Latest Odisha News

BREAKING NEWS

ଆଉ ନାହାନ୍ତି ପ୍ରଖ୍ୟାତ ଆଣବିକ ବିଜ୍ଞାନୀ ଆର୍. ଚିଦାମ୍ବରମ୍, ଦେଶ ପାଇଁ ଅବଦାନ ଥିଲା ଅତୁଳନୀୟ

ନୂଆଦିଲ୍ଲୀ : ଆଉ ନାହାନ୍ତି ଭାରତର ପ୍ରଖ୍ୟାତ ଆଣବିକ ବିଜ୍ଞାନୀ ପଦ୍ମବିଭୂଷଣ ଡକ୍ଟର ଆର୍. ଚିଦାମ୍ବରମ୍ । ଶନିବାର ସକାଳେ ମୁମ୍ବାଇ ବାସଭବନରେ ତାଙ୍କର ମୃତ୍ୟୁ ହୋଇୟାଇଛି । ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ୧୯୭୪ରେ ଏବଂ ୧୯୯୮ରେ ପୋଖରାନରେ ହୋଇଥିବା ଆଣବିକ ପରୀକ୍ଷଣରେ ମୁଖ୍ୟ ଭୂମିକା…

ସାମ୍ୱାଦିକଙ୍କୁ ହତ୍ୟା, କାରଣ ଜାଣିଲେ ତାଜୁବ ହୋଇଯିବେ

ନୂଆଦିଲ୍ଲୀ : ଛତିଶଗଡ଼ର ଟେଲିଭିଜନ୍ ସାମ୍ବାଦିକ ମୁକେଶ ଚନ୍ଦ୍ରାକରଙ୍କୁ ହତ୍ୟା କରାଯାଇଛି । ବିଜାପୁର ସହରର ସୁରେଶ ଚନ୍ଦ୍ରାକରଙ୍କ ଘରେ ଥିବା ସେପ୍‌ଟିକ୍ ଟାଙ୍କିରୁ ମୁକେଶଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ମୁଣ୍ଡ ଓ ପିଠିରେ ଏକାଧିକ କ୍ଷତ ଚିହ୍ନ ରହିଛି । ଯାହା ସ୍ପଷ୍ଟ କରି ଦେଉଛି…

କେନ୍ଦ୍ର ସେରକାର ଆଣୁଛନ୍ତି ବଡ଼ ନିୟମ, ଦେଶ ବାହାରକୁ ପଠାଇ ପାରିବେ ନାହିଁ ବ୍ୟକ୍ତିଗତ ସୂଚନା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି ବଡ଼ ନିୟମ । କମ୍ପାନିଗୁଡ଼ିକ ଆଉ ଦେଶ ବାହାରକୁ ଡାଟା ପଠାଇ ପାରିବେ ନାହିଁ । ତେବେ ଏହି ନିୟମ ଦେଶୀୟ କମ୍ପାନି ଉପରେ ଲାଗୁ ହେବ ବୋଲି ଜଣାପଡ଼ିଛି। ଏହି ନିୟମ ଅନୁସାରେ, ଦେଶୀୟ କମ୍ପାନି ସହ ଦେଶରେ ଥିବା ବିଦେଶୀ କମ୍ପାନି ଉପରେ ବି ଲାଗୁ…

ନିର୍ବାଚନ ଲଢ଼ିବେନି ଖୋଦ୍ ଦିଲ୍ଲୀ ବିଜେପି ସଭାପତି, ଆପ କହିଲା…

ନୂଆଦିଲ୍ଲୀ : ନିର୍ବାଚନ ଯେତେ ପାଖେଇ ଆସୁଛି ଦିଲ୍ଲୀ ରାଜନୀତି ସେତେ ସରଗରମ ହେଉଛି । କେତେବେଳେ ଟିକେଟ ବଣ୍ଟକୁ ନେଇ ଅସନ୍ତୋଷ ଆଉ କେତେବେଳେ ନେତାଙ୍କ ବୟାନକୁ ନେଇ ବିବାଦ । ଆଉ ଏ ସବୁ ଭିତରେ କିଏ କେଉଁଠୁ ନିର୍ବାଚନ ଲଢ଼ିବ ସେନେଇ ବି ଉତ୍ସୁକତା ବଢୁଛି । ଏବେ ଦିଲ୍ଲୀ ରାଜନୀତିରେ ସବୁଠାରୁ…

ରାମ ରହିମଙ୍କ ପୁଣି ବଢ଼ିଲା ଅଡୁଆ, ସୁପ୍ରିମକୋର୍ଟରୁ ନୋଟିସ୍

ନୂଆଦିଲ୍ଲୀ : ଗୁରୁମିତ୍ ରାମ ରହିମଙ୍କ ପାଇଁ ପୁଣି ବଢ଼ିଲା ଅଡୁଆ । ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ୍ ରାମ ରହିମଙ୍କୁ ସୁପ୍ରିମକୋର୍ଟରୁ ନୋଟିସ୍ ହୋଇଛି । ୨୦୦୨ରେ ଡେରା ସଚ୍ଚା ସୌଦାର ମ୍ୟାନେଜର୍ ରଞ୍ଜିତ ସିଂହଙ୍କ ହତ୍ୟା ମାମଲାରେ ତାଙ୍କୁ ନୋଟିସ୍ ଜାରି କରାଯାଇଛି । ଏହି ମାମଲାରେ…

ପୁଣି ଭାରତର ଜାଗା ମାଡ଼ି ବସିଲା ଚୀନ, ଭାରତର ବଡ଼ ଆକ୍ସନ !

