ନୂଆଦିଲ୍ଲୀ : ବ୍ଲାକ୍ ଫ୍ରାଇଡେ ସେଲ୍ର ଧୁମ୍ ଜାରି ରହିଛି। ଆମାଜନ୍, ଫ୍ଲିପକାର୍ଟ, ବିଜୟ ସେଲ୍ସ ଓ କ୍ରୋମାରେ ସ୍ମାର୍ଟଫୋନ୍, ସ୍ମାର୍ଟ ଟିଭି ଓ ଫ୍ରିଜ୍ ସହ ଅନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀରେ ୬୫% ପର୍ଯ୍ୟନ୍ତ ବଡ଼ ଡିସ୍କାଉଣ୍ଟ୍ ମିଳୁଛି। ବ୍ୟାଙ୍କ ଅଫର, କାର୍ଡ ଡିସ୍କାଉଣ୍ଟ୍ ଓ ଏକ୍ସଚେଞ୍ଜ ଅଫର ସହିତ ଦାମ୍ ଆହୁରି କମ୍ ହେଉଛି।
ଆମାଜନ୍ ବ୍ଲାକ୍ ଫ୍ରାଇଡେ ସେଲ୍ ଆରମ୍ଭ:
୨୮ ନଭେମ୍ବର ଶେଷ: ୧ ଡିସେମ୍ବର ୩୨ ଇଞ୍ଚ୍ରୁ ୬୫ ଇଞ୍ଚ୍ ପର୍ଯ୍ୟନ୍ତ ସ୍ମାର୍ଟ ଟିଭିରେ ୫୫-୬୫% ଡିସ୍କାଉଣ୍ଟ୍। ଫ୍ରିଜ୍ ଓ ଅନ୍ୟ ଇଲେକ୍ଟ୍ରୋନିକ୍ସରେ ମଧ୍ୟ ବମ୍ପର ଅଫର।
ଫ୍ଲିପକାର୍ଟ ବ୍ଲାକ୍ ଫ୍ରାଇଡେ ସେଲ୍ ଆରମ୍ଭ: ୨୩ ନଭେମ୍ବର ଶେଷ: ୨୮ ନଭେମ୍ବର (ଆଜି ଶେଷ ଦିନ)
କ୍ରୋମା ବ୍ଲାକ୍ ଫ୍ରାଇଡେ ସେଲ୍ ଆରମ୍ଭ: ୨୨ ନଭେମ୍ବର ଶେଷ: ୩୦ ନଭେମ୍ବର
କେଉଁଠି ମିଳୁଛି ଅଧିକ ଡିସ୍କାଉଣ୍ଟ୍?
ଛୋଟ ଟିଭି (୩୨-୪୩ ଇଞ୍ଚ୍) ଆମାଜନ୍:
VW ଓ Acer ଟିଭିରେ ୬୪-୬୭% ଡିସ୍କାଉଣ୍ଟ୍ + ବ୍ୟାଙ୍କ ଅଫର ସହ ଅଧିକ ସେଭିଂ ଫ୍ଲିପକାର୍ଟ: Foxsky ଟିଭିରେ ୬୭% ଅଫ୍, କିନ୍ତୁ ବ୍ୟାଙ୍କ ଅଫର କମ୍
ବଡ଼ ଟିଭି (୫୦ ଇଞ୍ଚ୍ ଉପରେ) ଫ୍ଲିପକାର୍ଟ:
Toshiba ୫୫ ଇଞ୍ଚ୍ (୫୫%), Realme ୫୦ ଇଞ୍ଚ୍ (୫୫%) ସବୁଠାରୁ ସସ୍ତା ଅମେଜନ୍: TCL ୫୫ ଇଞ୍ଚ୍ରେ ୬୨% ଡିସ୍କାଉଣ୍ଟ୍, ପ୍ରିମିୟମ୍ ବ୍ରାଣ୍ଡ ଚାହୁଁଥିଲେ ଭଲ
ଛୋଟ ଫ୍ରିଜ୍ (୨୦୦ ଲିଟର ଆଖପାଖ) ଫ୍ଲିପକାର୍ଟ:
Haier/CANDYରେ ୩୫-୩୬% + ଏକ୍ସଚେଞ୍ଜ ସହ ୧୦,୦୦୦ ଟଙ୍କା ତଳେ ଅମେଜନ୍: Whirlpool ୧୯୨L ରେ ମୋଟ୍ ୧୪,୮୬୫ ଟଙ୍କା (ବ୍ୟାଙ୍କ ଅଫର ସହ)
ବଡ଼ ଫ୍ରିଜ୍ (୩୦୦ ଲିଟର ଉପରେ) ଫ୍ଲିପକାର୍ଟ:
realme ୫୮୪L ରେ ୫୩% ଡିସ୍କାଉଣ୍ଟ୍ → ମାତ୍ର ୪୧,୯୯୦ ଟଙ୍କା (ସବୁଠାରୁ ସସ୍ତା) ଅମେଜନ୍: Samsung ଓ LG ଭଲ ବ୍ରାଣ୍ଡ କିନ୍ତୁ ଡିସ୍କାଉଣ୍ଟ୍ ୨୭-୩୮% ପର୍ଯ୍ୟନ୍ତ
ବ୍ୟାଙ୍କ ଅଫର୍ସ ଅମେଜନ୍:
ଆକ୍ସିସ୍, ବ୍ୟାଙ୍କ ଅଫ୍ ବରୋଦା, HDFC କାର୍ଡରେ ୧୦% ଇନ୍ଷ୍ଟାଣ୍ଟ ଡିସ୍କାଉଣ୍ଟ୍ + ICICI Amazon Pay କାର୍ଡରେ ୫% ଡିସ୍କାଉଣ୍ଟ୍ + ୫% କ୍ୟାଶ୍ବ୍ୟାକ୍ ଫ୍ଲିପକାର୍ଟ: HSBC ଓ ବ୍ୟାଙ୍କ ଅଫ୍ ବରୋଦା କାର୍ଡରେ ୧୦% ଇନ୍ଷ୍ଟାଣ୍ଟ ଡିସ୍କାଉଣ୍ଟ୍ । ଯଦି ବଡ଼ ସେଭିଂ ଚାହୁଁଛନ୍ତି ତେବେ ଫ୍ଲିପକାର୍ଟ ଓ ଆମାଜନ ଦୁହେଁକୁ ଚେକ୍ କରନ୍ତୁ, ଆଜି ଅନେକ ଅଫରର ଶେଷ ଦିନ!
Comments are closed.