Latest Odisha News

BREAKING NEWS

Browsing Category

ପାଣିପାଗ

Odisha Rain Alert: ପୁଣି ମାଡି ଆସୁଛି ଆଉ ଏକ ଲଘୁଚାପ…ଆଜିଠୁ ପ୍ରବଳ ବର୍ଷିବ! ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ…

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ଓଡ଼ିଶାରେ ଆଜିଠାରୁ ବର୍ଷା ବଢ଼ିବ। ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରବିବାର ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ଯାହାର ପ୍ରଭାବରେ ରାଜ୍ୟରେ ଏବେ ସପ୍ତାହେ ଯାଏଁ…

Heavy Rain Alert: ୪୮ ଘଣ୍ଟାରେ ଆଉ ଏକ ଲଘୁଚାପ! ଆହୁରି ୫ ଦିନ ବର୍ଷା ତାଣ୍ଡବ, ୩ ଜିଲ୍ଲାକୁ ଅରେଞ୍ଜ ଓ ୨୭ ଜିଲ୍ଲାକୁ…

ଭୁବନେଶ୍ୱର: ଓଡ଼ିଶାରେ ବର୍ଷାର ପ୍ରକୋପ ଏବେ ଥମିବାର ନାଁ ନେଉନାହିଁ। ଆସନ୍ତା ୨୦ ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଜାରି ରହିବା ସହ ଆଗାମୀ ୫ ଦିନରେ ପ୍ରବଳ ବର୍ଷା, ବଜ୍ରପାତ ଓ ଝଡ଼ପବନର ଆଶଙ୍କା ରହିଛି। ଏହା ମଧ୍ୟରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଆଉ ଏକ…

Rain Alert: ଓଡ଼ିଶା ଉପରେ ପୁଣି ବର୍ଷା ବିପଦ! ବଙ୍ଗୋପସାଗରରେ ଲଘୁଚାପ, ୫ ଦିନ ଭିଜିବ ରାଜ୍ୟ

ଭୁବନେଶ୍ୱର: ଓଡ଼ିଶାକୁ ପୁଣି ଘାରିଲା ବର୍ଷା ବିପଦ। ଡବଲ ଲଘୁଚାପ ପ୍ରଭାବରେ ରାଜ୍ୟରେ ପୁଣି ବଢ଼ିଲା ବର୍ଷା ଓ ବନ୍ୟା ଚିନ୍ତା। ବଙ୍ଗୋପସାଗରରେ ଶନିବାର ସକାଳେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ଆସନ୍ତା ୫ ଦିନ ଧରି ରାଜ୍ୟରେ ବର୍ଷାର ପ୍ରଭାବ ବଢ଼ିବ। ଭାରତୀୟ ପାଣିପାଗ ବିଭାଗ (IMD)…

Heavy Rain Alert: ଓଡ଼ିଶାରେ ପ୍ରବଳ ବର୍ଷିବ! କେନ୍ଦୁଝରକୁ ରେଡ୍ ଆଲର୍ଟ, ୩୧ ଯାଏଁ ଉତ୍ତର ଓଡ଼ିଶାରେ ଅତିପ୍ରବଳ…

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ସମଗ୍ର ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିଛି। ଅନେକ ସ୍ଥାନ ଜଳମଗ୍ନ ହୋଇଥିବା ବେଳେ ଭାରତୀୟ ପାଣିପାଗ ବିଭାଗ (IMD) ରବିବାର ପାଇଁ କେନ୍ଦୁଝର…

Odisha Heatwave Relief: ବର୍ଷା ଆସିଲା, ହେଲେ ବର୍ଷିଲାନି…ଜୁଲାଇ ପହିଲାରୁ ଗାଜିବ ବର୍ଷା! ୨ ବେଳକୁ ଲଘୁଚାପ…

ଭୁବନେଶ୍ୱର: ରାଜ୍ୟକୁ ଏବେ ଦକ୍ଷିଣ ମୌସୁମୀ ବାୟୁ ଗ୍ରାସ କରିଥିବା ବେଳେ, ଅନେକ ସ୍ଥାନରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳିରେ ଅତିଷ୍ଠ ଓଡ଼ିଶାବାସୀଙ୍କୁ ଆଶ୍ବସ୍ତି ପ୍ରଦାନ କରିଛି । ତଥାପି ବର୍ଷା ଦିନ ଭଳି ବଡ ବର୍ଷା ଅନୁଭୂତ ହେଉନାହିଁ, ଗରମ ଏବଂ ଗୁଳୁଗୁଳି ବଜାୟ ରହିଛି । ଗୁଳୁଗୁଳି…

