ଦଣ୍ଡ କାହାକୁ? ବଳାତ୍କାର ନା’ ବଳାତ୍କାରୀକୁ?
ଦୁଷ୍କର୍ମ ଏକ ଅପରାଧ, ମାତ୍ର ଏହାକୁ କେବଳ ଅପରାଧ ବୋଲି ଭାବିବାର ସମୟ ଆଉ ନାହିଁ । ଏକ ନିର୍ଦ୍ଧିଷ୍ଟ ଲିଙ୍ଗ କିମ୍ବା ଗୋଷ୍ଠୀ ଉପରେ ହେଉଥିବା ଅପରାଧକୁ ଏକ ସାଧାରଣ ଅପରାଧ ବୋଲି ଭାବିବା ପ୍ରଯୁଯ୍ୟ ହେବନି । କହିବାର ଅର୍ଥ, ଯେମିତି ଅର୍ଥନୀତିକ ଠକେଇ କିମ୍ବା ଅର୍ଥ ସମ୍ବନ୍ଧୀତ ଯେକୌଣସି…