Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

World Leaders Sick: ଭାରତ ଖାଇବା ଖାଇ ଅସୁସ୍ଥ ହୋଇ ପଡିଥିଲେ କି ବିଶ୍ୱ ନେତାମାନେ? ମୁହଁ ଖୋଲିଲା MEA

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଶେଷ ହୋଇଥିବା BRICS ସମ୍ମିଳନୀ ପରେ ବିଭିନ୍ନ ବିଶ୍ୱ ନେତା ଅସୁସ୍ଥ ହୋଇପଡ଼ିଥିବା ନେଇ ସୋସିଆଲ ମିଡିଆରେ ଖବର ଭାଇରାଲ ହେଉଛି। ଭାରତର ପାଣିପାଗ ଏବଂ ଖାଇବା ସେମାନଙ୍କ ଦେହକୁ ସୁହାଇନଥିବା ଚର୍ଚ୍ଚାର ଶିରୋନାମାରେ ରହିଛି । ବିଶେଷ କରି ଚୀନ ରାଷ୍ଟ୍ରପତି ସି…

୫ ଟଙ୍କା କମିଲା ଡିଜେଲ ଦର, ପେଟ୍ରୋଲ ଦର କେତେ? ୱିଣ୍ଡଫଲ ଟ୍ୟାକ୍ସ କମାଇଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ସକାଳେ ଜନସାଧାରଣଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ପେଟ୍ରୋଲ, ଡିଜେଲ ଏବଂ ATF ଉପରେ ଅପ୍ରତ୍ୟାଶିତ ଟିକସ ସେପ୍ଟେମ୍ବର ୧୭ ତାରିଖରେ ହ୍ରାସ କରାଯାଇଛି। ପେଟ୍ରୋଲ, ଡିଜେଲ ଏବଂ ATF ରପ୍ତାନି ଉପରେ ଶୁଳ୍କ ୨୭ ମାର୍ଚ୍ଚରେ ଲାଗୁ…

First Snowfall: ଆଖି ଯୁଆଡ଼େ ଚାହିଁବ…ସିଆଡ଼େ ମନ ମୋହିବ ଦୃଶ୍ୟ! କାଶ୍ମୀରର ଗୁରେଜ-ତୁଲାଇଲରେ ଋତୁର ପ୍ରଥମ…

ଶ୍ରୀନଗର: କାଶ୍ମୀରରେ ଶୀତ ଆସିବାର ଆଗୁଆ ସଙ୍କେତ ମିଳିଛି। ଉତ୍ତର କାଶ୍ମୀରର ବାନ୍ଦିପୋରା ଜିଲ୍ଲାର ଗୁରେଜ ଉପତ୍ୟକାର ଉଚ୍ଚ ଅଞ୍ଚଳରେ ଚଳିତ ଋତୁର ପ୍ରଥମ ବରଫବର୍ଷା ହୋଇଛି। ବରଫପାତ ପରେ ପୂରା ଅଞ୍ଚଳ ଧଳା ଚାଦରରେ ଢାଙ୍କି ହୋଇଯାଇଛି। ବୁଧବାର ଗୁରେଜର ଉଚ୍ଚ ପାହାଡ଼ିଆ ଅଞ୍ଚଳରେ ବରଫ…

UPIକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଲେ ପ୍ରତି ମାସରେ କେତେ ଟଙ୍କା ସଞ୍ଚୟ ହୋଇପାରିବ?

ନୂଆଦିଲ୍ଲୀ: UPI ଭାରତରେ ଟଙ୍କା କାରବାରକୁ ଏତେ ସହଜ କରିଦେଇଛି ଯେ ଲୋକମାନେ ଏବେ ପନିପରିବା ବିକ୍ରେତାଙ୍କଠାରୁ ଆରମ୍ଭ କରି ବଡ଼ ମଲ୍ ପର୍ଯ୍ୟନ୍ତ ସବୁଠି କେବଳ ଗୋଟିଏ କ୍ଲିକ୍‌ରେ ପେମେଣ୍ଟ କରୁଛନ୍ତି। ଏହି ସୁବିଧା ଯେତେ ଉପଯୋଗୀ, ସେତେ ଅପଯୋଗୀ ମଧ୍ଯ। କାରଣ ଏହା ଜାଣତରେ କିମ୍ବା ଅଜାଣତରେ…

