Latest Odisha News

BREAKING NEWS

Browsing Category

ମନୋରଞ୍ଜନ

72nd National Film Awards: ଅନନ୍ତ ନାଗ ପାଇଲେ ଦାଦା ସାହେବ ଫାଲକେ

ଗାନ୍ଧୀନଗଗର: ୭୨ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର (72nd National Film Awards) ପ୍ରଦାନ ସମାରୋହ ଗୁଜୁରାଟର ଏକତା ନଗର (କେୱଡ଼ିଆ) ଠାରେ ୨୨ ସେପ୍ଟେମ୍ବର ୨୦୨୬ରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। 'ଷ୍ଟାଚ୍ୟୁ ଅଫ୍ ୟୁନିଟି' ନିକଟ କେୱଡ଼ିଆ ଏକତା ନଗରରେ ଆୟୋଜିତ ଏହି ସ୍ୱତନ୍ତ୍ର…

ଇତିହାସ ରଚିଲା ‘ରାକା’; ଆଲୁ ଅର୍ଜୁନ-ଆଟଲିଙ୍କ ଫିଲ୍ମ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସାମିଲ

ଚେନ୍ନାଇ: ତେଲୁଗୁ ସୁପରଷ୍ଟାର ଆଲୁ ଅର୍ଜୁନଙ୍କ ଆଗାମୀ ଫିଲ୍ମ 'ରାକା' ପାଇଁ ପ୍ରଶଂସକମାନେ ଉତ୍ସାହିତ ହୋଇରହିଛନ୍ତି, ଯାହା 'ପୁଷ୍ପା' ଏବଂ 'ପୁଷ୍ପା ୨' ଭଳି ଫିଲ୍ମ ସହିତ ଜାତୀୟ ଏବଂ ବିଶ୍ୱ ସ୍ତରରେ ପରିଚିତି ହାସଲ କରିଛି। ରିଲିଜ୍ ହେବାର ପ୍ରାୟ ଗୋଟିଏ ବର୍ଷ ପୂର୍ବରୁ ରାକା ଇତିହାସ…

ରଶ୍ମିକାଙ୍କ MYSAA ଟିଜର୍

ବ୍ୟୁରୋ : ପୁଣି ଶିରୋନାମାରେ ନାସନାଲ କ୍ରସ୍ ରଶ୍ମିକା ମନ୍ଦାନା । ନେଇଆସୁଛନ୍ତି ଏକ ପାୱାରପ୍ୟାକ୍‌ଡ ମୁଭି “ମାଇସା” । ଫିଳ୍ମରେ ରଶ୍ମିକାଙ୍କ ନୂଆ ଅବତାର ଦେଖି ଫିଲ୍ମ ଲଭର ପୁରା ପୁରି ଲଟ୍ଟୁ । ପ୍ୟାନ୍ ଇଣ୍ଡିଆ ଆକ୍ସନ ଫିଲ୍ମରେ ନଜର ଆସିବେ ଚୁଲବୁଲି ନାୟିକା ରଶ୍ମିକା । ଅନଫର୍ମୁଲା ଫିଲ୍ମ…

ନିଜ ଷ୍ଟାଇଲରେ ବିବାହ ଗୁଜବକୁ ଖଣ୍ଡନ କଲେ ସମୟ ରୈନା, କହିଲେ- ‘ଆମକୁ ବାହାଘର ଘୁଞ୍ଚାଇବାକୁ ପଡ଼ିବ’

ମୁମ୍ବାଇ: ତାରକାମାନଙ୍କୁ ନେଇ ଗୁଜବ ଓ ଚର୍ଚ୍ଚା ସୃଷ୍ଟି ହେବା କୌଣସି ନୂଆ କଥା ନୁହେଁ । ନିକଟରେ ଲୋକପ୍ରିୟ ଷ୍ଟାଣ୍ଡଅପ୍ କମେଡିଆନ୍ ସମୟ ରୈନା ଏବଂ 12th Fail ସିନେମା ଫେମ୍ ଅଭିନେତ୍ରୀ ମେଧା ଶଙ୍କରଙ୍କୁ ନେଇ ସୋସିଆଲ୍ ମିଡିଆରେ ଏକ ଖବର ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଥିଲା । ଉଭୟ…

ଅଭିଶପ୍ତ ଗଜଲ : ଇନ୍‌ସା-ଜୀ ଉଠୋ ଅବ୍ କୁଚ୍ କରୋ !

ନୂଆଦିଲ୍ଲୀ: ଗୋଟିଏ ଗଜଲ୍ କ’ଣ ଅଭିଶପ୍ତ ହୋଇପାରେ? ୭୦ ଦଶକର ଏକ ପ୍ରସିଦ୍ଧ ଗଜଲ କୁ ନେଇ କିଛି ଏପରି ଆଶ୍ଚର‌୍ୟ୍ୟଜନକ କାହାଣୀ ରହିଛି, ଯାହାକୁ ଲେଖିଥିବା ଶାୟର ଏବଂ ଗାଇଥିବା ଗାୟକମାନେ ଏହା ପରେ ପରପାରିକୁ ଚାଲିଯାଇଥିଲେ । ସେହି ଚର୍ଚ୍ଚିତ ଗଜଲ୍‌ଟି ହେଉଛି ଇନ୍‌ସା-ଜୀ ଉଠୋ ଅବ୍ କୁଚ୍ କରୋ,…

