Latest Odisha News

BREAKING NEWS

About Us

ପରିବର୍ତ୍ତିତ ଓ ପରିବର୍ଦ୍ଧିତ ଦୁନିଆ ଧାରାରେ ଖବରର ପରିଭାଷା ଏବେ ଭିନ୍ନ l ପୁଣି କ୍ଷିପ୍ର ଏବେ ଖବରର ଧାରା l ରାଜନୀତିଠୁ ନେଇ ଅର୍ଥନୀତି, ଅବସ୍ଥାଠୁ ନେଇ ବ୍ୟବସ୍ଥା l ହେଲେ ମଣିଷ ସବୁ ସମୟରେ ଚାହେଁ ଯେ ଦୁନିଆର ଖବର ସହିତ ଯୋଡ଼ି ରହିବା ପାଇଁ l ଆଉ ବିଶ୍ବାସ ରଖେ ସେ ଯାହା ପଢୁଛି ତାହା ସଠିକ୍ ଖବର ହେଇଥାଉ, ଯାହା ଦେଖୁଛି ତାହା ନିର୍ଭରଯୋଗ୍ୟ ହେଇଥାଉ l ସେହି ବିଶ୍ବାସକୁ ନେଇ ପ୍ରତି ମୁହୂର୍ତ୍ତରେ, ପ୍ରତି କ୍ଷଣରେ ସବୁ ପ୍ରକାରର ନିଚ୍ଛକ, ନିଖାଦ, ବାସ୍ତବବାଦୀ ଖବରର ଏକମାତ୍ର ଭରସାଯୋଗ୍ୟ ଓଡ଼ିଆ ଡ଼ିଜିଟାଲ୍ ମଞ୍ଚ “ଓଡ଼ିଶା ସମ୍ବାଦ l”