Latest Odisha News

BREAKING NEWS

ଗୋଟିଏ ଘଣ୍ଟା ଭଡ଼ାରେ ନେବାକୁ ଚାହୁଁଛନ୍ତି ହେଲିକପ୍ଟର ? ଜାଣନ୍ତୁ କେତେ ଟଙ୍କା ଦେବାକୁ ପଡ଼ିବ…

ନୂଆଦିଲ୍ଲୀ: ହେଲିକପ୍ଟର ଭଡ଼ା ନେବା ଶୁଣିଲେ ଯେମିତି କୌଣସି ଫିଲ୍ମର ଲଗ୍‌ଜରି ଦୃଶ୍ୟ ମନେପଡ଼େ, କିନ୍ତୁ ଭାରତରେ ଏହା କରିବା ଏବେ ବେଶ୍ ସହଜ ହୋଇଗଲାଣି। ତଥାପି ହେଲିକପ୍ଟର ଭଡ଼ାରେ ନେବାକୁ ହେଲେ ଆପଣଙ୍କୁ ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।  ବିବାହ, ଭିଆଇପି ଯାତ୍ରା, ଆଡଭେଞ୍ଚର…

ଭାରତର ଏହି ଗାଁରେ ସାପଙ୍କ ସହ ଖେଳନ୍ତି ଛୋଟ ପିଲା, ସବୁ ଘରେ ଥାଏ କୋବ୍ରା

ନୂଆଦିଲ୍ଲୀ: ଭାରତର ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରେ ଥିବା ଶେତପାଲ ନାମକ ଏକ ଛୋଟିଆ ଗାଁ ପୁରା ଦେଶରେ ଚର୍ଚ୍ଚାରେ ରହିଛି। ଏହି ଗାଁର ପ୍ରତ୍ୟେକ ଘରେ ବିଷଧର ସାପ (ମୁଖ୍ୟତଃ କୋବ୍ରା) ପରିବାର ସଦସ୍ୟ ଭଳି ରହନ୍ତି ଏବଂ ମଣିଷ ସହିତ ସେମାନେ ଏକଛାତ ତଳେ ଶାନ୍ତିରେ ବାସ କରନ୍ତି। ଶେତପାଲରେ…

ଭୁଲ ମାଗିଲେ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଶୁଭଙ୍କର, କହିଲେ ପୁରୀ ହେଉଛି ମୋର….

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ମହାପ୍ରଭୁଙ୍କ ପରମ୍ପରାକୁ ନେଇ କରିଥିବା ଏକ ମନ୍ତବ୍ୟ ପାଇଁ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ତଥା ୟୁଟ୍ୟୁବର ଶୁଭଙ୍କର ମିଶ୍ର ନିଜର ଅଫିସିଆଲ ଚ୍ୟାନେଲରେ ଏକ ଭିଡିଓ ଜାରି କରି ନିଃଶର୍ତ୍ତ କ୍ଷମା ମାଗିଛନ୍ତି। ଶୁଭଙ୍କର ଭିଡିଓରେ କହିଛନ୍ତି,…

ପ୍ରଥମ ଥର ଆସିଲା ତିନି ଥର ମୋଡ଼ି ହେଉଥିବା ଫୋନ୍, ଦୁଇଟି ସେଲ୍‌ଫି କ୍ୟାମେରା ସହ ଦୁଇଟି ଡିସ୍‌ପ୍ଲେ

ନୂଆଦିଲ୍ଲୀ: ସାମସଙ୍ଗ ମଙ୍ଗଳବାର ଦିନ ନିଜର ବହୁପ୍ରତୀକ୍ଷିତ ଓ ଦୁନିଆର ପ୍ରଥମ ତିନିଥର ଫୋଲ୍ଡ ହେଉଥିବା (Tri-Fold) ସ୍ମାର୍ଟଫୋନ୍ Galaxy Z TriFold ଅଫିସିଆଲି ଲଞ୍ଚ୍ କରିଦେଇଛି। ଏହି ଫୋନ୍ ଏକାଥରେ ତିନି ଭାଗରେ ଫୋଲ୍ଡ ହୋଇପାରୁଛି ଏବଂ ଖୋଲିଲେ ପ୍ରାୟ ଏକ ଛୋଟିଆ ଟ୍ୟାବଲେଟ୍ ଭଳି…

କେଉଁ T20 ଲିଗ୍ ମ୍ୟାଚ୍‌ରେ ଖେଳାଳିଙ୍କୁ ମିଳିଥାଏ ଅଧିକ ଟଙ୍କା, କେତେ ନମ୍ୱରରେ ଆସିଥାଏ IPL ?

ନୂଆଦିଲ୍ଲୀ: ଆସନ୍ତା ୧୬ ଡିସେମ୍ବରରେ ଆବୁଧାବୀର ଅତ୍ୟାଧୁନିକ ଏତିହାଦ ଏରିନାରେ ହେବାକୁ ଯାଉଛି IPL ୨୦୨୬ର ମେଗା ମିନି ନିଲାମି। ୧୫ ନଭେଭେମ୍ବରରେ ସବୁ ଫ୍ରାଞ୍ଚାଇଜି ନିଜର ରିଟେନ୍ ଖେଳାଳି ତାଲିକା ଘୋଷଣା କରିସାରିଛନ୍ତି ଏବଂ ଏବେ ସବୁଆଡେ ଚର୍ଚ୍ଚା ଚାଲିଛି, କିଏ କେତେ କୋଟିରେ ବିକିବେ।…

