ଛୁଇଁଯାଉଥିଲା…
ଛୁଇଁଯାଉଥିଲା...
ପ୍ରୀତି ପ୍ରତୀକ୍ଷା
ବେଦନାସିକ୍ତ ଜୀବନ ଭିତରେ
କାହାରି ନା କାହାରି
ଟିକିଏ ଭଲପାଇବା,
ଟିକିଏ ପ୍ରେମ,
ଟିକିଏ ସ୍ନେହ,
ପ୍ରଗାଢ ମୋହରେ ବୁଣିଦେଉଥିଲା
ବଂଚିବାର ରାହାଟିଏ !
ଉଜୁଡ଼ା କ୍ଷେତରେ ସଜଡା ଫସଲ
ଦୂରତାର ବିଡମ୍ବନା...
ସଂପର୍କର ବିଶ୍ୱାସସବୁ
ଧୋକା…