Latest Odisha News

BREAKING NEWS

Browsing Category

ସାହିତ୍ୟ

Samaya Sakshi:ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ “ସମୟ ସାକ୍ଷୀ:ଜଣେ ସାଧାରଣ ଓଡ଼ିଆର କଥା”ର ଲୋକାର୍ପଣ

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଓ ୟୁଏଟିର କୃଷି ଶିକ୍ଷା ସଦନ ପ୍ରେକ୍ଷାଳୟରେ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ’ ଏକ ଅଭିନବ ରୂପରେ ଲୋକାର୍ପିତ ହୋଇଛି । ଏକ ସ୍ମୃତି ମଧୁର ତଥ୍ୟାନୁଭିଭିକ ପୁସ୍ତକଟିଏ ଲୋକଲୋଚନକୁ ଆସିବା ପରେ ଏହାକୁ ନେଇ ଭିନ୍ନ ଭିନ୍ନ ଆଲୋଚନା…

Basare Lekhaka: ଜୁଲାଇରେ ଆୟୋଜିତ ହେବ ରାଜ୍ୟର ପ୍ରଥମ ରାଇଟର୍‌ ଇନ୍‌ ରେସିଡେନ୍ସ କାର୍ଯ୍ୟକ୍ରମ ‘ବସାରେ…

ଭୁବନେଶ୍ବର: ୨୧ ବର୍ଷରେ ପଦାର୍ପଣ କରିବାକୁ ଯାଉଛି ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ । ଏହି ଅବସରରେ ଜୁଲାଇ ମାସରେ ଆୟୋଜିତ ହେବ ରାଜ୍ୟର ପ୍ରଥମ ରାଇଟର୍‌ ଇନ୍‌ ରେସିଡେନ୍ସ କାର୍ଯ୍ୟକ୍ରମ 'ବସାରେ ଲେଖକ'। ନୂଆ ଲେଖକ ନିର୍ମାଣ ଲକ୍ଷ୍ୟରେ ହେଉଥିବା ଏହି କର୍ମଶାଳାରେ…

ବିଶିଷ୍ଟ ସାହିତ୍ୟିକ ସୌଭାଗ୍ୟ କୁମାର ମିଶ୍ରଙ୍କ ଦ୍ୱା ସୁପର୍ଣ୍ଣାର ଇଂରାଜୀ ଅନୁବାଦ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: କେତକୀ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ସୌଭାଗ୍ୟ କୁମାର ମିଶ୍ରଙ୍କ ପ୍ରସିଦ୍ଧ ଓଡ଼ିଆ କୃତି ଦ୍ୱା ସୁପର୍ଣ୍ଣାର ଇଂରାଜୀ ଅନୁବାଦ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ଶୁକ୍ରବାର ଅର୍ଥାତ୍ ଜୁନ୍ ୧୨ ତାରିଖ ସନ୍ଧ୍ୟାରେ…

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ଅନନ୍ୟ ଯାତ୍ରା: କାଗଜ ବନ୍ଧେଇରୁ ଡିଜିଟାଲ୍ ରୂପ

ସବୁ ଓଡ଼ିଆଙ୍କ ମନରେ ଯେମିତି ପ୍ରଭୁ ଜଗନ୍ନାଥ ଏକ ସ୍ୱତନ୍ତ୍ର ସ୍ଥାନ ନେଇଛନ୍ତି ସେହିଭଳି ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଦଶ ହଜାର ପୃଷ୍ଠାର ଏକ ଲକ୍ଷ ପଞ୍ଚାଅଶି ହଜାରରୁ ଅଧିକ ଓଡ଼ିଆ ଶବ୍ଦ, ତା ସହିତ ଇଂ‌ରାଜୀ, ହିନ୍ଦୀ ଓ…

କବିମୟ ହୋଇପଡିଲା ଶ୍ରୀକ୍ଷେତ୍ର ଅନୁରାଗ ସାହିତ୍ୟ ସଂସଦର ଚନ୍ଦନ ମଉଜ

ପୁରୀ: ସ୍ଥାନୀୟ ୟୁଥ ହଷ୍ଟେଲରେ ଶ୍ରୀକ୍ଷେତ୍ର ଅନୁରାଗ ସାହିତ୍ୟ ସଂସଦ ଓ ୱେବ ଚ୍ୟାନେଲ ଅନୁରାଗ ଟାଇମ୍ସ ପକ୍ଷରୁ ଚନ୍ଦନ ମଉଜ ଅନୁଷ୍ଠିତ ହୋଇଛି । ସାରସ୍ୱତ ସାଧକଙ୍କ ଉପସ୍ଥିତି ଏହାକୁ ବେଶ ଆକର୍ଷଣୀୟ କରିଥିଲା । ସଂସଦର ସଭାପତି ତଥା ଏନବିଟିର ପୂର୍ବତନ ଦକ୍ଷ ନିର୍ଦ୍ଦେଶକ ତଥା ପ୍ରତିଷ୍ଠିତ…

