Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୫୪: ଯୋଗ ମାର୍ଗ କଣ? ଭାଗବତ ଦ୍ୱାରା ମନୁଷ୍ୟ କିପରି ହୁଏ ସଜ୍ଜନ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ମନ୍ୟୁଷଙ୍କୁ ସଜ୍ଜନ ହେବାର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ତିନି ଯୋଗ ମାର୍ଗ ପ୍ରଦର୍ଶିତ କରିଛନ୍ତି। 1.ଜ୍ଞାନ 2.କର୍ମ 3.ଭକ୍ତି ଯଦି ଜ୍ଞାନ କଥା ଚିନ୍ତା କରିବା ତେବେ ଭାଗବତର ବାଣୀ ମନେ ପଡିବ ଅଜ୍ଞାନୁ…

ଶ୍ରୀ ଭାଗବତ ସାର ୫୩: ଶ୍ରୀମଦ ଭାଗବତ ପରି ଗ୍ରନ୍ଥର ସଙ୍ଗ ଲାଭ କରିବା ନିତ୍ୟାନ୍ତ ସୁଲଭ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥ ସନ୍ନିବେଷିତ କାହାଣୀ ମାନଙ୍କ ଅବତାରଣ ନକରି କେତେବେଳେ ଭକ୍ତି, କେତେବେଳେ ମୁକ୍ତି ଇତ୍ୟାଦି ବିଷୟରେ ବ୍ୟାଖ୍ୟା କରିବାର ମୂଳ ଉଦ୍ୟେଶ୍ୟ ହେଉଛି ସାଧାରଣ ମଣିଷଙ୍କୁ ଭାଗବତଙ୍କର ପୂର୍ଣ୍ଣ ପରିଚିତି କରିବା…

ଶ୍ରୀ ଭାଗବତ ସାର ୫୨: ଏଇତ ପରମ ଫଳ ପରମ ପୁରୁଷାର୍ଥ, ଯାର ଆଗେ ତୃଣ ତୁଲ୍ୟ ଚାରି ପୁରୁଷାର୍ଥ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥ ଆମଙ୍କୁ ଶିକ୍ଷା ଦେଲା ଯେ ଅତୁଟ ଭକ୍ତି ଯୋଗେ ହିଁ ଭଗବତ ପ୍ରାପ୍ତ ହୁଅନ୍ତି। ଜୀବର ପରମ ଇଚ୍ଛା ଚତୁଷ୍ଟୟ ପୁରୁଷାର୍ଥ ପ୍ରାପ୍ତ କରିବା ଅର୍ଥାତ ସଂସାର ମଧ୍ୟରେ ରହି ଧର୍ମ, ଅର୍ଥ, କାମ ଓ ମୋକ୍ଷ ପ୍ରାପ୍ତିର…

ଶ୍ରୀ ଭାଗବତ ସାର ୫୧: ଆସନ୍ତୁ ଜାଣିବା ଭଗବାନଙ୍କର ଷଢ଼ ଗୁଣ ବା ଭଗର ସଂଜ୍ଞା..

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କର ଆଧାର ପୁରୁଷ ଭଗବାନ ଶ୍ରୀକୃଷ୍ଣ, ଆମେ ପୂର୍ବରୁ ଭଗ ଯୁକ୍ତ ଭଗବାନ ଵିଷୟରେ ଆଲୋଚନା କରିଛେ। ଏଥିରେ ଷଢ଼ ଐଶ୍ୱର୍ଯ୍ୟ ଅର୍ଥାତ ସମ୍ପୂର୍ଣ ଐଶ୍ୱର୍ଯ୍ୟ, ସମ୍ପୂର୍ଣ ବୀର୍ଯ୍ୟ, ସମ୍ପୂର୍ଣ ଯଶ ସମ୍ପୂର୍ଣ ଶ୍ରୀ,…

ଶ୍ରୀ ଭାଗବତ ସାର ୫୦: ଶ୍ରୀମଦ ଭାଗବତଙ୍କୁ କେବଳ ଜଣେ ପରମ ବୈଷ୍ଣବ ସଠିକ ଭାବରେ ବ୍ୟକ୍ତ କରିପାରିବେ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କୁ କେବଳ ଜଣେ ପରମ ବୈଷ୍ଣବ ସଠିକ ଭାବରେ ବ୍ୟକ୍ତ କରିପାରିବେ। ଏକଥା କହିବାର ତାତ୍ପର୍ଯ୍ୟ ହେଲା ଶ୍ରୀମଦ ଭାଗବତଙ୍କ ଦ୍ବିବିଧ ରୂପର ଅନୁଭବ ଯଥା 1.ଗ୍ରନ୍ଥ ଭାଗବତ 2.ଭକ୍ତ ଭାଗବତ। ଏହି କଥାକୁ ଆମେ ହୃଦୟର ସହ ବିଚାର…

