Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

Mausi Maa Poda Pitha: ପୋଡା ହୁଏ ନାହିଁ ମହାପ୍ରଭୁଙ୍କ ପୋଡପିଠା! ଭରି ରହିଛି ମାଉସୀ ମା’ଙ୍କ…

ପୁରୀ: ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ମାନବୀୟ ସମ୍ପର୍କ, ସ୍ନେହ, ମମତା ଓ ଭକ୍ତିର ଏକ ଅପୂର୍ବ ଉଦାହରଣ। ନବଦିନ ଧରି ଆଡ଼ପ ମଣ୍ଡପରେ ରହିବା ପରେ ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଫେରୁଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥ ମାଉସୀ ମା'ଙ୍କ ମନ୍ଦିରରେ ଅଟକି…

‘Muslim’ Gajapati: ଜଣେ ‘ମୁସଲମାନ’ ଗଜପତି, କାଳିଆ ପାଇଁ ତ୍ୟାଗ କରିଥିଲେ ସବୁ…

ପୁରୀ: ଭାବର ଠାକୁର ସିଏ ଭାବବିନୋଦିଆ । ଭାବରେ ଡାକିଲେ ଭକ୍ତଙ୍କ ପାଇଁ ଛାଡି ଆସେ ନିଜ ରତ୍ନ ସିଂହାସନ। ଲକ୍ଷ ଲକ୍ଷ ଭକ୍ତଙ୍କ ଆସ୍ଥାର କେନ୍ଦ୍ର ମହାପ୍ରଭୁ ଶ୍ରୀଜଗନ୍ନାଥ। ତାଙ୍କ ଦୟା ଓ କରୁଣାର କାହାଣୀ ଅନେକ ରହିଛି। କିନ୍ତୁ ସେହି ସବୁ କାହାଣୀ ମଧ୍ୟରୁ ସବୁଠାରୁ ଅଧିକ ଭାବବିହ୍ୱଳ…

Divine Mystery of Rath Yatra: ହଟିଆ ଠାକୁରର ହଟ ଲୀଳା; ରଥରେ ଚଢ଼ିବାକୁ ମନା କରିଦେଇଥିଲା ମନୁଆ, ୪୫ ମିନିଟ୍‌ ଧରି…

ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା କେବଳ ଏକ ଧାର୍ମିକ ପର୍ବ ନୁହେଁ, ବରଂ ଏହା ମହାପ୍ରଭୁଙ୍କ ଅନନ୍ତ ଲୀଳା ଓ ଅଲୌକିକ ରହସ୍ୟର ପ୍ରତୀକ। ପ୍ରତିବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ଶ୍ରୀମନ୍ଦିରରୁ ବାହାରି ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ…

Rath Yatra 2026: ରଥାରୂଢ ହେଲେ ଚତୁର୍ଦ୍ଧାମୂର୍ତ୍ତି, ବିନା ଟାହିଆରେ ଝୁଲି ଝୁଲି ଆସିଲା କାଳିଆ…ଆଶ୍ଚର୍ଯ୍ୟ ହୋଇଗଲେ…

ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରାର ସବୁଠାରୁ ଭାବବିହ୍ୱଳ ଓ ଆକର୍ଷଣୀୟ ନୀତି ପହଣ୍ଡି ବିଜେ ଗୁରୁବାର ସୁରୁଖୁରୁରେ ସମ୍ପନ୍ନ ହୋଇଛି। ପାରମ୍ପରିକ ଧାଡ଼ି ପହଣ୍ଡି ଓ ଶୂନ୍ୟ ପହଣ୍ଡିରେ ଶ୍ରୀସୁଦର୍ଶନ, ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜ ନିଜ ରଥରେ…

Khuripani Rath Yatra: ୨୫୦ ବର୍ଷର ନିଆରା ପରମ୍ପରା; କାନ୍ଧରେ ବସି ୨ ଦିନିଆ ଅତିଥି ହୋଇ ଆସେ କାଳିଆ, ଗଡ଼େ ମାତ୍ର…

ବଲାଙ୍ଗିର: ଓଡ଼ିଶାର ପ୍ରାୟ ପ୍ରତ୍ୟେକ ଗାଁରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ରହିଛି। ବର୍ଷସାରା ସେଠି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରି ନିୟମିତ ନୀତିକାନ୍ତି ଓ ପୂଜାର୍ଚ୍ଚନା ହୋଇଥାଏ। କିନ୍ତୁ ଏକ ଏମିତି ଗାଁ, ଯେଉଁଠି ମହାପ୍ରଭୁଙ୍କର କୌଣସି ସ୍ଥାୟୀ ମନ୍ଦିର ନାହିଁ, ନାଁ ହେଉଛି…

Lord Jagannath’s Black Face: କାହିଁକି କଳା ଆମ କାଳିଆ ସୁନା?

