ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ : ସ୍ରଷ୍ଟାଙ୍କ ସୃଷ୍ଟି
ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଯିଏ ନିଜ ଇଚ୍ଛାରେ ରୁପାୟିତ ହେବାକୁ ଲୀଳା ରଚିଛନ୍ତି। ତାଙ୍କ ପାଇଁ ସବୁ ଅଘଟଣା ବି ଏକ ଘଟଣା ପାଲଟେ। ସବୁ ବିଚିତ୍ରତା, ସାମାନ୍ୟ ହୋଇ ବୈଚିତ୍ରମୟ ହୋଇଯାଏ। ସବୁ…