Latest Odisha News

BREAKING NEWS

ବରକନ୍ୟାଙ୍କୁ ଆଶୀର୍ବାଦ କରିବାକୁ ଷ୍ଟେଜ୍‌ ଉପରକୁ ଚଢିଲେ ବିଜେପି ନେତା, ଓଜନ ସହି ନ ପାରି ଭାଙ୍ଗିଗଲା ଷ୍ଟେଜ୍‌, ଆଉ…

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବାଲିଆରେ ଏକ ବିବାହ ଭୋଜିରେ ଏଭଳି ଏକ ଘଟଣା ଘଟିଥିଲା ଯାହା ଏବେ ଭାଇରାଲ ହେଉଛି। ସୂଚନାନୁସାରେ, ବରିଷ୍ଠ ବିଜେପି ନେତାମାନେ ବିବାହରେ ଯୋଗ ଦେଇଥିଲେ। ଆଉ ସମସ୍ତେ ଏକାସାଙ୍ଗରେ ବର କନ୍ୟାଙ୍କ ସହ ଫଟୋ ଉଠାଇବାକୁ ଠିଆ ହୋଇଥିଲେ, ହେଲେ ସେତିକି ବେଳେ ଷ୍ଟେଜ୍‌ଟି…

ପୁରୁଣା ଗାଡ଼ି କିଣୁଛନ୍ତି କିମ୍ବା ବିକୁଛନ୍ତି? RC ଟ୍ରାନ୍ସଫର ନକଲେ ପଡ଼ିପାରେ…

ନୂଆଦିଲ୍ଲୀ: ଯେତେବେଳେ ଆମେ କୌଣସି ପୁରୁଣା ଗାଡ଼ି କିଣୁ କିମ୍ବା ବିକୁ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ ହେଉଛି RC (ରେଜିଷ୍ଟ୍ରେସନ ସାର୍ଟିଫିକେଟ) ଟ୍ରାନ୍ସଫର କରାଇବା। RC ଟ୍ରାନ୍ସଫର ହେଲେ ହିଁ ଗାଡ଼ିର ବର୍ତ୍ତମାନର ପ୍ରକୃତ ମାଲିକ କିଏ ତାହା ସ୍ପଷ୍ଟ ହେଇଯାଏ। ଏହା ଭବିଷ୍ୟତରେ କୌଣସି…

ବ୍ଲାକ୍ ଫ୍ରାଇଡେରେ ୬୫% ପର୍ଯ୍ୟନ୍ତ ଟିଭି-ଫ୍ରିଜ୍‌ରେ ଡିସ୍‌କାଉଣ୍ଟ ! ଜାଣନ୍ତୁ ଅଫର ଓ ଦାମ୍

ନୂଆଦିଲ୍ଲୀ : ବ୍ଲାକ୍ ଫ୍ରାଇଡେ ସେଲ୍‌ର ଧୁମ୍ ଜାରି ରହିଛି। ଆମାଜନ୍, ଫ୍ଲିପକାର୍ଟ, ବିଜୟ ସେଲ୍ସ ଓ କ୍ରୋମାରେ ସ୍ମାର୍ଟଫୋନ୍, ସ୍ମାର୍ଟ ଟିଭି ଓ ଫ୍ରିଜ୍ ସହ ଅନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀରେ ୬୫% ପର୍ଯ୍ୟନ୍ତ ବଡ଼ ଡିସ୍‌କାଉଣ୍ଟ୍ ମିଳୁଛି। ବ୍ୟାଙ୍କ ଅଫର, କାର୍ଡ ଡିସ୍‌କାଉଣ୍ଟ୍ ଓ…

କେତେ ଖତରନାକ୍ ଆମେରିକାର ନ୍ୟାଶନାଲ ଗାର୍ଡ ? ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଆମେରିକାର ରାଜଧାନୀ ୱାଶିଂଟନ୍ ଡିସିରେ ବୁଧବାର ହ୍ୱାଇଟ୍ ହାଉସ୍‌ଠାରୁ କେବଳ କିଛି ବ୍ଲକ୍ ଦୂରରେ ଏକ ଗୁରୁତର ଗୁଳିକାଣ୍ଡ ଘଟିଛି। ଏହି ଲକ୍ଷ୍ୟବଦ୍ଧ ଆକ୍ରମଣରେ ପଶ୍ଚିମ ଭର୍ଜିନିଆ ନ୍ୟାଶନାଲ୍ ଗାର୍ଡର ଦୁଇଜଣ ସଦସ୍ୟ ଗୁଳିବିଦ୍ଧ ହୋଇ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି…

ବିଶ୍ୱର ଏହି ଗୋଟିଏ ଦେଶରେ ନାହିଁ ଜେଲ, ସେଠାରେ କେବେ ହୋଇନି ଅପରାଧ !

ନୂଆଦିଲ୍ଲୀ: କଳ୍ପନା କରନ୍ତୁ ଏକ ଏଭଳି ଦେଶ, ଯେଉଁଠାରେ ଜେଲ୍ ନାହିଁ, ଚୋରି ନାହିଁ, ମାରପିଟ ନାହିଁ, କେବଳ ଶାନ୍ତି ଓ ନିରାପତ୍ତାର ବାତାବରଣ। ଏଭଳି ଏକ ଦେଶ ପୃଥିବୀରେ ରହିଛି। ଏହା ଏତେ ଛୋଟ ଯେ, ଆପଣ ଏହାକୁ ପାଦରେ ବୁଲି ସାରିପାରିବେ, କିନ୍ତୁ ନ୍ୟାୟ ଓ ଆଇନର ବ୍ୟବସ୍ଥା ଏତେ କଡା ଯେ…

ଅଦ୍ଭୁତ ଜନଜାତି: ମାତ୍ର ୧୫ ବର୍ଷ ବୟସରେ ଝିଅଙ୍କ ସହ….