ପୁରୀ: ଆଉ ମାତ୍ର ମଝିରେ ଗୋଟିଏ ଦିନ, ବଡଦାଣ୍ଡରେ ମିଶିବ ଭକ୍ତ ଏବଂ ଭଗବାନଙ୍କ ବେନିନୟନ । ଯାହାପାଇଁ ବ୍ୟାକୁଳ ଭକ୍ତଙ୍କ ମନ । ସେ ପୁରୀ ରଥଯାତ୍ରା ହେଉ କି ସ୍ନାନ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବେଳେ ପ୍ରାୟ ପ୍ରତ୍ୟେକ ଭକ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ନିଶ୍ଚୟ ଆସେ,…

Snana Yatra 2026: ଆଜି କାଳିଆର ଜନ୍ମଦିନ, ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ, ଆଜିଠୁ ପୂଜା ପାଇବେ…

ଆଜି କାଳିଆର ଜନ୍ମଦିନ । ଉତ୍ସବମୟ ପୁରୀ ସହର । ସ୍ନାନ ମଣ୍ଡପରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ବଡଦାଣ୍ଡରେ ଏକାଠି ହୋଇଛନ୍ତି ଭକ୍ତ ଭଗବାନ । ଏମିତିକି ଦେବତା, ଗନ୍ଧର୍ବ ଓ କିନ୍ନରମାନେ ମଧ୍ୟ ଏହି ଅପୂର୍ବ ଦୃଶ୍ୟକୁ ଦର୍ଶନ କରି ନିଜକୁ ଧନ୍ୟ ମନେ କରୁଛନ୍ତି । ଜ୍ୟେଷ୍ଠ…

Raja 2026: ରଜ ପାଳୁଛି ଓଡିଶା: ଦୋଳିର ତାଳେ ତାଳେ, ପୋଡପିଠାର ମଜା ନେଇ ହସୁଛି, ବିଶ୍ରାମ ନେଉଛି ଧରିତ୍ରୀ…

ଭୁବନେଶ୍ବର: ବର୍ଷାର ପ୍ରଥମ ଛୁଆଁ, ମାଟିର ସୁଗନ୍ଧ ଏବଂ ଆମ୍ବ ବଗିଚାରେ ଝୁଲୁଥିବା ରଙ୍ଗିନ ଦୋଳି...ଏହି ସବୁକିଛି ସହ ଆସେ ଓଡ଼ିଶାର ଗଣପର୍ବ ରଜ। ଯେଉଁଠି ଆଜି ବି ଋତୁସ୍ରାବ କଥା ପଡିଲେ ମଣିଷ ଟିକେ ଅସହଜ ହୋଇଉଠେ, ସେଠି ରାଜ୍ୟ ଓଡିଶା ଏହାକୁ ଧୁମଧାମରେ ପାଳନ କରେ । ଧରିତ୍ରୀ ମାତ୍ରା…

Akshaya Tritiya 2026: ଅକ୍ଷୟ ତୃତୀୟାରେ ମହା ସଂଯୋଗ, ଏହି ରାଶିକୁ ମିଳିବ ଶୁଭ ଫଳ…

ନୂଆଦିଲ୍ଲୀ: ଅକ୍ଷୟ ତୃତୀୟା ରବିବାର, ୧୯ ଏପ୍ରିଲ୍ ୨୦୨୬ ରେ ପାଳନ କରାଯିବ। ଏହି ଶୁଭ ଦିନରେ ଏକ ବିରଳ ଗ୍ରହ ସଂଯୋଜନ ଅନେକ ରାଜଯୋଗ ସୃଷ୍ଟି କରିବ, ଯାହା ବହୁ ରାଶିକୁ ଆହୁରି ଶୁଭ ଫଳ ପ୍ରଦାନ କରିବ। ସୂର୍ଯ୍ୟ ମେଷ ରାଶିରେ ରହିବେ। ଚନ୍ଦ୍ରଙ୍କ ବୃଷ ରାଶିରେ ଉପସ୍ଥିତି ଅତ୍ୟନ୍ତ ଶୁଭ ଗୌରୀ…