Latest Odisha News

BREAKING NEWS

ଆସୁଛି ସରକାରୀ କଲର ଆଇଡି, ଏବେ Truecallerର ଖେଳ ଖତମ୍ ?

ନୂଆଦିଲ୍ଲୀ: ଭାରତରେ କଲର୍ ପରିଚୟକୁ ନେଇ ଏକ ବଡ଼ ପରିବର୍ତ୍ତନ ଆରମ୍ଭ ହୋଇସାରିଛି । TRAIର ନୂଆ ପଦକ୍ଷେପ CNAP (Caller Name Presentation) ଆସିବା ପରେ ଏହି ପ୍ରଶ୍ନ ଉଠୁଛି ଯେ କ’ଣ ଏବେ True caller ଭଳି ଲୋକପ୍ରିୟ ଆପ୍‌ର ଆବଶ୍ୟକତା ଶେଷ ହୋଇଯିବ । କିନ୍ତୁ ବାସ୍ତବତା ଏହାଠାରୁ କିଛି…

ପ୍ରତି ୬ ମାସକୁ ଥରେ ଏହି ଦ୍ୱୀପରେ ରାଜ କରିଥାନ୍ତି ଏହି ଦୁଇ ଦେଶ, ସ୍ପେନ ଓ ଫ୍ରାନ୍ସ ସହ ରହିଛି କନେକ୍ସନ

ନୂଆଦିଲ୍ଲୀ: ଯଦି କୌଣସି ଦେଶ ଅନ୍ୟ ଏକ ଦେଶର ସୀମା କିମ୍ବା ଅଞ୍ଚଳ ଉପରେ ନିଜର ନିୟନ୍ତ୍ରଣ କରିଥାଏ, ତାହାଲେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ । କିନ୍ତୁ ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଦୁନିଆରେ ଏକ ଏଭଳି ଅଜଣା ଦ୍ୱୀପ ମଧ୍ୟ ଅଛି, ଯାହା ୬ ମାସ ଏକ ଦେଶର…

କେଉଁ ଦେଶ ଭାରତକୁ ଦେଇଥାଏ ସବୁଠୁ ଅଧିକ ଋଣ ? ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଭାରତ କୌଣସି ଗୋଟିଏ ଦେଶଠୁ ଋଣ କରେନାହିଁ । ଏହା ବଦଳରେ ଭାରତ ଅନେକ ଅନ୍ତର୍ଜାତୀୟ ସଂସ୍ଥା, ବିଦେଶୀ ବ୍ୟାଙ୍କ ଏବଂ ଗ୍ଲୋବାଲ୍ ନିବେଶକଙ୍କ ମଧ୍ୟରେ ବିସ୍ତୀର୍ଣ୍ଣ ହୋଇଛି । ଅର୍ଥ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୨୦୨୦ ଶେଷ ସୁଦ୍ଧା ଭାରତର ମୋଟ ବାହ୍ୟ ଋଣ ପ୍ରାୟ ୫୫୮.୫…

ଭାରତର ଏହି କମ୍ପାନି ପାକିସ୍ତାନରେ ରୋଜଗାର କରୁଛନ୍ତି ଏତେ ଟଙ୍କା, ଜାଣନ୍ତୁ ଏଗୁଡ଼ିକ ନାଁ….

ନୂଆଦିଲ୍ଲୀ: ୧୯୪୭ ପୂର୍ବରୁ ଭାରତ ଓ ପାକିସ୍ତାନ ବିଭାଜନ ନହେବା ବେଳେ ଭାରତରେ ଅନେକ ପ୍ରସିଦ୍ଧ କମ୍ପାନୀ ସ୍ଥାପିତ ହୋଇଥିଲା । ପରେ ବିଭାଜନ ହେବା ପରେ ଏହି କମ୍ପାନୀଗୁଡ଼ିକ ବିଭକ୍ତ ହୋଇଯାଇଥିଲା । ଏହିଭଳି କିଛି କମ୍ପାନୀ ଆଜି ବି ପାକିସ୍ତାନ ପାଇଁ ଧନ ରୋଜଗାର କରୁଛନ୍ତି । ଆସନ୍ତୁ ଜାଣିବା…

୧୫୦୦ ଟଙ୍କାର ହୁଇସ୍କିର ପ୍ରକୃତ ଦାମ୍ କେତେ ? ଜାଣନ୍ତୁ ସରକାର କେତେ ଟଙ୍କା ନେଇଥାନ୍ତି GST

ନୂଆଦିଲ୍ଲୀ; ଭାରତରେ ମଦ କେବଳ ପିଇବାର ବସ୍ତୁ ନୁହେଁ, ରାଜ୍ୟମାନଙ୍କ ପାଇଁ ଏହା ଏକ ବଡ଼ ରାଜସ୍ୱ ଉତ୍ସ ମଧ୍ୟ। ଦେଶର ବିଭିନ୍ନ ରାଜ୍ୟରେ ମଦ ଉପରେ ଏକ୍ସାଇଜ୍ ଡ୍ୟୁଟି, ଭ୍ୟାଟ୍ ଓ ଅନ୍ୟାନ୍ୟ ଶୁଳ୍କ ଭଳି ବିଭିନ୍ନ ପ୍ରକାରର ଟ୍ୟାକ୍ସ ଲାଗୁ ହୋଇଥାଏ। ଏହି ଟ୍ୟାକ୍ସଗୁଡ଼ିକ ଯୋଗୁ ମଦର ଦାମ୍…

