Latest Odisha News

BREAKING NEWS

କୋଲକାତା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣାର ସରିଲା ଶୁଣାଣି, ମୃତ୍ୟୁ ଦଣ୍ଡ ଦାବି କଲା ସିବିଆଇ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଆରଜି କର ମେଡିକାଲ ମହିଳା ଟ୍ରେନି ଡାକ୍ତର ଦୁଷ୍କର୍ମ ଘଟଣାର ଆସିଛି ବଡ଼ ଖବର । ଗୁରୁବାର ଏହି ମାମଲାର ଶୁଣାଣି କରିଛନ୍ତି କୋଲକାତାର ସିୟାଲଦା କୋର୍ଟ । ହେଲେ ଶୁଣାଣିର ରାୟକୁ ସଂରକ୍ଷିତ ରଖିଛନ୍ତି କୋର୍ଟ । ଆସନ୍ତା ଜାନୁଆରୀ ୧୮ ତାରିଖରେ କୋର୍ଟ ରାୟ ଶୁଣାଇବେ…

କାନାଡ଼ା ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ୪ ଭାରତୀୟଙ୍କୁ ଜାମିନ

ନୂଆଦିଲ୍ଲୀ : ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟା ମାମଲାରେ ଗିରଫ ହୋଇଥିବା ୪ ଭାରତୀୟ ଅଭିଯୁକ୍ତଙ୍କୁ ମିଳିଲା ଜାମିନ । କାନାଡ଼ା ସୁପ୍ରିମକୋର୍ଟ ସେମାନଙ୍କୁ ଜାମିନ ଦେଇଛନ୍ତି । ଅଭିଯୁକ୍ତ କରନ ବ୍ରାର୍, ଅମନଦୀପ ସିଂହ, କମଲପ୍ରୀତ ସିଂହ ଏବଂ କରଣପ୍ରୀତ ସିଂହଙ୍କୁ ଜାମିନ…

ସେଖ ହସିନାଙ୍କୁ ନେଇ ଆସିଲା ବଡ଼ ଖବର, କେନ୍ଦ୍ର ସରକାର ନେଲେ ଏହି ନିଷ୍ପତ୍ତି

ନୂଆଦିଲ୍ଲୀ : ଏବେ ଭାରତ ଛାଡ଼ିବେନି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା । ତାଙ୍କର ଭାରତରେ ରହିବା ଅବଧି ବଢ଼ାଯାଇଛି । କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସେଖ ହସିନାଙ୍କୁ ଭାରତର ଅତିଥି ଭାବେ ଅବିହିତ କରିଛନ୍ତି କେନ୍ଦ୍ର ସରକାର । ଯେଉଁଥି ପାଇଁ ଅତିଥି ଦେବୋ ଭବଃ…

ଆମେରିକା ଜଙ୍ଗଲରେ ଭୟଙ୍କର ନିଆଁ, ୫ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଆମେରିକା ଜଙ୍ଗଲରେ ଲାଗିଲା ଭୟଙ୍କର ନିଆଁ । ଆମେରିକା କାଲିଫର୍ଣ୍ଣିଆ ଜଙ୍ଗଲରେ ବ୍ୟାପୁଛି ନିଆଁ । ତେବେ ଏହି ନିଆଁ ଏତେ ଭୟଙ୍କ ଭାବେ ଲାଗିଛି ଯେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି । ସେହିଭଳି ଅଗ୍ନିକାଣ୍ଡରେ…

ତିରୁପତି ମନ୍ଦିରରେ ଦଳାଚକଟା, ୬ ମୃତ ଅନେକ ଆହତ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ ବଡ଼ ଅଘଟଣ । ମନ୍ଦିରରେ ବୈକୁଣ୍ଠ ଦ୍ବାର ନିକଟରେ ହୋଇଛି ଦଳାଚକଟା । ଏଥିରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବୁଧବାର ମନ୍ଦିରରେ ୧୦ ଦିନିଆ ବୈକୁଣ୍ଠ ଦ୍ୱାର ଦର୍ଶନର ଟିକେଟ୍ ପାଇଁ ଏପରି ଦଳାଚକଟାର ହୋଇଛି…

