Latest Odisha News

BREAKING NEWS

Browsing Category

ଓଡିଶା

Odisha

ତଦନ୍ତ ସମୟରେ ଥାନା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ

ପୁରୀ: ତଦନ୍ତ ପାଇଁ ଗାଁକୁ ଯାଇଥିବା ବେଳେ ପୋଲିସ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି ଥାନା ଅଧିକାରୀ ଦିଲ୍ଲୀପ ଧଳ । ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା କଣାସ ଅଞ୍ଚଳରେ । ଗଡ଼ିଶାଗୋଦା ଥାନା ଅଧିକାରୀ ଦିଲ୍ଲୀପ ଧଳ ଏକ…

ମାସିକ ଋତୁସ୍ରାବ ପାଇଁ ମହିଳା ପୋଲିସ ଅଧିକାରୀଙ୍କୁ ମିଳିବ ୧୨ ଦିନ ଛୁଟି

ଭୁବନେଶ୍ୱର: ଓଡ଼ିଶା ପୋଲିସ ପକ୍ଷରୁ ମହିଳା ପୋଲିସ କର୍ମଚାରୀଙ୍କ ପାଇଁ ଏକାଧିକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିମଧ୍ୟରେ ଗର୍ଭବତୀ ମହିଳା ପୋଲିସଙ୍କୁ ରାତ୍ରିକାଳୀନ ଡ୍ୟୁଟିରୁ ମୁକ୍ତି, ଅତିରିକ୍ତ ସାମୟିକ ଛୁଟି (casual leave) ପ୍ରଦାନ ଏବଂ 'ୱେଲବିଇଙ୍ଗ ଅଫିସର' (କର୍ମଚାରୀଙ୍କ କଲ୍ୟାଣ…

୯ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଘଟଣା, ପ୍ରଧାନଶିକ୍ଷକ ଗିରଫ

ରାୟଗଡା: ରାୟଗଡା ଜିଲ୍ଲାର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ (EMRS)ର ପ୍ରଧାନଶିକ୍ଷକଙ୍କୁ ଶନିବାର ଦିନ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ସହ ଅସଦାଚରଣ ଅଭିଯୋଗରେ ଗିରଫ କରାଯାଇଛି। ସୂଚନା ଅନୁଯାୟୀ ଶୁକ୍ରବାର ଦିନ ଝିଅର ପରିବାର ପକ୍ଷରୁ ଦାଖଲ କରାଯାଇଥିବା ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ…

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ମାଓ ଡମ୍ପରୁ ୩.୮୪ କିଲୋ ସୁନା, ୨୪.୨୨ ଲକ୍ଷ ଟଙ୍କା ଜବତ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ରର ବିଜାପୁର ଜିଲ୍ଲାରେ ସୁରକ୍ଷା ବାହିନୀକୁ ମିଳିଛି ବଡ଼ ସଫଳତା । ନକ୍ସଲ ବିରୋଧୀ ଅଭିଯାନ ସମୟରେ ଭୈରମଗଡ଼ ଥାନା ଅଞ୍ଚଳର ଇନ୍ଦ୍ରାବତୀ ନଦୀ ନିକଟସ୍ଥ ଜଙ୍ଗଲରୁ ୩.୮୪ କିଲୋଗ୍ରାମ ସୁନା ଏବଂ ୨୪ ଲକ୍ଷ ୨୨ ହଜାର ୫୦୦ ଟଙ୍କା ନଗଦ ଜବତ ହୋଇଛି। ଜବତ ସୁନା ଓ…

ରାଜ୍ୟରେ ୨ରୁ ୩° ଖସିବ ପାରଦ, ବଢ଼ିବ ଶୀତ…

ଭୁବନେଶ୍ୱର: ଓଡ଼ିଶାରେ ଶୀତର ପ୍ରକୋପ ବୃଦ୍ଧି ପାଇବା ସହିତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଆହୁରି ହ୍ରାସ ପାଇବ ବୋଲି ଶନିବାର ଦିନ ଭାରତୀୟ ପାଣିପାଗ ବିଭାଗ (IMD) କହିଛି। ଥଣ୍ଡା ବ୍ୟତୀତ ରବିବାର ପ୍ରତ୍ୟୁଷରେ ରାଜ୍ୟର ଅନେକ ଜିଲ୍ଲାକୁ କୁହୁଡ଼ି ଘେରି…

