Latest Odisha News

BREAKING NEWS

Browsing Category

ଖେଳ

ଗିଲଙ୍କ କହୁଣୀରେ ବାଜିଲା ସିରାଜଙ୍କ ବଲ 

ତିରୁବନନ୍ତପୁରମ୍: ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ର ମାତ୍ର ଦୁଇ ଦିନ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ପାଇଁ ଏକ ଚିନ୍ତାଜନକ ଖବର ଆସିଛି । ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଅଭ୍ୟାସ ସମୟରେ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ଏକ ବଲ୍ ଅଧିନାୟକ ଶୁଭମନ ଗିଲ୍‌ଙ୍କ…

ଅଗରକରଙ୍କୁ ନେଇ ବଡ ଖୁଲାସା କଲେ ଏହି କ୍ରିକେଟର

ନୂଆଦିଲ୍ଲୀ:ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫୋର୍ କ୍ରିକେଟ୍ ଇନ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ପଦରୁ ଅଜିତ୍ ଅଗରକରଙ୍କ କାର‌୍ୟ୍ୟକାଳ ଶୀଘ୍ର ଶେଷ ହେବାକୁ ଯାଉଛି । ଚୁକ୍ତିବୃଦ୍ଧି  ନମିଳିବା କାରଣରୁ ଅକ୍ଟୋବର ୪ରେ ତାଙ୍କ କାର‌୍ୟ୍ୟକାଳ ଶେଷ ହେବ । ଏହି ମୁଦ୍ଦାକୁ ନେଇ ଭାରତୀୟ ଦଳର ପୂର୍ବତନ ଓପନିଂ…

ବ୍ରିଜଭୂଷଣ ମାମଲାରେ ନୂଆ ମୋଡ଼: ଦୋଷମୁକ୍ତ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କଲେ ୪ ମହିଳା କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହ ଏବଂ ସହ-ଅଭିଯୁକ୍ତ ବିନୋଦ ତୋମାରଙ୍କୁ ଯୌନ ନିର‌୍ୟାତନା ମାମଲାରୁ ଦୋଷମୁକ୍ତ କରିବା ନିଷ୍ପତ୍ତିକୁ ମହିଳା କୁସ୍ତିଯୋଦ୍ଧାମାନେ ଚ୍ୟାଲେଞ୍ଜ କରିଛନ୍ତି । ରାଉଜ୍ ଆଭେନ୍ୟୁ କୋର୍ଟର ଟ୍ରାଏଲ୍ କୋର୍ଟ ଦେଇଥିବା…

ଦିଲୀପ ତିର୍କୀଙ୍କ ଜୀବନ ପ୍ରତି ବିପଦ ଅଭିଯୋଗ, ମାମଲା ରୁଜୁ

ନୂଆଦିଲ୍ଲୀ: ହକି ଇଣ୍ଡିଆ ମଧ୍ୟରେ କ୍ଷମତା ସଂଘର୍ଷ ତୀବ୍ର ହୋଇଛି। ଏହାରି ମଧ୍ୟରେ ସଂସ୍ଥାର ସଭାପତି ତଥା ଭାରତୀୟ ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ଦିଲ୍ଲୀ ପୋଲିସ ନିକଟରେ କିଛି ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଦାୟର କରିଛନ୍ତି। ସେମାନଙ୍କ ବିରୋଧରେ 'ବିଶ୍ୱାସଘାତକତା, ଚୋରି, ଜୀବନ…

ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍: କୋହଲିଙ୍କ ଫର୍ମ ଓ ରେକର୍ଡ ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୭ରୁ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାକୁ ଯାଉଛି । ଏହି ସିରିଜ୍‌ରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ବିଶେଷ କରି ବିରାଟ କୋହଲିଙ୍କ ପାଇଁ ଏହି ସିରିଜ୍ ଅତ୍ୟନ୍ତ…

ଏସୀୟ କ୍ରୀଡ଼ା ୨୦୨୬: ମହିଳା ଶଟପୁଟ୍‌ରେ ମନପ୍ରୀତଙ୍କୁ ବ୍ରୋଞ୍ଜ; ୪ ବର୍ଷର ବ୍ୟାନ୍ ପରେ ରଚିଲେ ଇତିହାସ