ହମାସକୁ ଟ୍ରମ୍ପଙ୍କ ଡେଡଲାଇନ୍, କହିଲେ ଶୀଘ୍ର ବନ୍ଦୀଙ୍କୁ ମୁକ୍ତ କର

ନୂଆଦିଲ୍ଲୀ : ଘମାଘୋଟ ଯୁଦ୍ଧ ଘନଘଟା ଭିତରେ ମଧ୍ୟପ୍ରାଚ୍ୟରେ ଅଶାନ୍ତି ଲାଗି ରହିଛି । ଏହାରି ମଧ୍ୟ ସୁପର ପାଓ୍ବାର ଆମେରିକାର ଭାବି ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ ଦେଇଛନ୍ତି କଡ଼ା ଚେତାବନୀ । ହମାସ୍ ଉଦ୍ଦେଶ୍ୟରେ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ଟ୍ରମ୍ପ । କହିଛନ୍ତି, ହମାସ ବନ୍ଧକଙ୍କୁ…

କଂଗ୍ରେସର ହାତ ଛାଡ଼ିଲେ ଅଖିଳେଶ, ମମତା ଓ ଉଦ୍ଧବ ! କହିଲେ ଦିଲ୍ଲୀରେ ଆସୁ ଆପ୍ ସରକାର

ନୂଆଦିଲ୍ଲୀ : ଦିଲ୍ଲୀରେ ନିର୍ବାଚନ ବିଗୁଲ ବାଜି ସାରିଛି। ଏବେ ଆହୁରି ଜୋରଦାର ହେଉଛି ନିର୍ବାଚନ ପ୍ରଚାର। କଂଗ୍ରେସ ସମେତ ଆପ ଓ ବିଜେପି ନିଜ ନିଜର ରଣନୀତି ନେଇ ମୈଦାନକୁ ଓହ୍ଲାଇଛନ୍ତି। ହେଲେ ଏହାରି ଭିତରେ ଦିଲ୍ଲୀ ରାଜନୀତିକୁ ରୋଚକ କରାଉଛି ଇଣ୍ଡାଆ ମେଣ୍ଟରେ ଥିବା ନେତାଙ୍କ ବୟାନ।…

ଆମେରିକାର ଅଂଶ ହୋଇଯିବ କାନାଡ଼ା ? ଟ୍ରମ୍ପଙ୍କ ପୋଷ୍ଟ ପରେ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ : ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନଜର ଏବେ କାନାଡ଼ା ଉପରେ। ପୂର୍ବରୁ କାନାଡ଼ାକୁ ଆର୍ଥିକ ଶକ୍ତି ଆଧାରରେ ଆମେରିକାର ଏକ ଅଂଶ କରିବାକୁ ଟ୍ରମ୍ପ ଇଚ୍ଛା ପ୍ରକାଶ କରିଥିଲେ। ଆଉ  ଏବେ ଏକ ସୋସିଆଲ ମିଡିଆ ପୋଷ୍ଟରେ ଟ୍ରମ୍ପ କାନାଡା ଏବଂ ଆମେରିକାର ଏକ…

ଚୀନକୁ ଚାଲାଣ ହେଉଛି ଭାରତୀୟଙ୍କ କେଶ, ଧରିଲା ଡିଆରଆଇ

ପାଟନା : ଭାରତରୁ ଚୀନକୁ ଚାଲାଣ ହେଉଛି ମଣିଷ କେଶ। ଦକ୍ଷିଣ ଭାରତର କିଛି ମନ୍ଦିରରୁ ଚୋରି କରାଯାଇ ଭାୟା ବିହାର ହୋଇ ନେପାଳ ରାସ୍ତାରେ ଚୀନକୁ ଚୋରା ଚାଲାଣ ହେଉଛି ମଣିଷ କେଶ। ଏବେ ଏହି ରାକେଡକୁ ଧରିଛି ଡାୟରେକ୍ଟରେଟ ଅଫ ରେଭିନ୍ୟୁ ଇଣ୍ଟେଲିଜନ୍ସ (ଡିଆରଆଇ) । ପଶ୍ଚିମବଙ୍ଗର ଦୁଇ ଚୋରା…

ପୁଣି ଏକ ବଡ଼ ବିମାନ ଦୁର୍ଘଟଣା ଅଳ୍ପକେ ଟଳିଗଲା

ନୂଆଦିଲ୍ଲୀ: ବର୍ଷ ଆରମ୍ଭରୁ ବିମାନ ଦୁର୍ଘଟଣାର ଖବର ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି । ଏହି କ୍ରମରେ ଆଜି ମଧ୍ୟ ଏକ ବଡ଼ ବିମାନ ଦୁର୍ଘଟଣା ଅଳ୍ପକେ ଟଳିଗଳା । ଯଦି ବିମାନ ଜରୁରୀ ଅବତରଣ କରିନଥାନ୍ତା ତେବେ ସ୍ଥିତି ଭୟଙ୍କର ହୋଇଥାନ୍ତା । ଉଜବେକିସ୍ତାନ ଯାଉଥିବା ଏକ ଋଷୀୟ ବିମାନ ଜରୁରୀ…