେ ପ୍ରସ୍ତୁତ
ଭୁବନେଶ୍ୱର: ଓଡ଼ିଶାର ପାରମ୍ପରିକ ମିଠା ଛେନାଝିଲ୍ଲୀ । ଛେନା ଓ ଚିନିସିରାରେ ତିଆରି ଏହି ମିଠାର ଓଡ଼ିଶାର କୋଣଅନୁକୋଣରେ ରହିଛି ବେଶ୍ ଚାହିଦା । ଏହା ପ୍ରଥମ ଥର ପାଇଁ ପୁରୀର ନିମାପଡ଼ାରେ ତିଆରି ହୋଇ ଥିଲା ।
ନିମାପଡା ସ୍ଥିତ ଶ୍ୟାମସୁନ୍ଦର ଗ୍ରାମର ଆର୍ତ୍ତ ସାହୁ...
ତାୱା ପନୀର
ଘରେ ପ୍ରସ୍ତୁତ କରନ୍ତୁ 'ତାୱା ପନୀର’ । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ।
ଆବଶ୍ୟକ ସାମଗ୍ରୀ- ପନୀର, ଦହି, ଜିରା, ଜୁଆଣି, କସ୍ତୁରୀ ମେଥି, ପିଆଜ, ଅଦା, କଞ୍ଚା ଲଙ୍କା ପେଷ୍ଟ୍, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ,...
ମୁଗ ଡାଲି ପରଟା
ଭୁବନେଶ୍ୱର: ଘରେ ପ୍ରସ୍ତୁତ କରନ୍ତୁ ମୁଗ ଡାଲି ପରଟା। ଜାଣି ରଖାନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ।
ଆବଶ୍ୟକ ସାମଗ୍ରୀ :
ମୁଗ ଡାଲି – ୧କପ୍, ଅଟା – ୨କପ୍, ଲୁଣ – ସ୍ବାଦାନୁସାରେ, କଞ୍ଚା ଲଙ୍କା – ୨ଟିଜିରା – ସାମାନ୍ୟ...
ମସରୁମ୍ କୋପ୍ତା
ଭୁବନେଶ୍ୱର: ଘରେ ପ୍ରସ୍ତୁତ କରନ୍ତୁ ‘ମସରୁମ୍ କୋପ୍ତା’ । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ।
ସାମଗ୍ରୀ
ମସରୁମ୍ – ୩ କପ୍
ଆଳୁ – ୩
ଅଦା – ୧ ଚାମଚ
ରସୁଣ – ୪ କୋଲା
ଗରମ ମସଲା – ୧ ଚାମଚ
ଘିଅ – ୧/୨...
ମୁଗ ଖାସି ମାଂସ
ଭୁବନେଶ୍ୱର: ଘରେ ପ୍ରସ୍ତୁତ କରନ୍ତୁ ‘ମୁଗ ଖାସି ମାଂସ’ । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ
ଆବଶ୍ୟକ ସାମଗ୍ରୀ: ଖାସି ମାଂସ, ଗୋଟା ମୁଗ, କଟା ପିଆଜ, କଟା ଟମାଟୋ, ଅଦା ରସୁଣ ବଟା, ଲଙ୍କ। ଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ...