ଶିକ୍ଷା ବେଳକୁ ସରକାର କଞ୍ଜୁସ୍ କାହିଁକି ?

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ସମୟର ସ୍ୱର... ବେଞ୍ଜାମିନ୍ ଫ୍ରାଙ୍କ୍‌ଲିନ୍ କହିଥିଲେ ଯଦି ତୁମେ କୌଣସି ନିବେଶରୁ ସର୍ବାଧିକ ଲାଭ ପାଇବାକୁ ଚାହୁଁଛ, ତାହା ହେଉଛି ଶିକ୍ଷା । ଶିକ୍ଷା କେବଳ ବର୍ତମାନ ତିଆରି କରିନଥାଏ, ଆମ ଭବିଷ୍ୟତକୁ ବି ସମୃଦ୍ଧଶାଳୀ କରିଥାଏ ।...

ଦୁଃଖ ଅପ୍ରମିତ !

“ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖି ଅବା କେହି ସହୁ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ।” ସମଗ୍ର ବିଶ୍ୱର ଚେତନା ଜଗତକୁ ଉଦବୁଦ୍ଧ ତଥା ସମୃଦ୍ଧ କରିଥିବା ଶ୍ରେଷ୍ଠ ସମାଜ ବିଜ୍ଞାନୀ ସନ୍ଥକବି ଭୀମଭୋଇଙ୍କର ଏହି ଉକ୍ତିର ସାର୍ଥକତା...

ମୋ ମାଟିର ମହାଶିଳ୍ପୀ…

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’... ହାତର ତୂଳୀରେ କଣ ସାତରଙ୍ଗର ଘରକରଣା? କାନ୍ଧର ଝୁଲାବ୍ୟାଗ୍‌ରେ କଣ ଅଜଣାଅଶୁଣା କୁହୁକଟାପୁର ଠିକଣା? ପାଦର ଚଟିହଳକରେ କଣ ଧୂସର ଛାୟପଥର ଧୂଳିକଣା? ସଂସାର ବୁଝେନା ମାଟିର ମହାଶିଳ୍ପୀକୁ । ଦିନ କ’ଣ ଧରିପାରେ ରାତିର...

ବିକାଶ ଶିଡ଼ିରେ ଚାଷୀ…

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’... ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁ ୧୯୫୫ ମସିହା ଅଗଷ୍ଟ ପନ୍ଦର ତାରିଖ ସ୍ୱାଧୀନତା ଦିବସ ଅବସରରେ ଲାଲ୍‌କିଲ୍ଲା ଉପରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇ କହିଥିଲେ, ଖାଦ୍ୟ ଦ୍ରବ୍ୟ ଆମଦାନୀ କରିବା ପ୍ରତ୍ୟେକ ଦେଶ...

ହାରି ନାହାନ୍ତି ହୀରାମଣି…

ବାରିପଦା: ଆଜିର ସଭ୍ୟ ସମାଜରେ ନାରୀ ମାନଙ୍କର ଆସନ ବହୁ ଉଚ୍ଚରେ । ସଂପ୍ରତି ନାରୀ ଆଉ ଘରର ଚାରି କାନ୍ଥ ମଧ୍ୟରେ ଆବଦ୍ଧ ନରହି ପୁରୁଷଙ୍କ ସମକକ୍ଷ ହୋଇ ଆତ୍ମନିର୍ଭରଶୀଳ ହେବା ପାଇଁ ଚେଷ୍ଟା କରୁଛି । ପାରିବାରିକ ଦାୟିତ୍ୱ ଏବଂ...

ଉପାନ୍ତରୁ ଆକାଶ: ଏକ ଯାତ୍ରାର ନାଁ ଅନୁପ୍ରିୟା

ଆଦିବାସୀ ଅଧ୍ୟୁଷିତ ଏବଂ ମାଓ ପ୍ରବଣ ମାଲକାନଗିରି ଜିଲ୍ଲାର ଆଦିବାସୀ ପରିବାରର ଝିଅ ଅନୁପ୍ରିୟା ମଧୁମିତା ଲାକ୍ରା । ପିଲାଟି ଦିନରୁ ପାଇଲଟ ହୋଇ ଉଡାଯାହାଜ ଉଡାଇବାର ସ୍ୱପ୍ନ ଦେଖିଥିଲେ ସେ । ସ୍ୱପ୍ନ କଣ ସେବେଠାରୁ ହିଁ ଏହାକୁ ଜୀବନର ଲକ୍ଷ୍ୟ...

ଦୁର୍ଗମ ଗାଆଁ’ର ଦୃଢମନା ଝିଅ ମୁନି ଟିଗା; ଓଡ଼ିଶାର ପ୍ରଥମ ମହିଳା ଲୋକୋ ପାଇଲଟ୍‌

ସୁନ୍ଦରଗଡ ଜିଲ୍ଲାର ବଣଜଙ୍ଗଲ ଘେରା ରୁତକୁକୁଡି ଗାଁ । ଗରିବ କୃଷକ ପରିବାରର ଝିଅ ମୁନି ଟିଗା । ସାତ ଭାଇ ଭଉଣୀ ଓ ବାପା ମାଆଙ୍କୁ ନେଇ ପରିବାର । ଘରେ ପାଠ ପଢିବା ତ ଦୂରେ ଥାଉ ଓଳିଏ ପେଟ...

ବାହ୍ୟ ମଳମୁକ୍ତ ଗ୍ରାମ: ଉଚ୍ଚ ସ୍ୱରରେ କୁହାଯାଉଥିବା ଏକ ଅର୍ଦ୍ଧସତ୍ୟ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’... ରାସ୍ତାରେ ଯାଉଥିବା ସମୟରେ ଦୁଇପଟେ ପଡ଼ୁଥିବା ଗାଁ’ ଗୁଡ଼ିକର ଆରମ୍ଭ ମୁଣ୍ଡରେ ‘ବାହ୍ୟ ମଳମୁକ୍ତ ଗ୍ରାମ’ ଲେଖାଥିବା ଗୋଟିଏ ସିମେଂଟ ଫଳକ ସମସ୍ତଙ୍କ ନଜରରେ ପଡ଼ୁଥିବ ନିଶ୍ଚୟ । ପ୍ରାୟ ଚାରି ଫୁଟ୍ ଉଚ୍ଚର ଏହି...

‘ଗାନ୍ଧୀ ଶାନ୍ତି କେନ୍ଦ୍ର’ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀର ଖଣ୍ଡଗିରି-ଉଦୟଗିରି ଗୁମ୍ପାରେ ଗାନ୍ଧୀ ଶାନ୍ତି କେନ୍ଦ୍ରକୁ ଉଦଘାଟନ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଡ଼ିଜିଟାଲ୍ ସମ୍ପନ୍ନ ସଂଗ୍ରହାଳୟରେ ମହାତ୍ମା ଗାନ୍ଧୀଙ୍କ ବ୍ୟବହୃତ କିଛି ଜିନିଷ ଗୁଡ଼ିକୁ ନେଇ ୬ଟି ଗ୍ୟାଲେରୀ ରହିଛି । ଏହି ସଂଗ୍ରହାଳୟଟି ଆଦିତ୍ୟ...

ଆଇଆଇଏମ୍‍ସି ଢେଙ୍କାନାଳରେ ପୁରାତନ ଛାତ୍ର ସଂଘର ବୈଠକ: ୪ ଶିକ୍ଷାର୍ଥୀଙ୍କୁ ମେଧାବୃତ୍ତି

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ରେ ପୁରାତନ ଛାତ୍ର ସଂଘର ବୈଠକ ଅନୁଷ୍ଠିତ ହୋଇଛି । ଆଇଆଇଏମ୍‍ସି ପୁରାତନ ଛାତ୍ର ସଂଘ (ଆଇଆଇଏମ୍‍ସିଏଏ) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚଳିତ ଶିକ୍ଷାବର୍ଷର ୪ ଶିକ୍ଷାର୍ଥୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି । ଓଡ଼ିଆ...

ସାହିତ୍ୟ