ନୂଆଦିଲ୍ଲୀ : ପୁଣି ଚୀନର ଦାଦାଗିରି । ମାଡ଼ି ବସିଲା ଲଦାଖର କିଛି ଅଂଶ । ଚୀନ ଏବେ ତାର ଭୌଗଳିକ ପରିସୀମାରେ ଆଉ ଦୁଇଟି କାଉଣ୍ଟି ଯୋଡ଼ିଛି । ଜିନଜିଆଙ୍ଗ ଅଟୋନମସ୍‌ ରିଜିଅନ୍ ଅଧୀନରେ ଏହି ଦୁଇଟି ନୂଆ କାଉଣ୍ଟି କରିଛି ଚୀନ । ଗୋଟିକର ନାମ ହେ’ଆନ୍ ଓ ଅନ୍ୟଟିର ନାମ ହେକାଙ୍ଗ । ଏହି ଦୁଟି…

ନୀତୀଶଙ୍କୁ ବଡ଼ ଅଫର, ଜାତୀୟ ରାଜନୀତିରେ ହଟଚମଟ

ନୂଆଦିଲ୍ଲୀ : ଜାତୀୟ ରାଜନୀତିରେ ପୁଣି ନୀତୀଶ କୁମାରଙ୍କୁ ନେଇ ହଟଚମଟ । ପ୍ରଥମେ ନୀତୀଶ ସାଇଲେଣ୍ଟ ମୋଡକୁ ଯିବା ପରେ ଏବେ ବଡ଼ ଅଫର, ଯାହା ଜାତୀୟ ରାଜନୀତିରେ ଝଡ଼ ସୃଷ୍ଟି କରିଛି । ସାମାଜିକ ଗଣମାଧ୍ୟରେ ଅନେକ କହିଲେଣି ପୁଣି ଏନଡିଏକୁ ଟାଟା କରିବେ କି ନୀତୀଶ କୁମାର ? ତେବେ ଏପରି ଚର୍ଚ୍ଚା…

ଓଡ଼ିଶା ଆକାଶରେ ଅଜଣା ହେଲିକପ୍ଟର, ଲୋକେ ଛାନିଆ

ଭୁବନେଶ୍ୱର: ଆକାଶରେ ବୁଲୁଛି ଅଜଣା ହେଲିକପ୍ଟର । ଆଉ ଏହାର ପଛରେ ଲାଗିଛି ଇଲେକ୍ଟ୍ରୋ ମାଗନେଟିକ ମିଟର । ଏହା କେଉଁଥିପାଇଁ ବୁଲୁଛି, ଉଦ୍ଦେଶ୍ୟ କ'ଣ ତାହା ଏଯାଁଏ ଜଣାପଡି ନାହିଁ । ଦେବଗଡ ଜିଲ୍ଲା ସୁନାଖଣି ଓ ଆଖପାଖ ଅଞ୍ଚଳରେ ହେଲିକପ୍ଟ ବୁଲୁଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି ।…

ଚୋର ସମ୍ଭାଳି ପରିଲାନି ମଦ ନିଶା, ଚୋରି କରୁ କରୁ ଶୋଇପଡ଼ିଲା, ଆଉ ତା’ପରେ….

ନୂଆଦିଲ୍ଲୀ : ଚୋର ସମ୍ଭାଳି ପରିଲାନି ମଦ ନିଶା । ମଦ ଦୋନକାରେ ଟଙ୍କା ଚୋରି କରୁ କରୁ ଶୋଇପଡ଼ିଲା ଚୋର। ମଦ ନିଶା ଏତେ ଜୋରରେ ଚଢ଼ିଥିଲା ଯେ ଚୋର ଜଣଙ୍କ ଯେତେ ଖସିବାକୁ ଚେଷ୍ଟା କରିଥିଲେ ବି ଖସି ପାରିଲା ନାହିଁ । ଶେଷରେ ବେହୋସ ହୋଇଗଲେ । ଆଉ ଏସବୁକୁ କଏଦ କରିଥିଲା ସିସିଟିଭି କ୍ୟାମେରା ।…

ନୂଆବର୍ଷ ଆରମ୍ଭରୁ ଆସିଲା ଛାତିଥରା ଖବର, ଏମିତି ବି ହୋଇପାରେ ହତ୍ୟା

ନୂଆଦିଲ୍ଲୀ : ନୂଆବର୍ଷ ଆରମ୍ଭରୁ ଆସିଲା ଲୋମଟାଙ୍କୁରା ଖବର । ଯାହା ଉତ୍ତର ପ୍ରଦେଶରେ ଚହଳ ପକାଇ ଦେଇଛି । ଲକ୍ଷ୍ମୌର ଏକ ହୋଟେଲରୁ ୫ ମୃତଦେହ ମିଳିବା ପରେ ପୂରା ଲକ୍ଷ୍ନୌ ସ୍ତବ୍ଧ ହୋଇଯାଇଛି । ଏହି ୫ ମୃତ ଦେହ ନାକା ଥାନ ଅନ୍ତର୍ଗତ ସରନଜିତ ହୋଟେଲରୁମିଳିଛି । ମୃତକଙ୍କ ମଧ୍ୟରେ ଥିଲେ ୪ ଝିଅ…