ନୂଆଦିଲ୍ଲୀ: ଆଫ୍ରିକାର ଇଥିଓପିଆର ଓମୋ ଉପତ୍ୟକାରେ ବାସ କରୁଥିବା ସୁରି ଜନଜାତି, ଯାହାକୁ ସୁରମା ନାମରେ ମଧ୍ୟ ଜଣାଯାଏ, ତାଙ୍କର ଅଜଣା ଓ ଅନନ୍ୟ ପରମ୍ପରା ପାଇଁ ବିଶ୍ୱବ୍ୟାପୀ ଚର୍ଚ୍ଚାରେ ରହିଛନ୍ତି। ପ୍ରାୟ ୨୦,୦୦୦ ଜନସଂଖ୍ୟା ବିଶିଷ୍ଟ ଏହି ଜନଜାତି ପଶୁପାଳନ, ବିଶେଷକରି ଗୋପାଳନ, ଉପରେ…

WhatsAppରୁ ବି ମିଳୁଛି ଏତେ ଟଙ୍କା? ଜାଣନ୍ତୁ କେତେ ହୋଇପାରେ ରୋଜଗାର

ଭୁବନେଶ୍ୱର :ଆଜିର ଡିଜିଟାଲ ଯୁଗରେ ହ୍ୱାଟ୍ସଆପ୍‌ କେବଳ ଚାଟିଂ କିମ୍ବା ଭିଡିଓ କଲିଂର ମାଧ୍ୟମ ନୁହେଁ, ବରଂ ଏହା ଏକ ଏପରି ପ୍ଲାଟଫର୍ମ ହୋଇ ଉଠିଛି, ଯେଉଁଥିରୁ ଆପଣ ମାସିକ ହଜାର ହଜାର ଟଙ୍କା ରୋଜଗାର କରିପାରନ୍ତି। ଯଦି ଆପଣ ଭାବୁଛନ୍ତି ଯେ ହ୍ୱାଟ୍ସଆପ୍‌ରେ କେବଳ ଚାଟିଂ ହୋଇପାରେ, ତେବେ ଏବେ…

ଯେଉଁ ଜେଲରେ ବନ୍ଦୀ ଅଛନ୍ତି ଇମ୍ରାନ, ସେଇଠି କେଉଁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ହୋଇଛି ଫାଶୀ

ନୂଆଦିଲ୍ଲୀ: ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ଗତ କିଛି ଦିନ ଧରି ଚାଲିଥିବା ଚର୍ଚ୍ଚା ଓ ଗୁଜବ ଉପରେ ଏବେ ରାୱଲପିଣ୍ଡିର ଆଦିଆଲା ଜେଲ ପ୍ରଶାସନ ସ୍ପଷ୍ଟ ବୟାନ ଜାରି କରିଛନ୍ତି। ଜେଲ ଅଧିକାରୀମାନେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଇମ୍ରାନ ଖାନଙ୍କୁ କୌଣସି ସ୍ଥାନକୁ…

୪୬ ଲକ୍ଷ ବିବାହରେ ଏତେ ଟଙ୍କାରେ ବିକ୍ରି ହେବ ସୁନା, ସଂଖ୍ୟା ଜାଣିଲେ ତାଜୁବ ହୋଇଯିବେ

ନୂଆଦିଲ୍ଲୀ: ଏବର୍ଷର ବିବାହ ସିଜନ୍‌କୁ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସିଜନ୍ ବୋଲି କୁହାଯାଉଛି। ଏହାର ଆକଳନ କରିବାକୁ ହେଲେ ଏତିକି ଜାଣିଲେ ହିଁ ପର୍ଯ୍ୟାପ୍ତ – ୧ ନଭେମ୍ବରରୁ ୧୪ ଡିସେମ୍ବର ମଧ୍ୟରେ ଦେଶରେ ପ୍ରାୟ ୪୬ ଲକ୍ଷ ବିବାହ ହେବାର ଆକଳନ ରହିଛି। କନ୍‌ଫେଡରେସନ୍ ଅଫ୍ ଅଲ୍ ଇଣ୍ଡିଆ…

ସୁନାଠୁ ବି ଅଧିକ ଟଙ୍କାରେ କାହିଁକି ବିକ୍ରି ହୁଏ କସ୍ତୁରୀ, ଏହା ଦେଖିବାକୁ କେମିତି ?

ନୂଆଦିଲ୍ଲୀ: ଏହା କୌଣସି ଧାତୁ ନୁହେଁ, କୌଣସି ରତ୍ନ ମଧ୍ୟ ନୁହେଁ ଏହା ହେଉଛି କସ୍ତୁରୀ। ପ୍ରଶ୍ନ ଉଠୁଛି, ଏଥିରେ ଏପରି କ’ଣ ଅଛି ଯାହାକୁ ପାଇବା ପାଇଁ ଦେଶଗୁଡ଼ିକରେ ଚୋରା ବେପାର ହେଉଛି ଏବଂ ବୈଜ୍ଞାନିକମାନେ ଏହାକୁ ଡାକ୍ତରୀ ଚମତ୍କାର ମାନୁଛନ୍ତି? ଏହା କେମିତି ଦେଖାଯାଏ, କେଉଁଠାରୁ ମିଳେ…