କେହିଜଣେ ଯିବା ପରେ
କେହିଜଣେ ଯିବା ପରେ
ଦେବବ୍ରତ ଦାସ
ସେଦିନଠୁ ସପ୍ତାହ ସାରା ଦେବ ଭାବି ହେଉଥିଲା ମାୟା କଥା । ଯେତେଥର ମାୟା ମନେପଡୁଥିଲା ସେତେଥର ସେ ଭାବୁଥିଲା ଯେ ଏଇକଥାଟା ସେ ମାୟାକୁ କହିବ ନା ନାହିଁ। ପୁଣି ଭାବିଲା ବୋଧହୁଏ ଏକଥା ବୁଝିସାରିଛି ମାୟା । ହେଲେ ସବୁଥର ପରି ଏଥର ଉଇକଏଣ୍ଡରେ ମରିନଡ୍ରାଇଭ…