୯ ଲକ୍ଷ ବଜେଟ୍, ୪୦ ଲକ୍ଷ ରୋଜଗାର: ରାମାନନ୍ଦ ସାଗରଙ୍କ ‘ରାମାୟଣ’ କିପରି ରଚିଥିଲା ଅର୍ଥନୈତିକ ଇତିହାସ

ନୂଆଦିଲ୍ଲୀ: ଭାରତୀୟ ଟେଲିଭିଜନ ଇତିହାସରେ ସର୍ବାଧିକ ଲୋକପ୍ରିୟ ଧାରାବାହିକ କଥା ଉଠିଲେ, ରାମାନନ୍ଦ ସାଗରଙ୍କ 'ରାମାୟଣ'ର ନାମ ସର୍ବାଗ୍ରେ ଆସିଥାଏ । ୧୯୮୭ ମସିହାରେ ଦୂରଦର୍ଶନରେ ପ୍ରସାରିତ ହେଉଥିବା ଏହି ପୌରାଣିକ ଧାରାବାହିକ କେବଳ ଭାରତୀୟଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ନଥିଲା, ବରଂ…

ଟପ୍ ସିଙ୍ଗର ଥିଲେ, ତଥାପି ଲାଗିଲା ବ୍ୟାନ୍: ଜାଣନ୍ତୁ ୧୯୭୫ ମସିହାରେ କିଶୋର କୁମାରଙ୍କ ସହ କ’ଣ ଘଟିଥିଲା

ନୂଆଦିଲ୍ଲୀ: ହିନ୍ଦୀ ସିନେମା ଜଗତର କିମ୍ବଦନ୍ତୀ ଗାୟକ କିଶୋର କୁମାରଙ୍କ ଯାଦୁଗରୀ ସ୍ୱର ଆଜି ବି କୋଟି କୋଟି ଶ୍ରୋତାଙ୍କ ହୃଦୟରେ ରାଜ୍ କରୁଛି । ତେବେ ତାଙ୍କ ସୁଦୀର୍ଘ ସାଙ୍ଗୀତିକ କ୍ୟାରିୟରରେ ଏମିତି ଏକ ସମୟ ଆସିଥିଲା, ଯେତେବେଳେ ତାଙ୍କ ଗୀତ ଶୁଣିବା ଉପରେ ସରକାରୀ କଟକଣା ଲଗାଯାଇଥିଲା।…

Deepveer: ଦୀପିକା-ରଣଭୀରଙ୍କ ଘରେ ପୁଣି ଖୁସିର ଲହରୀ, ଘରେ ପଡିଲା ରାଧାରାଣୀଙ୍କ ପାଦ…

ନୂଆଦିଲ୍ଲୀ: ବଲିଉଡ୍‌ର ଲୋକପ୍ରିୟ ଷ୍ଟାର୍‌ ଦମ୍ପତି ଦୀପିକା ପାଦୁକୋନ ଓ ରଣଭୀର ସିଂହଙ୍କ ଘରେ ପୁଣି ଖେଳିଛି ଖୁସିର ଲହରୀ। ଦମ୍ପତି ଦ୍ୱିତୀୟ ସନ୍ତାନର ମାତାପିତା ହୋଇଛନ୍ତି। ଶନିବାର, ସେପ୍ଟେମ୍ବର ୧୯ରେ ଦୀପିକା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିବା ଦୁହେଁ ସୋସିଆଲ ମିଡିଆରେ ଜଣାଇଛନ୍ତି। ଏହି…

NANIଙ୍କୁ ସମାଲୋଚନା: “ତାମିଲ୍ ସିନେମା ବାଇବେଲ୍ ସଦୃଶ”

ଚେନ୍ନାଇ: ନାନୀ ଓରଫ୍ ନବୀନ ବାବୁ । ଭାରତୀୟ ସିନେମା ଜଗତରେ ଏକ ଜଣାଶୁଣା ନାଁ । ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଜଣେ ସୁନ୍ଦର ଅଭିନେତା ଓ ପ୍ରୟୋଜକ ଭାବେ ସେ ଖୁବ୍ ଫେମସ୍ । ଜଣେ ହାଇଏଷ୍ଟ ପେଡ୍ ଅଭିନେତା ଭାବେ ସବୁଠାରୁ ଅଧିକ ଲୋକପ୍ରୀୟ ଆର୍ଟିଷ୍ଟ ଭାବେ ସେ ଖୁବ୍ ପରିଚିତ । ହେଲେ ଏଇ…

କ୍ୟାଟ୍ରିନା ଓ ଐଶ୍ୱର୍ଯ୍ୟାଙ୍କୁ ବଡି ଶେମିଂ: ସମାଜରେ ମୋଟାପଣକୁ ନେଇ କାହିଁକି ଏତେ ଘୃଣା?

ଭୁବନେଶ୍ୱର: ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ନିଜର ବଢ଼ିଥିବା ଓଜନକୁ ନେଇ ସୋସିଆଲ୍ ମିଡିଆରେ ଟ୍ରୋଲିଂର ଶିକାର ହୋଇଛନ୍ତି । ସେପ୍ଟେମ୍ବର ୧୪ରେ ମୁମ୍ବାଇର ଆଣ୍ଟିଲିଆଠାରେ ଆୟୋଜିତ ଗଣେଶ ଚତୁର୍ଥୀ ଉତ୍ସବରେ କ୍ୟାଟ୍ରିନା ତାଙ୍କ ସ୍ୱାମୀ ଭିକି କୌଶଲ ଓ ପୁଅ ବିହାନଙ୍କ ସହ ସାମିଲ…