ଏହିସବୁ ରାଜ୍ୟକୁ ପ୍ରବଳ ବର୍ଷା ଆଲର୍ଟ

ନୂଆଦିଲ୍ଲୀ: ପ୍ରକୋପ ଦେଖାଉଛି ମୌସୁମୀ। ସାରା ଦେଶରେ ଏବେ ମୌସୁମୀ ବାୟୁ ସକ୍ରିୟ ହେବାରେ ଲାଗିଛି, ଯାହାଫଳରେ ଅଧାରୁ ଅଧିକ ଭାରତରେ ବର୍ଷାର ତାଣ୍ଡବ ଦେଖିବାକୁ ମିଳୁଛି। ଭାରତୀୟ ପାଣିପାଗ ବିଭାଗ, IMD ପକ୍ଷରୁ ଦେଶର ୧୭ଟି ରାଜ୍ୟ ପାଇଁ ହାଇ ଆଲର୍ଟ ଜାରି କରାଯାଇଛି। ଆଗାମୀ ୪୮ ଘଣ୍ଟା…

Thunderstorms Alert: ତାତିରୁ ଆଶ୍ବସ୍ତି ଦେଉଛି କାଳବୈଶାଖୀ, ଆହୁରି ୪ ଡିଗ୍ରୀ ଖସିବ ତାପମାତ୍ରା, ୩ରୁ ପୁଣି…

ଭୁବନେଶ୍ବର: ଓଡ଼ିଶାର ବିଭିନ୍ନ ସ୍ଥାନରେ ସାମ୍ପ୍ରତିକ ନର୍'ୱେଷ୍ଟର କାର୍ଯ୍ୟକଳାପ ଯୋଗୁଁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ କିଛିଟା ଆଶ୍ୱସ୍ତି ମିଳିଛି। ବର୍ଷା ଏବଂ ପ୍ରବଳ ପବନ ଯୋଗୁଁ ଅନେକ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇଥିବାବେଳେ, ରାଜ୍ୟର ବିଭିନ୍ନ ସ୍ଥାନରେ, ବିଶେଷକରି ପଶ୍ଚିମ ଓଡ଼ିଶାରେ…

Heat Wave Alert: ତାତିରୁ ମିଳିବ ଆଶ୍ବସ୍ତି, ଏହି ଦିନ ଓଡିଶା ଛୁଇଁପାରେ ମୌସୁମୀ…୨୮ ଯାଏଁ ଆହୁରି ଜାଳିବ

ଭୁବନେଶ୍ବର: ରାଜ୍ୟରେ ଏବେ ଅସହ୍ୟ ଗରମ ସାଙ୍ଗକୁ ପ୍ରବଳ ଗୁଳୁଗୁଳି । ତାତିରେ ତ୍ରାହି ତ୍ରାହି ଡାକୁଛନ୍ତି ରାଜ୍ୟବାସୀ । ସହିହେଉନି ଗରମ, ଗମଗମ ଝାଳକୁ ବାରମ୍ବାର ପାଓ୍ବର କଟ୍ ଲୋକଙ୍କ ଜୀବନକୁ ଦୁର୍ବିସହ କରିଛି । ଶନିବାର ଭାରତୀୟ ପାଣିପାଗ ବିଭାଗ, ଆଇଏମଡି କହିଛି ଯେ ଓଡ଼ିଶାରେ ଜାରି…

Heavy Rainfall: ତାତିରୁ ମିଳିଲା ଆଶ୍ବସ୍ତି, ରାଜଧାନୀରେ ଗାଜିଲା ବର୍ଷା, ଆହୁରି ୫ ଦିନ ବର୍ଷିବ…

ନୂଆଦିଲ୍ଲୀ: କିଛି ଦିନ ହେବ ଦେଶ ସାରା ନିଆଁ ବର୍ଷା ହେଉଥିବା ବେଳେ ଏଥିରେ କିଛି କିଛି ସ୍ଥାନରେ ଆଶ୍ବସ୍ତି ଦେଇଛି ବର୍ଷା । ଜାତୀୟ ରାଜଧାନୀ ତତଲା କଡେଇରେ ଭାଜି ହେଉଥିବା ବେଳେ ଆଜି ଘୋଡେଇ ପକାଇଛି କଳା ବାଦଲ । ଦିଲ୍ଲୀ-ଏନସିଆରରେ ଲୋକମାନେ ଗତ କିଛି ଦିନ ଧରି ଲାଗି ରହିଥିବା ପ୍ରବଳ…

Super El Niño: ପୁଣି ଫେରିବ କି ମହାବିନାଶ? ୧୪୦ ବର୍ଷ ପୂର୍ବେ ଜାଳି ଦେଇଥିଲା କୋଟି କୋଟି ଜୀବନ…

ନୂଆଦିଲ୍ଲୀ: ୧୪୦ ବର୍ଷ ପୂର୍ବେ, ଜାଳି ଦେଇଥିଲା ବିଶ୍ବର ୪% ଜନସଂଖ୍ୟା ୧୮୭୭ର ସେ ଭୟଙ୍କର ଇତିହାସ ପୁଣି ଲେଉଟାଇପାରେ କଡ? ମୁକାବିଲା ପାଇଁ କେତେ ପ୍ରସ୍ତୁତ ଆଜିର ଦୁନିଆ? ଭାରତ ସମେତ ଜଳୁଛି ପୂରା ବିଶ୍ବ । ବଢୁଥିବା ତାପମାତ୍ରା ଯୋଗୁଁ ବିଶ୍ୱ ଏବେ ଭୟଙ୍କର ଗରମପ୍ରବାହ ଅନୁଭବ…