Dinanath Pathy Kala Samman: ଗଞ୍ଜପା ଶିଳ୍ପୀ ସତ୍ୟନାରାୟଣ ମହାରଣାଙ୍କୁ ଷଷ୍ଠ ଦିନନାଥ ପାଠୀ କଳା ସମ୍ମାନ

ଭୁବନେଶ୍ୱର: କେତକୀ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ଭାରତୀୟ ବିଦ୍ୟା ଭବନ, ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି ଷଷ୍ଠ ଦିନନାଥ ପାଠୀ କଳା ସମ୍ମାନ ଓ ଚତୁର୍ଥ ଦିନନାଥ ପାଠୀ ସ୍ମାରକୀ ବକ୍ତୃତା ପ୍ରଦାନ ସଭା। ଏହି ଅବସରରେ ଶିଳ୍ପୀ ସାହିତ୍ୟିକ ଓ ବୁଦ୍ଧିଜୀବିଙ୍କଠାରୁ…

ଆଇନ ପେଷାରେ ମଧୁପଣିଆର ପ୍ରାସଙ୍ଗିକତା

ବିଭୁପ୍ରସାଦ ତ୍ରିପାଠୀ ପ୍ରତିବର୍ଷ ଏପ୍ରିଲ ୨୮ ତାରିଖ ମଧୁବାବୁଙ୍କ ଜନ୍ମ ଜୟନ୍ତୀକୁ ସାରା ରାଜ୍ୟର ଆଇନଜୀବୀ ମାନେ ଆଇନଜୀବୀ ଦିବସ ଭାବେ ପାଳନ କରନ୍ତି। ଏହି ଅବସରରେ ସବୁ ବାର୍ ଆସୋସିଏସନ୍ ସଭାଗୃହରେ ମଧୁବାବୁଙ୍କ ଓଡ଼ିଆ ଜାତି ପ୍ରତି ଅବଦାନ, ତାଙ୍କର କୃତୀ ଓ କୃତିତ୍ୱକୁ ନେଇ ସାଧାରଣ…

ଅଶ୍ୱିନୀ କୁମାର ମିଶ୍ରଙ୍କୁ ବିଷୁବ ପୁରସ୍କାର ଓ ଏହିମାନେ ପାଇବେ ‘ଝଙ୍କାର’ ପୁରସ୍କାର

ଭୁବନେଶ୍ବର: ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଚଳିତ ବର୍ଷର ବିଷୁବ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ବିଶିଷ୍ଟ କବି ଓ ପ୍ରାବନ୍ଧିକ ଅଶ୍ବିନୀ କୁମାର ମିଶ୍ର ଏହି ପୁରସ୍କାର ପାଇବେ। ପ୍ରତିବର୍ଷ ବିଷୁବ ସଂକ୍ରାନ୍ତି ଅବସରରେ ‘ପ୍ରଜାତନ୍ତ୍ର’ ପକ୍ଷରୁ ଆୟୋଜିତ ହୋଇଆସୁଥିବା…

ବିଶ୍ୱ କବିତା ଦିବସ ଏବଂ ବିଶ୍ୱ ଡାଉନ୍ ସିଣ୍ଡ୍ରୋମ୍ ଦିବସ ୨୦୨୬ ପାଳିତ

ଭୁବନେଶ୍ୱର: ସ୍ୱାଭିମାନ ସହଯୋଗରେ କେତକୀ ଫାଉଣ୍ଡେସନ୍ ଟ୍ରଷ୍ଟ ଦ୍ୱାରା ଭୁବନେଶ୍ୱରର ଭାରତୀୟ ବିଦ୍ୟା ଭବନରେ ବିଶ୍ୱ କବିତା ଦିବସ ଏବଂ ବିଶ୍ୱ ଡାଉନ୍ ସିଣ୍ଡ୍ରୋମ୍ ଦିବସ ଅବସରରେ ସାହିତ୍ୟିକ ଅଭିବ୍ୟକ୍ତି ଓ ସାମାଜିକ ସଚେତନତାର ଏକ ସୁନ୍ଦର ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ…

କବି ପ୍ରସନ୍ନ ମିଶ୍ରଙ୍କ ୮୫ ତମ ଜୟନ୍ତୀ ‘ଫାଲଗୁନ ଆସର’ ପାଳିତ

ଭୁବନେଶ୍ୱର: କବି ପ୍ରସନ୍ନ ମିଶ୍ରଙ୍କ ୮୫ତମ ଜୟନ୍ତୀ ଉପଲକ୍ଷେ 'ଫାଲଗୁନ ଆସର' କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ନାଟ୍ୟକାର ରମେଶ ପାଣିଗ୍ରାହୀ ମୁଖ୍ୟ ଅତିଥି, ବିଶିଷ୍ଟ ଅଧ୍ୟାପିକା ତଥା ସମାଲୋଚିକା ସଂଘମିତ୍ରା…