Latest Odisha News

BREAKING NEWS

Browsing Category

ଅପରାଧ

ଜାମୁଇରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ, ମୁଖ୍ୟ ଅଭିଯୁକ୍ତକୁ ଏନକାଉଣ୍ଟର

ପାଟଣା: ବିହାରର ଜାମୁଇରେ ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ନନ୍ଦନ ଯାଦବ ପୋଲିସ ଏନକାଉଣ୍ଟରରେ ଆହତ ହୋଇଛି। ସୂତ୍ର ଅନୁଯାୟୀ ଅଭିଯୁକ୍ତ ସେହି ମାଡୱା ପାହାଡ଼ ନିକଟରେ ଲୁଚି ରହିଥିବା ଜଣାପଡିଛି ଯେଉଁଠାରେ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିଲା। ପୋଲିସ…

ଭିଜିଲାନ୍ସ ଜାଲରେ PEO, ୬ ସ୍ଥାନରେ ଚଢାଉ

ଭୁବନେଶ୍ୱର: ବରଗଡ଼ ଜିଲ୍ଲା କଟାଭାଲ ଗ୍ରାମ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) କାର୍ତ୍ତିକେଶ୍ୱର ବେହେରାଙ୍କ ବିରୋଧରେ ଆୟ-ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ଚଢ଼ଉ କରାଯାଇଛି। ସେ ବରଗଡ଼ ଜିଲ୍ଲାର ଗାଇସିଲେଟ୍ ବ୍ଲକ୍…

ସୋସିଆଲ ମିଡିଆ ଲାଇଭକୁ ନେଇ ରାଜଧାନୀରେ ଫୁଟିଲା ଗୁଳି

ଭୁବନେଶ୍ୱର: ଭୁବନେଶ୍ୱରର ଭରତପୁର ଥାନା ଅନ୍ତର୍ଗତ ଘାଟିକିଆ ଅଞ୍ଚଳରେ ଏକ ଫେସବୁକ୍ ଲାଇଭ୍ ଭିଡିଓକୁ କେନ୍ଦ୍ର କରି ହୋଇଥିବା ବିବାଦ ହିଂସାତ୍ମକ ରୂପ ନେଇଛି। ଏହି ସଂଘର୍ଷରେ ପାଞ୍ଚ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଜଣେ ଯୁବକ ଫେସବୁକ୍‌ରେ…

ସରକାରୀ କ୍ୱାର୍ଟର୍ସରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର 

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଥିବା ଏକ ରେଞ୍ଜ୍ ଅଫିସ୍‌ର ସରକାରୀ କ୍ୱାର୍ଟର୍ସ ଭିତରେ ଜଣେ ଫରେଷ୍ଟରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ମୃତକଙ୍କ ପରିଚୟ ବ୍ୟାସଦେବ ସାହୁ (୫୯) ଭାବେ ଚିହ୍ନଟ କରାଯାଇଛି। ଯିଏକି ବଲାଙ୍ଗୀରର ଠିକାଦାରପଡ଼ା ରେଞ୍ଜ୍‌ରେ ଫରେଷ୍ଟର ଭାବେ କାର୍ଯ୍ୟରତ…

ଜେଲ୍ ଗଲେ ଜେଲ୍ ଅଧୀକ୍ଷକ…

କଟକ: ଗତ ବର୍ଷ ଚୌଦ୍ୱାର ସର୍କଲ ଜେଲରୁ ଦୁଇଜଣ କଏଦୀ ଫେରାର ହେବା ଘଟଣା ପରେ ଜେଲ୍ ରେକର୍ଡରେ ହେରଫେର୍ କରିବା ଅଭିଯୋଗରେ ଚୌଦ୍ୱାର ସର୍କଲ ଜେଲର ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଭୁବନେଶ୍ୱରର ଶହୀଦ ନଗର ଅଞ୍ଚଳରେ ଥିବା ତାଙ୍କ ବାସଭବନରୁ…

ନାଇଜର ହଷ୍ଟେଲ୍ ଛାତରୁ ପଡି ଛାତ୍ର ମୃତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଜଟଣୀସ୍ଥିତ 'ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ' (NISER) ପରିସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ହଷ୍ଟେଲ୍ ଛାତରୁ ଖସିପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ ପରିଚୟ ବିନୟ…

ବିନା ଅନୁମତିରେ ଗଛ କାଟ୍ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ଫରେଷ୍ଟର ନିଲମ୍ବିତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ରେଞ୍ଜ ଅନ୍ତର୍ଗତ ମୈଦଲପୁର ସେକ୍ସନ୍‌ର ଫରେଷ୍ଟର ବିପିନ କୁମାର ହରିଜନଙ୍କୁ ବିନା ଅନୁମତିରେ ଗଛ କାଟିବା ଏବଂ ଆର୍ଥିକ ଅନିୟମିତତା ଅଭିଯୋଗରେ ବନ ବିଭାଗ ନିଲମ୍ବିତ କରିଛି। ଏହି କାର୍ଯ୍ୟାନୁଷ୍ଠାନ ଝରିଗାଁ ରେଞ୍ଜର ମୋହରା ସେକ୍ସନ୍‌ରେ…

ପୋଲିସ ପଞ୍ଝାରେ ଟପ୍ ମାଓନେତା ଅସିମ, ୨.୨୦ କୋଟିର ପୁରସ୍କାର…

ମାଲକାନଗିରି: ସୁରକ୍ଷା ବାହିନୀ ମାଓବାଦୀ ନେତା ଅସିମ୍ ମଣ୍ଡଳଙ୍କୁ ଗିରଫ କରିଛି। ଯିଏକି ଆକାଶ ନାମରେ ମଧ୍ୟ ପରିଚିତ। ତାଙ୍କୁ ଧରିବା ପାଇଁ ମୋଟ ୨.୨୦ କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଯେଉଁଥିରେ ଝାଡ଼ଖଣ୍ଡ ସରକାର ୧ କୋଟି ଏବଂ ଓଡ଼ିଶା ସରକାର ୧.୨୦ କୋଟି ଟଙ୍କା ଧାର୍ଯ୍ୟ…

ପ୍ରେମିକା ଘର ଆଗରେ ଜଳିଗଲା ପ୍ରେମିକ…

ଦେବଗଡ଼: ଦେବଗଡ଼ ଜିଲ୍ଲା ଅନ୍ତର୍ଗତ ରିଆମାଳ ଗ୍ରାମରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ୨୮ ବର୍ଷୀୟ ଯୁବକଙ୍କୁ କେହି ତାଙ୍କ ପ୍ରେମିକାଙ୍କ ଘର ବାରଣ୍ଡାରେ ଜାଳି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ବାବରାକୋଟ ଗ୍ରାମର ସିଲୁ ରାୟ ବୋଲି ଚିହ୍ନଟ କରାଯାଇଛି। ସୂଚନା…

ଭଦ୍ରକରେ ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ; କୁକୁଡ଼ା ଦୋକାନୀ ମୃତ, ଜଣେ ଗୁରୁତର

ଭଦ୍ରକ: ଭଦ୍ରକରେ ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ। ସ୍ଥାନୀୟ ଜେନା ସାହିରେ ଆକ୍ରମଣର ଶିକାର ହୋଇ ଜଣେ କୁକୁଡ଼ା ଦୋକାନୀ ଲକ୍ଷ୍ମୀଧର ଜେନାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ପର୍ଶୁରାମ ଜେନା ଗୁରୁତର ଆହତ ହୋଇଛନ୍ତି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜେନା ସାହିରେ ପୁରୁଣା…