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ଆଥଲେଟ୍‌ଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି । ମହିଳା ଶଟ୍ ପୁଟ୍  ଇଭେଣ୍ଟରେ ଭାରତର ୩୬ ବର୍ଷୀୟା ଅଭିଜ୍ଞ ଆଥଲେଟ୍ ମନପ୍ରୀତ କୌର ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି । ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ମନପ୍ରୀତ ଏସୀୟ କ୍ରୀଡ଼ାର ମହିଳା ଶଟ୍…

ଗ୍ଲୋବାଲ୍ ଆଥଲେଟ୍ ପାର୍ଟନର୍ସ : ଅନୁଷ୍କା ଶର୍ମା ଟପ-୫ରେ ସାମିଲ ହେବାରେ ଏକମାତ୍ର ଭାରତୀୟ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ନିର୍ମାତା ଅନୁଷ୍କା ଶର୍ମା ଆଉ ଏକ ଆନ୍ତର୍ଜାତୀୟ ସଫଳତା ହାସଲ କରିଛନ୍ତି । ବିଶ୍ୱର ସବୁଠାରୁ ଅଧିକ ଫଲୋଅର୍ସ ଥିବା ଆଥଲେଟ୍ ପାର୍ଟନର୍ସ ତାଲିକାରେ ଅନୁଷ୍କା ୪ର୍ଥ ସ୍ଥାନ ଅଧିକାର କରିଛନ୍ତି । ଏହି ଗ୍ଲୋବାଲ୍ ଟପ୍-୫ ତାଲିକାରେ ସାମିଲ ହେବାରେ ସେ ଏକମାତ୍ର…

Ends India’s 16-year medal wait:୧୬ ବର୍ଷର ଅପେକ୍ଷାର ଅନ୍ତ…ଭାରତର ଝିଅ ସୀମା ଜିତିଲେ ବ୍ରୋଞ୍ଜ;…

ନୂଆଦିଲ୍ଲୀ:୨୦୨୬ ଏସୀୟ କ୍ରୀଡ଼ାରେ ଭାରତର ଚମତ୍କାର ପ୍ରଦର୍ଶନ ଜାରି ରହିଛି। ଆଇଚି-ନାଗୋୟା ଠାରେ ଭାରତୀୟ ଖେଳାଳିମାନେ ନିଜର ଆଥଲେଟିକ୍ସ ଅଭିଯାନକୁ ଏକ ଚମତ୍କାର ଶୈଳୀରେ ଆରମ୍ଭ କରିଛନ୍ତି। ଭାରତୀୟ ଆଥଲେଟ୍ ସୀମା କୁମାରୀ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛନ୍ତି। ସେ ମହିଳା…

ବିଶ୍ୱରେକର୍ଡ ପାଇଁ ଜାଡେଜାଙ୍କୁ ଆବଶ୍ୟକ ଗୋଟିଏ ୱିକେଟ

ତିରୁବନନ୍ତପୁରମ୍:  ଆଗାମୀ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଭାରତର ଅଭିଜ୍ଞ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ନିକଟରେ ବିଶ୍ୱରେକର୍ଡ କରିବା ସୁଯୋଗ ରହିଛି ।  ଆସନ୍ତା ସେପ୍ଟେମ୍ବର ୨୭ରୁ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାକୁ ଯାଉଛି । ଏହି…

ବିସିସିଆଇର ନୂଆ ଟାଇଟଲ ସ୍ପନସର  ହେଲା ମୁଥୁଟ୍ ଫିନକର୍ପ

ନୂଆଦିଲ୍ଲୀ: ମୁଥୁଟ୍ ଫିନକର୍ପ ବିସିସିଆଇର ନୂଆ ଟାଇଟଲ୍ ସ୍ପନ୍ସର ହୋଇଛି । ଆସନ୍ତା ୩୧ ମାର୍ଚ୍ଚ ୨୦୨୮ ପର‌୍ୟ୍ୟନ୍ତ ଭାରତରେ ହେବାକୁ ଥିବା ସମସ୍ତ ଅନ୍ତର୍ଜାତୀୟ ଏବଂ ଘରୋଇ ମ୍ୟାଚ୍ ପାଇଁ କମ୍ପାନୀକୁ ଟାଇଟଲ୍ ସ୍ପନ୍ସରସିପ୍ ଅଧିକାର ମିଳିଛି । ଏହି ଚୁକ୍ତି ଆସନ୍ତା ୨ଟି ଘରୋଇ ସିଜନ୍…