ବାଲିଯାତ୍ରାରେ ମୁଖ୍ୟ ଆକର୍ଷଣ ପାଲଟିଛି ସାଢେ ୯କେଜି ରୁପାରେ ପ୍ରସ୍ତୁତ ୨୦ ଲକ୍ଷର ରୂପା ଡଙ୍ଗା

କଟକ: କଟକ ବାଲିଯାତ୍ରାରେ ମୁଖ୍ୟ ଆକର୍ଷଣ ଗୁଡିକ ମଧ୍ୟରେ ରହିଛି ପ୍ରସିଦ୍ଧ ରୂପା ତାରକସି କାମର ଏକ ହବ୍ । ଏଥିରେ ୪ଟି ଦୋକାନୀଙ୍କ ସହ ୫ଜଣ କାରିଗର ଓ କଟକିଆ ତାରକସୀ ହବ୍ ପକ୍ଷରୁ ୬ରୁ ଅଧିକ ଷ୍ଟଲ କରାଯାଇଛି । ଏଥିରେ ଅନ୍ୟାନ୍ୟ ରୂପା ସାମଗ୍ରୀ ମଧ୍ୟରେ ରହିଛି ୯କେଜି ରୁପାରେ ପ୍ରସ୍ତୁତ ଏକ…

ଚନ୍ଦନ କାଠର ଚୋରା ଚାଲାଣ;୨ ଗିରଫ

ଦିଗପହଣ୍ଡି:ଶୁକ୍ରବାର ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବାବେଳେ ବ୍ୟାଗ ଭିତରୁ ମିଳିଲା ଚନ୍ଦନ କାଠ । ବାଇକ୍ ଚାଳକଙ୍କ ସମେତ ୩ ଜଣଙ୍କୁ ବାନ୍ଧିଲା ପୋଲିସ । ସେମାନେ ଉକ୍ତ ଚନ୍ଦନ କାଠ କୁ ବିକ୍ରି ପାଇଁ ନେଉଥିଲେ ବୋଲି ପୋଲିସ ନିକଟରେ ବୟାନ ଦେଇଥିଲେ।ଜବତ ଚନ୍ଦନ କାଠକୁ ଓଜନ କରିବାରୁ…

ଖଦି ଫ୍ୟାଶନ ଶୋ’ରେ ପରମ୍ପରା ଓ ଆଧୁନିକତାର ଫ୍ୟୁଜନ୍‌, ଗଂଜାମର କନ୍ଥା ଓ ଜାପାନର ବୋରୋ ବସ୍ତ୍ରଶିଳ୍ପର ଅପୂର୍ବ ମିଳନ

ଭୁବନେଶ୍ୱର: ଖୁବ୍ ଜମୁଛି ଖଦି ଓ ଏମଏସଏମଇ ଏକ୍ସପୋ-୨୦୨୬ । ଖଦିର ପରିଚିତ ଛବିକୁ ୂଆ ରୂପ ଓ ଢଙ୍ଗରେ ଉପସ୍ଥାପନ କରିଛି ଫ୍ୟାଶନ ଶୋ । ପରମ୍ପରା , କଳା, କାରିଗରୀ ଓ ସୃଜନଶୀଳତାର ମନୋରବ ଉତ୍ସବର ସାକ୍ଷୀ ପାଲଟିଥିଲା ଇଡକୋ ପ୍ରଦର୍ଶନୀ ପଡିଆ । ଚାରୋଟି ସ୍ୱତନ୍ତ୍ର ସିକ୍ୱେନ୍ସରେ ସଜ୍ଜିତ ଏହି…

ଥାନା ସାମ୍ନାରେ ବିଷ ପିଇଲେ ବୃଦ୍ଧ, ପୁଅ ଓ ବୋହୂ ବିରୋଧରେ ନିର୍ଯାତନା ଅଭିଯୋଗ…

କେନ୍ଦ୍ରାପଡା: କେନ୍ଦ୍ରାପଡା ସଦର ଥାନା ପରିସରରେ ଶନିବାର ଦିନ ଜଣେ ବୃଦ୍ଧ ବ୍ୟକ୍ତି ବିଷ ପିଇ ଦେଇଥିବା ଅଭିଯୋଗ ହୋଇଛି। ବୈପୁର ଗ୍ରାମର ଶିବ ପ୍ରସାଦ ପ୍ରଧାନ ନାମକ ଜଣେ ବ୍ୟକ୍ତି ତାଙ୍କ ପୁଅ ଏବଂ ବୋହୂଙ୍କ ଉପରେ ହଇରାଣ ହରକତ ଏବଂ ନିର୍ଯାତନା ଦେବାର ଅଭିଯୋଗ ଆଣି ଥାନାକୁ ଅଭିଯୋଗ…

ଟ୍ରକ୍ ଧକ୍କାରେ ଯୁକ୍ତ ୨ ଛାତ୍ର ମୃତ, ରାସ୍ତା ଅବରୋଧ କଲେ ଲୋକେ…

ଅନୁଗୋଳ: ଅନୁଗୋଳ ଜିଲ୍ଲାର ଜରପଡ଼ାରେ ଶନିବାର ଦିନ ସାଇକେଲ ଚଲାଉଥିବା ସମୟରେ ଟ୍ରକ୍ ଧକ୍କାରେ ଜଣେ ଯୁକ୍ତ ୨ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଜରପଡ଼ାର ପତିତପାବନ ମହାବିଦ୍ୟାଳୟ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ନାମ ହିତେଶ ସାହୁ, ବୟସ ପ୍ରାୟ ୧୬ ବର୍ଷ। ସେ ଜରପଡ଼ା…