ଶ୍ରୀ ଭାଗବତ ସାର ୪୯: ଯାହ ଭାଗବତ ପଢ଼ ବୈଷ୍ଣବେର ସ୍ଥାନେ, ଏକାନ୍ତ ଆଶ୍ରୟ କର ଚୈତନ୍ୟ ଚରଣେ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ନିଶ୍ଚିତ ଭାବେ ଏକ ମହିମାବନ୍ତ ଗ୍ରନ୍ଥ ଓ ପ୍ରତ୍ୟେକ ସନାତନୀଙ୍କ ପାଇଁ ଏହା ଭଗବାନ ଶ୍ରୀକୃଷ୍ଣ ବାସୁଦେବଙ୍କ ପ୍ରମୂର୍ତ୍ତ ଅଧୋକ୍ଷଜ ବିଗ୍ରହ ରୂପେ ବିବେଚିତ ହୋଇଛି। ଶ୍ରୀମଦ ଭାଗବତଙ୍କୁ ଶ୍ରୀକୃଷ୍ଣ ବାସୁଦେବଙ୍କ…

ଶ୍ରୀ ଭାଗବତ ସାର ୪୮: ବିଷାଦ ଗ୍ରସ୍ତ ଅର୍ଜୁନଙ୍କୁ ମୁକ୍ତି ଦେବା ପାଇଁ ଶ୍ରୀକୃଷ୍ଣ ଦେଇଥିବା ଉପଦେଶରୁ ଉଦ୍ଭବ ଶ୍ରୀ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କର ଉତ୍ପନ୍ନ କାହାଣୀ ଅତ୍ୟନ୍ତ ଭାବଉଦୀପକ ଆମେ ଜାଣିଛେ। ଶ୍ରୀ ଭାଗବତ ଗୀତା ଅର୍ଜୁନଙ୍କ ବିଷାଦ ଯୋଗ ବା ବିଷାଦ ଗ୍ରସ୍ତ ଅର୍ଜୁନଙ୍କୁ ସେଥିରୁ ମୁକ୍ତି ଦେବା ପାଇଁ ଭଗବାନ ଶ୍ରୀକୃଷ୍ଣ ଦେଇଥିବା ଉପଦେଶରୁ ଉଦ୍ଭବ…

ଶ୍ରୀ ଭାଗବତ ସାର ୪୭: ଭାଗବତ ରଚନାର ମୂଳ ତତ୍ୱ କ’ଣ? ଆସନ୍ତୁ ଜାଣିବା…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ଏକାଦଶ ସ୍କନ୍ଦ ବର୍ଣ୍ଣିତ ପ୍ରସଙ୍ଗ ଅନୁସାରେ ପରମାତ୍ମା ଭଗବାନ "ହଂସ" ରୂପ ଧାରଣ କରି ବ୍ରହ୍ମା ଓ ବ୍ରହ୍ମାଙ୍କ ମାନସ ପୁତ୍ର ସନକ ସନାତନ, ସନନ୍ଦ ଓ ସନତକୁମାରଙ୍କ ସମ୍ମୁଖରେ ଆତ୍ମପ୍ରକାଶ କରି କିଛି ଉପଦେଶ ପ୍ରଦାନ…

ଶ୍ରୀ ଭାଗବତ ସାର ୪୬: ଯେଉଁ ପରମ ଯୋଗୀ ପୁରୁଷ ଆତ୍ମାରେ ପରମାତ୍ମିକ ସତ୍ତାଙ୍କ ଉପସ୍ଥିତି ଅନୁଭବ କରନ୍ତି ସେ ହିଁ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥର କିଛି ସାର କଥା ଆଲୋଚନା କରିବାର ଉଦ୍ୟେଶ ନେଇ, ଏହି "ଶ୍ରୀ ଭାଗବତ ସାର " ରଚନାର ଶୁଭ ଆରମ୍ଭ ହୋଇଥିବାରୁ ଏଥିରେ ଭାଗବତର ବିଷୟ ବସ୍ତୁ ଛଡା କିଛି ଏପରି ବିଷୟର ଚର୍ଚ୍ଚା କରିବା ଯାହା ସାଧାରଣ ମନରେ କୌତୁହଳ…

ଶ୍ରୀ ଭାଗବତ ସାର ୪୫: ଶ୍ରୀକୃଷ୍ଣଙ୍କ ନିକଟରେ ଆତ୍ମ ସମର୍ପଣ ଯେଉଁ ମଧୁରାରତି ରସର ଅସ୍ୱାଦନ କରାଏ ତାହାହିଁ ନିତ୍ୟରାସର…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣିତ ରାସର ଆଲୋଚନା ପ୍ରସଙ୍ଗରେ ଆମେ ପ୍ରଥମେ ଜାଣିଲେ ରାସର ଆଙ୍ଗିକ ସ୍ୱରୂପ ବିଷୟରେ। ଏଵେ ଦ୍ଵିତୀୟ ଆତ୍ମିକ ସ୍ୱରୂପ:- ନିତ୍ୟ ରାସ ପୀଠ ବୃନ୍ଦାବନରେ କୃଷ୍ଣବଲ୍ଳଭା ଗୋପୀ ମାନଙ୍କ ସହିତ ରାସବିହାରି…