ଜାଣନ୍ତୁ କ’ଣ ଏହି Dark Web? ଇଣ୍ଟରନେଟରେ ସର୍ଚ୍ଚ କଲେ…

ନୂଆଦିଲ୍ଲୀ:  ଆପଣ ହୁଏତ ଅନେକ ଥର ଇଣ୍ଟରନେଟ ବ୍ୟବହାର କରିଛନ୍ତି, ଗୁଗୁଲରେ ସର୍ଚ୍ଚ କରିଛନ୍ତି, ସୋସିଆଲ ମିଡିଆ ବ୍ରାଉଜ କରିଛନ୍ତି, YouTube ଦେଖୁଛନ୍ତି କିମ୍ବା ଅନଲାଇନରେ ସପିଂ ମଧ୍ୟ କିଣାକିଣି କରୁଛନ୍ତି। କିନ୍ତୁ ଏସବୁ ହେଉଛି ସରଫେସ ୱେବ ନାମରେ ପରିଚିତ ଯାହା ଇଣ୍ଟରନେଟର ଏକ ଅଂଶ।…

ଜିଲ୍ଲାପାଳ ଓ କମିଶନର୍‌ଙ୍କ ମଧ୍ୟରେ କିଏ ଅଧିକ ପାୱରଫୁଲ ? ଜାଣନ୍ତୁ ଅନେତ କୋଚକ କଥା

ନୂଆଦିଲ୍ଲୀ: ଦେଶରେ ପ୍ରଶାସନିକ ପଦବୀକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଦ୍ଵନ୍ଦ୍ଵ ଦେଖାଦେଇଥାଏ। ବିଶେଷକରି ଡିଏମ୍‌ (ଜିଲ୍ଲାପାଳ) ଓ ପୁଲିସ୍‌ କମିଶନର୍‌ ଭଳି ବଡ଼ ପଦବୀକୁ ନେଇ ଅନେକ ପ୍ରଶ୍ନ ଉଠିଥାଏ। ଲୋକେ ଜାଣିବାକୁ ଚାହାନ୍ତି ଯେ, ଏହି ଦୁଇ ଜଣଙ୍କ ମଧ୍ୟରୁ କିଏ ଅଧିକ ଶକ୍ତିଶାଳୀ, କାହାର…

ଗୁଗୁଲରେ ଏହି ୪ଟି ଜିନିଷ ଜମା କରନ୍ତୁନି ସର୍ଚ୍ଚ, ଗିରଫ ହେଲେ ମିଳିବନି ବେଲ୍‌

ନୂଆଦିଲ୍ଲୀ: ଇଣ୍ଟରନେଟ ଆମ ଜୀବନକୁ ଯେତେ ସହଜ କରିଛି, ସେତିକି ବିପଦ ସୃଷ୍ଟି କରିଛି। ବିଶେଷକରି ଗୁଗୁଲ ଭଳି ସର୍ଚ୍ଚ ଇଞ୍ଜିନ ସହିତ, ଯେଉଁଠାରେ ଆମେ ଚିନ୍ତା ନକରି କିଛି ବି ସର୍ଚ୍ଚ କରୁ। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ କିଛି ଶବ୍ଦ, ପ୍ରଶ୍ନ କିମ୍ବା ବିଷୟ ଗୁଗୁଲରେ ଖୋଜିବା ଗମ୍ଭୀର ସମସ୍ୟା…

ବହୁବିବାହ ଉପରେ ଆସିଲା ଆଇନ ! ପୂର୍ବରୁ ଦୁଇଟି ବିବାହ କରିଥିଲେ….

ନୂଆଦିଲ୍ଲୀ: ବହୁବିବାହ ଉପରେ ରୋକ୍‌ ଲଗାଇ ଦେଶର ଉତ୍ତରପୂର୍ବାଞ୍ଚଳୀୟ ରାଜ୍ୟ ଅସାମ ଐତିହାସିକ ପଦକ୍ଷେପ ନେଇଛି। ଅସାମ ବିଧାନସଭାରେ ଗତ ମଙ୍ଗଳବାର ଅସାମ ବହୁବିବାହ ନିଷେଧ ବିଧେୟକ, ୨୦୨୫ ପାସ୍‌ ହୋଇଯାଇଛି। ଏହାପରେ ରାଜ୍ୟରେ ଏକାଧିକ ବିବାହ କରିବା ସମ୍ପୂର୍ଣ୍ଣ ଅବୈଧ ହୋଇଛି। ବଡ଼ କଥା…

ଅନ୍ୟ ଜାତିରେ ବିବାହ କଲେ ବଦଳିଯାଏ ବାପ ଘର ସମ୍ପତ୍ତିର ଅଧିକାର? କୋର୍ଟ କହିଲେ….

ନୂଆଦିଲ୍ଲୀ: ବଦଳି ଯାଇଥିବା ସମ୍ପର୍କ ମଧ୍ୟରେ ଅନେକ ଝିଅ କେବଳ ଏହି କାରଣରୁ ନିଜର ପୈତୃକ ସମ୍ପତ୍ତି ପାଇପାରୁନାହାନ୍ତି, କାରଣ ସେ ନିଜ ଇଚ୍ଛାରେ ବାହାଘର କରିଛି, ତାହା ମଧ୍ୟ ଅନ୍ୟ ଜାତିରେ। ପରିବାରର ଯୁକ୍ତି ସ୍ପଷ୍ଟ ରହିଥାଏ ଯେ, “ଏବେ ତୁ ଆଉ ଆମ ଘରର ଝିଅ ନୁହଁ।” କିନ୍ତୁ ଗୁଜରାଟ…