UPI ଶୁଳ୍କରୁ ମିଳିବ 15 ହଜାର କୋଟି! MDR ସମୀକରଣ ଚର୍ଚ୍ଚା

ନୂଆଦିଲ୍ଲୀ: ବର୍ଷ ବର୍ଷ ଧରି ମାଗଣା ଥିଲା ୟୁପିଆଇ ସେବା । ଏବେ ଏଥିରେ ଆସିଛି ବଡ ପରିବର୍ତନ । ୨ହଜାର ଟଙ୍କା ୟାଏଁ ନିଶୁଳ୍କ ଏବଂ ୨ହଜାର ଟଙ୍କାରୁ ଅଧିକ ମୂଲ୍ୟର କାରବାର ଉପରେ ଲାଗୁ ହେବାକୁ ଥିବା ୦.୪ ପ୍ରତିଶତ ଏମଡିଆର( ମରଚ୍ଚାଣ୍ଟ ଡିସକାଉଂଟ ରେଟ୍‌) ଭାରତର ସର୍ବାଧିକ ବ୍ୟବହୃତ ଡିଜିଟାଲ…

BJP MLA Turns Beggar: ୫ ହଜାର କୋଟିର ସମ୍ପତ୍ତି! ହାତରେ ଭିକ୍ଷା ଥାଳି; ଭିକାରୀ ସାଜିଲେ ବିଧାୟକ…

ମୁମ୍ବାଇ: ଦାମୀ କାର୍, ଚାରିପଟେ ସୁରକ୍ଷାକର୍ମୀ, ବଡ଼ ଘର ଓ କୋଟି କୋଟି ଟଙ୍କାର ସମ୍ପତ୍ତି। ଏସବୁ ହେଉଛି ମହାରାଷ୍ଟ୍ରର ବିଜେପି ବିଧାୟକ ପରାଗ ଶାହଙ୍କ ଜୀବନର ଏକ ପରିଚିତ ଚିତ୍ର। କିନ୍ତୁ ହଠାତ୍ ଏହି ସବୁ ପରିଚୟକୁ ପଛରେ ଛାଡ଼ି ସେ ପାଲଟିଗଲେ ଜଣେ ସାଧାରଣ ଭିକାରୀ। ହାତରେ ଭିକ୍ଷା ଥାଳି…

ଭାରତ ଉପରେ ପଡ଼ିବ ବୋଝ; ୧୦୦% ଟାରିଫ୍ ଲଗାଇପାରେ ଆମେରିକା!

ନୂଆଦିଲ୍ଲୀ: ଆମେରିକାର ପ୍ରତିନିଧି ସଭା ରୁଷ ଉପରେ କଠୋର କଟକଣା ଲଗାଇବା ପାଇଁ ଏକ ବିଲ୍ ପାସ୍ କରିଛି। ଏହି ବିଲ୍ ଟ୍ରମ୍ପ ପ୍ରଶାସନକୁ ରୁଷ ତେଲ ଏବଂ ଗ୍ୟାସ୍ କ୍ରୟ କରୁଥିବା ଶ୍ରେଷ୍ଠ ପାଞ୍ଚଟି ଦେଶ ଉପରେ ୧୦୦% ପର୍ଯ୍ୟନ୍ତ ଶୁଳ୍କ ଲଗାଇବାକୁ କ୍ଷମତା ଦେବ। ଖାସକରି ରୁଷ ଠାରୁ ତେଲ ଓ…

ପୁଣି ଟାରିଫ୍ ଲଦିବ କି ଆମେରିକା ? US ହାଉସରେ ପାସ୍ ହେଲା ରୁଷ ସାଙ୍କସନ୍‌ ବିଲ୍‌

ଆମେରିକା: ଆମେରିକାର ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସ ରେ ଏକ ବଡ଼ ଧରଣର ରୁଷ ପ୍ରତିବନ୍ଧକ ବିଲ୍‌ ୨୬୨-୧୫୯ ଭୋଟ୍‌ରେ ଗୃହୀତ ହୋଇଛି। ଏହି ନୂଆ ବିଲ୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସେହିସବୁ ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇବାର କ୍ଷମତା ଦେଇଛି,…

୭୬ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦି; ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଓ ପ୍ରଭାତୀ ପରିଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ୭୬ତମ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଏହି ନେତାମାନେ ସୋସିଆଲ୍ ମିଡିଆ ମାଧ୍ୟମରେ ନିଜର ଶୁଭେଚ୍ଛା ଜ୍ଞାପନ…

ଗାଜାରେ ଯୁଦ୍ଧବିଧ୍ୱସ୍ତ ବିଲ୍ଡିଂ ଭୁସୁଡିବାରୁ ୨୧ରୁ ଅଧିକ ମୃତ

ଗାଜା :ଗାଜା ଷ୍ଟ୍ରିପ୍‌ରେ ଆଉ ଏକ ହୃଦୟବିଦାରକ ଦୁର୍ଘଟଣା ସାମ୍ନାକୁ ଆସିଛି। ଇସ୍ରାଏଲ-ହମାସ ଯୁଦ୍ଧରେ ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଏକ ବହୁତଳ ଆବାସିକ କୋଠା ହଠାତ୍ ଭୁଶୁଡ଼ି ପଡ଼ିବାରୁ ୨୧ ଜଣରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୮ ଜଣ ଶିଶୁ ରହିଥିବା ଉଦ୍ଧାରକାରୀ…