ଅନ୍ଧକାର
ଅନ୍ଧକାର
ଶିବାନନ୍ଦ ବନଛୋର
ହେ ଅନ୍ଧକାର...
ତୁମେ ତ ବଡ ଲାଜକୁରା !
ଯଦି ନୁହେଁ ତ କାହିଁକି ଲୁଚିଛ ଯେ
କଣ ଲୁଚକାଳିର ଖେଳରେ
ମତେ ପରାସ୍ତର ରାସ୍ତା ଦେଖାଇବାକୁ
ଶକୁନିର ଚାଲ ଚଲାଉଛ କି ।
କ'ଣ ବୁଢ଼ୀ ଅସୁରୁଣୀର କଥା କହି
ଭୟର ଏକ ଦୁର୍ଗମ ଦୂର୍ଗରେ
ଚିର ବନ୍ଦୀ କରିବାର…