ପ୍ରଧାମନ୍ତ୍ରୀଙ୍କୁ ଭେଟିପାରିବେ କି ସାଧାରଣ ନାଗରିକ ? ଜାଣନ୍ତୁ ଉପାୟ, ଆପଣ ବି ଭେଟି ପାରିବେ

ନୂଆଦିଲ୍ଲୀ: ଭାରତ ଏକ ଗଣତାନ୍ତ୍ରିକ ଦେଶ, ଯେଉଁଠାରେ ପ୍ରତ୍ୟେକ ନାଗରିକଙ୍କୁ ନିଜର କଥା ରଖିବାର ଅଧିକାର ରହିଛି । କିନ୍ତୁ ଅଧିକାଂଶ ସାଧାରଣ ଲୋକଙ୍କ ମନରେ ଏହି ପ୍ରଶ୍ନ ରହିଥାଏ ଯେ ସେମାନଙ୍କର ସ୍ୱର ଦେଶର ସର୍ବୋଚ୍ଚ ଆସନ ଯାଏ ପହଞ୍ଚି ପାରିବ କି ? ଜଣେ ସାଧାରଣ ନାଗରିକ କ’ଣ…

ବିଦେଶରେ ହୋଇଥିଲା ଗାନ୍ଧୀ ପରିବାରର ଏହି ସଦସ୍ୟଙ୍କ ବିବାହ, ଜାଣନ୍ତୁ କେଉଁମାନେ ହୋଇଥିଲେ ସାମିଲ

ନୂଆଦିଲ୍ଲୀ: ଗାନ୍ଧୀ ପରିବାର ପୁଣିଥରେ ଚର୍ଚ୍ଚାରେ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା ଏବଂ ବ୍ୟବସାୟୀ ରବର୍ଟ ଭାଡ୍ରାଙ୍କ ପୁଅ ରେହାନ ଭାଡ୍ରାଙ୍କର ବର୍ତ୍ତମାନ ସମୟରେ ଅଭିବା ବେଗ୍‌ଙ୍କ ସହ ନିର୍ବନ୍ଧ ହୋଇଛି । ନିର୍ବନ୍ଧ ପରେ ଏହି ଯୋଡ଼ି ପରିବାର ସଦସ୍ୟମାନଙ୍କ ସହ ରାଜସ୍ଥାନର…

କେମିତି ଦିଆଯାଇଥାଏ ଭାରତ ରତ୍ନ ? ଜାଣନ୍ତୁ କେମିତି ହୋଇଥାଏ ଏହାର ଚୟନ ପ୍ରକ୍ରିୟା

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ। ଏହା ଏକ ଏପରି ପୁରସ୍କାର ଯାହା ସମାଜରେ ଅସାଧାରଣ ଯୋଗଦାନ ଦେଇଥିବା ବ୍ୟକ୍ତିମାନଙ୍କ ପ୍ରତି ରାଷ୍ଟ୍ରର ଗଭୀର କୃତଜ୍ଞତାର ପ୍ରତୀକ। ୧୯୫୪ରେ ଆରମ୍ଭ ହୋଇଥିବା ଭାରତ ରତ୍ନ କେବଳ ରାଜନୀତି କିମ୍ବା ଶାସନ ପର୍ଯ୍ୟନ୍ତ…

ମୋବାଇଲ୍ ଫୋନ୍‌ର ଚାର୍ଜିଂ ପୋର୍ଟ୍ ପାଖେ କାହିଁକି ଥାଏ କଣା, ଏଥିଲେ ଲୁଚି ରହିଛି ହିଡେନ୍‌ ଫିଚର୍ସ

ନୂଆଦିଲ୍ଲୀ: ଆପଣ ଜାଣିଛନ୍ତି କି, ଆପଣଙ୍କ ମୋବାଇଲ୍ ଫୋନ୍‌ର ଚାର୍ଜିଂ ପୋର୍ଟ୍ ପାଖରେ ଥିବା ସେହି ଛୋଟ ଛିଦ୍ରଟି କାହିଁପାଇଁ ଦିଆଯାଇଛି? ଅଧିକାଂଶ ଲୋକ ଏହାକୁ ଭୁଲବଶତଃ ରିସେଟ୍ ବଟନ୍ କିମ୍ବା ସିମ୍ ଟ୍ରେ ଭାବେ ବୁଝିନେଉଛନ୍ତି। କିନ୍ତୁ ପ୍ରକୃତରେ, ଏହି ଛୋଟ ଛିଦ୍ରଟି ଆପଣଙ୍କ କଲ୍ ଓ ଅଡିଓ…

ବାଂଲାଦେଶରେ ମିଳୁନି କଣ୍ଡୋମ୍‌; ଗୋଟିଏ ମାସ ପାଇଁ ବନ୍ଦ ହୋଇଯିବ ବିକ୍ରି, ହିଂସା ଭିତରେ କାହିଁକି ହେଲା ଏମିତି ସ୍ଥିତି

ନୂଆଦିଲ୍ଲୀ: ବାଂଲାଦେଶ ଏବେ କେବଳ ରାଜନୈତିକ ଅସ୍ଥିରତା କିମ୍ବା ହିଂସାରେ ଦେଇ ଗତି କରୁନାହିଁ, ବରଂ ଏକ ଏହିଭଳି ସଙ୍କଟ ଉଭା ହେଉଛି ଯାହା ନୀରବରେ ଲକ୍ଷ ଲକ୍ଷ ଜୀବନକୁ ପ୍ରଭାବିତ କରିପାରେ। ପରିବାର ନିୟୋଜନର ମୂଳଧନ ଭାବେ ପରିଚିତ ଗର୍ଭନିରୋଧକ ସାଧନଗୁଡ଼ିକ ହଠାତ୍ ବଜାର ଏବଂ ସରକାରୀ…