ଘନ କୁହୁଡି ଯୋଗୁ ବିଳମ୍ୱରେ ପହଞ୍ଚିଲା 300 ବିମାନ, ରେଳ ସେବା ବାଧାପ୍ରାପ୍ତ
ନୂଆଦିଲ୍ଲୀ : ଘନ କୁହୁଡ଼ି ଯୋଗୁ ତିନି ଶହରୁ ଅଧିକ ବିମାନ ଯାତ୍ରା ବିଳମ୍ୱ ହୋଇଥିବା ବେଳେ ରେଲୱେ ସେବା ବାଧାପ୍ରାପ୍ତ ହୋଇଛି। ବୁଧବାର ସକାଳେ ଦିଲ୍ଲୀର ତାପମାତ୍ରା 6 ଡିଗ୍ରୀ ତଳକୁ ଖସିଛି। ଏହାସହ ଘନ କୁହୁଡ଼ି ଦେଶର ରାଜଧାରୀରେ ବିମାନ ଓ ରେଲୱେ ସେବାକୁ ଠପ୍ କରିଦେଇଛି। ଦିଲ୍ଲୀ-ଏନସିଆରର…