RSS ମୁଖ୍ୟଙ୍କୁ କେଜ୍ରିୱାଲଙ୍କ ଚିଠି, ଜବାବ ଦେଲା ବିଜେପି
ନୂଆଦିଲ୍ଲୀ: ନୂଆବର୍ଷ ଆରମ୍ଭରୁ ଦିଲ୍ଲୀରେ ଜୋର୍ ଧରିଲା ଚିଠି ରାଜନୀତି । ଶାସକ ଆମ୍ ଆଦମୀ ପାର୍ଟି ଓ ବିରୋଧୀ ଭାରତୀୟ ଜନତା ପାର୍ଟି ମଧ୍ୟରେ ଆରମ୍ଭ ହୋଇଛି ଲେଟର୍ ଓ୍ବାର୍ । RSS ମୁଖ୍ୟ ମୋହନ ଭାଗବତଙ୍କୁ ଚିଠି ଲେଖିଛନ୍ତି ଆପ୍ ମୁଖ୍ୟ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ…